ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼, ଖୋଳତାଡ ଚଳାଇଛି EOW

ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଆଜି ବି ଲୋକଙ୍କ ଲମ୍ବା ଲାଇନ । ଧାଡିରେ ଠିଆ ହୋଇଛନ୍ତି ଯୁବକ, ମହିଳା ଓ ବୟସ୍କ । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ EOW ଓ ପ୍ରବର୍ତ୍ତନ…

ଗିରଫ ହେବେ ବିଗବସ୍ ଓଟିଟି ବିଜେତା ଏଲଭିସ୍ ଯାଦବ, ରେଭ୍ ପାର୍ଟିରେ ସାପ ବିଷ ଯୋଗାଉଥିବା ଅଭିଯୋଗ

ଗିରଫ ହେବେ ବିଗବସ୍ ଓଟିଟି ବିଜେତା ଏଲଭିସ୍ ଯାଦବ । ରେଭ୍ ପାର୍ଟିରେ ସାପ ବିଷ ଯୋଗାଉବା ଅଭିଯୋଗରେ ଏଲଭିସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୋଏଡା ପୋଲିସ୍ ସେକ୍ଟର ୪୯ରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି। ରେଡ୍ ସମୟରେ ସେହି ସ୍ଥାନରୁ ୫ଟି ନାଗସାପ ସମେଚ ୯ଟି ଅନ୍ୟ ସାପ ଏବଂ ସାପ ବିଷ…

ସୋଲାର ବିଶ୍ୱ କଂଗ୍ରେସରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ମାନୀତ

ଭୁବନେଶ୍ୱର : ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆ (ଏସ୍ଇଏସ୍ଆଇ) ପକ୍ଷରୁ ସମ୍ମାନୀତ କରାଯାଇଛି। କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ…

ବିଶ୍ୱ କପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପାକ୍ ଟିଭିରେ ବିତର୍କ

ବିଶ୍ବକପରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନ ପରେ ଏହାକୁ ନେଇ ବାକବିତଣ୍ଡା ଆରମ୍ଭ। ପାକିସ୍ତାନ ଗଣମାଧ୍ୟମରେ ବିତର୍କରେ ଆଇସିସି ଓ ବିସିସିଆଇ ଉପରେ ଦୋଷାରୋପ କରିଛନ୍ତି ପୂର୍ବତନ ପାକ୍ କ୍ରିକେଟର। ବିଶ୍ବକପ୍ ୨୦୨୩ରେ ଆଇସିସି ଓ ବିସିସିଆଇ ଭାରତର ପେସରଙ୍କୁ ଅଲଗା ବଲ ଦେଉଥିବା ଅଭିଯୋଗ…

ତାମ୍ପରା ହ୍ରଦରେ ବୁଡି ଜଣେ ମହିଳା ମୃତ

ଛତ୍ରପୁର : ତାମ୍ପରା ହ୍ରଦରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୂମର ଗ୍ରାମର ପୁଷ୍ପା ବେହେରା (34) l ମିଳିଥିବା ସୂଚନା ମୁତାବକ, ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ଜଣେ ସମ୍ପର୍କୀୟ ନଣନ୍ଦଙ୍କ ସହ ତାମ୍ପରା ହ୍ରଦ ଆର ପଟେ ଥିବା…

ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଆନନ୍ଦପୁର : ଅସମ୍ପୂର୍ଣ ଜାତୀୟ ରାଜପଥ ସାଜିଛି କାଳ, ଚାଲିଯାଉଛି ନିରୀହ ଜୀବନ। ପଡିଶା ଘର ଝିଅକୁ ସ୍କୁଲ ହଷ୍ଟେଲରେ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଆନନ୍ଦପୁର, ୨୦ନଂ ଜାତୀୟ ରାଜପଥର ବାରିଗାଁ ପେଟ୍ରୋଲ ପମ୍ପ ଛକ ନିକଟରେ ବାଇକ୍ ଆରୋହୀଙ୍କ ଉପରେ ହାଇୱା…

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା

ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମାମଲା । ସାମ୍ବାଦିକା ଦେବସ୍ମିତା ରାଉତ ଆଣିଲେ ଅଭିଯୋଗ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ଖାରବେଳ ନଗର ଥାନାରେ ହୋଇଛି ଅଭିଯୋଗ । ଘଟଣାକୁ…

ସ୍କୁଲସ୍ତରରୁ ଆରମ୍ଭ ହେବ ନିର୍ବାଚନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ, ରାଜିନାମା ସ୍ୱାକ୍ଷର

ନିର୍ବାଚନ ସମ୍ପର୍କରେ ସ୍କୁଲସ୍ତରରୁ ଆରମ୍ଭ ହେବ ସଚେତନତା କାର୍ଯ୍ୟକ୍ରମ। ନିର୍ବାଚନରେ ମତଦାନ କେତେ ଜରୁରୀ ସେ ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ସ୍କୁଲ ପାଠ୍ୟକ୍ରମରେ ନିର୍ବାଚନ ପ୍ରସ୍ତୁତିକୁ ସାମିଲ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ଶିକ୍ଷା…

ଆସନ୍ତା ଫେବ୍ରୁୟାରୀ ୧୧ରେ ହେବ ପାକିସ୍ତାନରେ ନିର୍ବାଚନ, ନିର୍ବାଚନ କମିଶନଙ୍କ ଘୋଷଣା

କେବେ ହେବ ପାକିସ୍ତାନ ନିର୍ବାଚନ ? ଶେଷରେ ଏହି ପ୍ରଶ୍ନର ଉତ୍ତର ମିଳିଛି। ଘୋର ରାଜନୈତିକ ଓ ଆର୍ଥିକ ସଙ୍କଟରେ ଘାରି ହେଉଥିବା ପାକିସ୍ତାନରେ ଫେବୃଆରୀ ୧୧, ୨୦୨୪ରେ ନିର୍ବାଚନ ହେବ। ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।…

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ, ଅଶାଳୀନ ପ୍ରଶ୍ନ ପଚାରିବା ଅଭିଯୋଗ କରି ବୈଠକରୁ ବାହାରି ଆସିଲେ ମହୁଆ

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦୀୟ ଏଥିକ୍ସ କମିଟିରେ ହାଜର ହେଲେ ଟିଏମସି ସାଂସଦ ମହୁଆ ମଇତ୍ର। କିନ୍ତୁ ଏଥିକ୍ସ କମିଟି ବୈଠକରେ ମହୁଆଙ୍କୁ ବ୍ୟକ୍ତିଗତ ଓ ଅଶାଳୀନ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ମହୁଆ ମଇତ୍ର, ବିଏସପି ସାଂସଦ ଦାନିଶ ଅଲ୍ଲୀ ଓ…

ଚୀନ ଉପରେ ନଜର ରଖିବ ଭାରତୀୟ ସେନାର ନୂଆ ଶକ୍ତି ପ୍ରଚଣ୍ଡ, ପରୀକ୍ଷଣରେ ହେଲା ସଫଳ

ଚୀନ ଉପରେ ନଜର ରଖିବ ଭାରତୀୟ ସେନାର ନୂଆ ଶକ୍ତି ପ୍ରଚଣ୍ଡ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବହୁମୁଖୀ ଲାଇଟ କମ୍ୱାଟ ହେଲିକପ୍ଟର ପ୍ରଚଣ୍ଡ ସଫଳତାର ସହ ପରୀକ୍ଷଣ ଶେଷ କରିଛି। ପାର୍ବତ୍ୟାଞ୍ଚଳରେ ଟାର୍ଗେଟକୁ ନିପାତ କରିବା ସହ ଦିନ ରାତି ଫାୟାରିଂ କରି ପରୀକ୍ଷଣରେ ସଫଳ ହୋଇଛି ପ୍ରଚଣ୍ଡ…

ଶୁଭମନ୍‌ ଗିଲ ଆଉଟ ହେବା ପରେ ସାରା ଏକ୍ସ ରେ ଦେଲେ ଲଭ ଇମୋଜି, ଲେଖିଲେ ଏମିତି

ପ୍ରତ୍ୟେକ ତାଙ୍କ ନିକଟତମ ବ୍ୟକ୍ତିଙ୍କ ସଫଳତାରେ ଖୁସି ହେବା ସ୍ୱାଭାବିକ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ।  ଶୁଭମନ ଗିଲ୍‌ ଷ୍ଟାଡିୟମରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ସାରା (ସଚ୍ଚିନ ତେନ୍ଦୁଲକରଙ୍କ ଝିଅ…