Below header

ବାଣ ବିସ୍ଫୋରଣରେ ଜଣେ ଆହତ, କାରଣ ଅସ୍ପଷ୍ଟ

ବାଣ ତିଆରି ବେଳେ ବିଶ୍ପୋରଣ l ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ଘଟିଛି ଏପରି ଅଘଟଣ l

ପିପିଲି : ବାଣ ତିଆରି ବେଳେ ବିଶ୍ପୋରଣ l ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ଘଟିଛି ଏପରି ଅଘଟଣ l ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦରେ ଫାଟି ପଡୁଥିଲା ଅଂଚଳ l ଏଥିରେ ଜଣେ ଆହତ ହୋଇଥିବା ଜଣାଯାଇଛି l ଘଟଣାସ୍ଥଳରେ ବାଲିପା ଟଣା ଥାନା ପୋଲିସ ଏବଂ ଅଗ୍ନିଶ୍ରମ ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି l ବିଶ୍ପୋରଣର କାରଣ ଜଣା ପଡ଼ିନାହିଁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.