IPS ସ୍ତରରେ ଅଦଳ ବଦଳ, ଜେଲ୍ ଡିଜି ହେଲେ ଏ.ଏମ ପ୍ରସାଦ

IPS ସ୍ତରରେ ଅଦଳ ବଦଳ । ଜେଲ୍ ଡିଜି ହେଲେ ଏ.ଏମ ପ୍ରସାଦ । ୧୯୮୯ ବ୍ୟାଚ IPS ଅଫିସର ଏ.ଏମ. ପ୍ରସାଦ। ଲଳିତ ଦାସ ହେଲେ HRPC ଅତିରିକ୍ତଡିଜିପି ।

IPS ସ୍ତରରେ ଅଦଳ ବଦଳ । ଜେଲ୍ ଡିଜି ହେଲେ ଏ.ଏମ ପ୍ରସାଦ । ୧୯୮୯ ବ୍ୟାଚ IPS ଅଫିସର ଏ.ଏମ. ପ୍ରସାଦ। ଲଳିତ ଦାସ ହେଲେ HRPC ଅତିରିକ୍ତଡିଜିପି । ୧୯୯୨ ବ୍ୟାଚ IPS ଅଫିସର ଲଳିତ ଦାସ । ଅରୁଣ କୁମାର ରାୟ ହେଲେ ସରକାରୀ ପ୍ରେସ ନିର୍ଦ୍ଦେଶକ। ୧୯୮୮ ବ୍ୟାଚ IPS ଅଫିସର ଅରୁଣ ରାୟ । IPS ବ୍ରିଜେଶ ରାୟ ହେଲେ ଅତିରିକ୍ତ ସିପି। ୨୦୦୯ ବ୍ୟାଚ IPS ଅଫିସର ବ୍ରିଜେଶ ରାୟ । ଉମାଶଙ୍କର ଦାସ ହେଲେ SIW ଡିଆଇଜି । ୨୦୦୮ ବ୍ୟାଚ IPS ଉମାଶଙ୍କର ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.