ପାଣି ଟାଙ୍କି ଖନନ ବେଳେ ମାଟି ତଳୁ ବାହାରିଲେ ସୁନାର ବିଷ୍ଣୁ ପ୍ରତିମା, ପୂଜାପାଠ ଓ ଭଜନ କୀର୍ତ୍ତନ ଜାରି

ବେଳେ ପାଣି ଟାଙ୍କି ପାଇଁ ଖୋଳା ଯାଉଥିବା ସ୍ଥାନରୁ ବାହାରିଲେ ଭଗବାନ ବିଷ୍ଣଙ୍କ ସୁନାର ପ୍ରତିମା । ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ । ପୂଜା ର୍ଚ୍ଚନା ମଧ୍ୟ ଲାଗି ରହିଛି । ଲୋକମାନେ ପୂଜାର୍ଚ୍ଚନା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର…

ଗନ୍‌ ପଏଣ୍ଟରେ ଆଇଆଇଟି ଛାତ୍ରୀଙ୍କ କପଡ଼ା ଖୋଲିଲେ ଦୁର୍ବୃତ୍ତ, କ୍ୟାମ୍ପସ୍‌ ରେ ଆନ୍ଦୋଳନ ତେଜିଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର…

ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ

ବିଶ୍ବକପ୍ କ୍ରିକେଟର ୩୨ତମ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଦଳ ୪୬ତମ ଓଭରରେ ମାତ୍ର ୨୦୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଦଳ ପକ୍ଷରୁ…

ବିଶ୍ୱସ୍ତରୀୟ ହେବ କିଟ୍ ପଲିଟେକ୍ନିକ, ସିଙ୍ଗାପୁରକୁ ୪୦ଜଣିଆ ପ୍ରତିନିଧି ଦଳର ଏକ୍ସପୋଜର ଭିଜିଟ

ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍ନିକ ଢାଞ୍ଚାର ରୂପ ନେବ କିଟ ପଲିଟେକ୍ନିକ। ଏଥିପାଇଁ କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍ସପୋଜର ଭିଜିଟ୍’ରେ ଯାଇଛନ୍ତି।…

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଵଲାଙ୍ଗିର : ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ହେଲେ ଦୋଷୀ ସାବ୍ୟସ୍ତ । ଅଭିଯୁକ୍ତ ସଦାନନ୍ଦ ନାଗକୁ ୧୦ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜରିମାନା କଲେ କୋର୍ଟ । ଜରିମାନା ଅନାଦେୟ ଆଉ ଅଧିକ ୨ ବର୍ଷ ଜେଲ ଦଣ୍ଡ ମିଳିବ ବୋଲି କୋର୍ଟ କହିଛନ୍ତି । ପୀଡିତାଙ୍କୁ ୪ଲକ୍ଷ ସହାୟତା ଯୋଗାଇ…

ପଶ୍ଚିମ ଓଡ଼ିଶା ଧର୍ମଘଟରୁ ଓହରିଲା ଘରୋଇ ବସ ମାଲିକ ସଙ୍ଘ, ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘ ପଶ୍ଚିମ ଓଡ଼ିଶାରେ କରିବାକୁ ଥିବା ଧର୍ମଘଟରୁ ଓହରିଲା। ୧୦ ଟି ଜିଲାରେ ବସ ଧର୍ମଘଟ କରିବାକୁ ଡାକରା ଦେଇଥିଲା ସଙ୍ଘ। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଆସନ୍ତାକାଲି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। କଳାହାଣ୍ଡି ଜିଲ୍ଲା ପାଇଁ ଚାଲିବ ଲକ୍ଷ୍ମୀ ବସ।…

ବାଣ ବିସ୍ଫୋରଣରେ ଜଣେ ଆହତ, କାରଣ ଅସ୍ପଷ୍ଟ

ପିପିଲି : ବାଣ ତିଆରି ବେଳେ ବିଶ୍ପୋରଣ l ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ଘଟିଛି ଏପରି ଅଘଟଣ l ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦରେ ଫାଟି ପଡୁଥିଲା ଅଂଚଳ l ଏଥିରେ ଜଣେ ଆହତ ହୋଇଥିବା ଜଣାଯାଇଛି l ଘଟଣାସ୍ଥଳରେ ବାଲିପା ଟଣା ଥାନା ପୋଲିସ ଏବଂ…

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ସ୍ତ୍ରୀ ମୃତ, ବାପା-ଝିଅ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । ନିଆଁ ଗୋଟେ ଘରୁ ଆଉ ଗୋଟେ ଘରକୁ ଡେଇଁ ଏମିତି ୮ ବଖରା ଘରକୁ ପୋଡି ଛାରଖାର କରିଦେଇଛି । ଏହି ଅଗ୍ନିକାଣ୍ଡରେ ଜଣେ ୫୦ ବର୍ଷୀୟା…

IPS ସ୍ତରରେ ଅଦଳ ବଦଳ, ଜେଲ୍ ଡିଜି ହେଲେ ଏ.ଏମ ପ୍ରସାଦ

IPS ସ୍ତରରେ ଅଦଳ ବଦଳ । ଜେଲ୍ ଡିଜି ହେଲେ ଏ.ଏମ ପ୍ରସାଦ । ୧୯୮୯ ବ୍ୟାଚ IPS ଅଫିସର ଏ.ଏମ. ପ୍ରସାଦ। ଲଳିତ ଦାସ ହେଲେ HRPC ଅତିରିକ୍ତଡିଜିପି । ୧୯୯୨ ବ୍ୟାଚ IPS ଅଫିସର ଲଳିତ ଦାସ । ଅରୁଣ କୁମାର ରାୟ ହେଲେ ସରକାରୀ ପ୍ରେସ ନିର୍ଦ୍ଦେଶକ। ୧୯୮୮ ବ୍ୟାଚ IPS ଅଫିସର ଅରୁଣ ରାୟ । IPS…

ବୋତଲ ପରେ ବୋତଲ ପିଇ ରାସ୍ତାରେ ଗଡ଼ିଲେ ଯୁବତୀ, ଥାନାକୁ ଯାଇ ନିଶା ଛାଡିବା ପରେ ଫେରିଲେ, ଭିଡିଓ ଭାଇରାଲ

ବୋତଲ ପରେ ବୋତଲ ବିୟର ପିଇଲେ, ନିଶାରେ ଗାଳି ଗୁଲଜ କଲେ । ମଦ କାଉଣ୍ଟର ସହ ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା । ଚାରି ଘଣ୍ଟା ଧରି ଉତ୍ପାତ ମଚାଇଲେ ମଦ୍ୟପ ଯୁବତୀ। ଭୁବନେଶ୍ବର ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି । ଅପରାହ୍ନରେ କଳାରାହାଙ୍ଗ…

ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ, ଏବେ ବନ୍ଧା ହେଲା ଅଭିଯୋଗକାରୀ

ନିଜ ଟଙ୍କା ନିଜେ ଲୁଟିଲା। ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ କଲା ।  ଏବେ ବନ୍ଧା ହେଲା ଅଭିଯୋଗକାରୀ।  ଏଭଳି ଏକ ସଙ୍ଗୀନ ଘଟଣାରେ ତମାଣ୍ଡୋ ପୋଲିସ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ସୂଚନା ମୁତାବକ ITC କମ୍ପାନୀରେ କାମ କରୁଥିବା ଜଣେ ଏଜେଣ୍ଟ ଗତ ଶନିବାର ୩ ଲକ୍ଷ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ। ନିର୍ଦ୍ଦେଶ ଦେଲେ କଟକ ଆଡ଼ହକ ପୋକସୋ କୋର୍ଟ। ନାବାଳିକା ଦୁଷ୍କର୍ମକାରୀ ରାଜୀବ ଜେନା ଦୋଷୀ ସାବ୍ୟସ୍ତ। ଜେଲଦଣ୍ଡ ସହିତ ୨୦ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ। ତିଗିରିଆ ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ…