କିସ୍ ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଉଦଘାଟିତ

ଭୁବନେଶ୍ୱର (କେନ୍ୟୁଜ): କିସ୍ ଶ୍ରୀ ବାଣୀକ୍ଷେତ୍ର ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଆଜି ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ଇଂ ରମେଶ ଚନ୍ଦ୍ର ବେହେରା, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ପଣ୍ଡିତ ପ୍ରବୋଧ ମିଶ୍ର ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ…

ନଦୀ ପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭଯୋଗ ଆଣିଲେ ପରିବାର

ଯାଜପୁର ଟାଉନ : ନଦୀପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରୁ ମୃତଦେହ ମିଳିଛି। ମୃତକ ହେଲେ ମହାନ୍ତିପାଟଣା ଗାଁର ସବ୍ୟସାଚୀ ନାୟକ। ତାଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ କରିଛନ୍ତି ପରିବାର ଲୋକ । ସବ୍ୟସାଚୀ ଗତକାଲିଠୁ…

ଖଲିସ୍ଥାନୀ ଆତଙ୍କବାଦୀର ଯୋଜନା, କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଉର୍ଦ୍ଦୁଇସ୍ତାନ

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି। ଶିଖ ଫର ଜଷ୍ଟିସ ସଂଗଠନ ମାଧ୍ୟମରେ ଧର୍ମ ଆଧାରରେ…

ବିଜେପି ସହ ସମ୍ପର୍କ ତୁଟାଇଲା AIADMK

ବିବାଦୀୟ ବୟାନକୁ କେନ୍ଦ୍ର କରି ବିଜେପି ସହ ସମ୍ପର୍କ ତୁଟାଇଛି AIADMK। ଏହାସହିତ ଏନଡିଏ ମେଣ୍ଟରୁ ମଧ୍ୟ ଓହରି ଯାଇଛି AIADMK। ୨୦୨୪ ନିର୍ବାଚନରେ AIADMK ନିଜେ ମେଣ୍ଟ କରି ଲଢିବ। ତାମିଲନାଡୁ ସ୍ଥିତ AIADMK ମୁଖ୍ୟାଳୟରେ ଜିଲ୍ଲା ସମ୍ପାଦକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ ପରେ ଏହି…

ବିଧାନସଭାରେ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ୪୩ହଜାର ୫୩୬ଟି ଦରଖାସ୍ତର ଫଇସଲା କରାଯାଇଛି

ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ମୁହଁ ଚୁପ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣି ଉପରେ ଚାଲିଥିବା ବିବାଦ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ସହ ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି।…

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩ । ଗୃହରେ ପାରିତ ହେବା ପରେ ରାଜ୍ୟରେ ନୂଆ ଆଇନ ଲାଗୁ ହେବ। ଏହାଦ୍ବାରା ଲାଭବାନ ହେବେ ଆପାର୍ଟମେଂଟ କ୍ରେତା। ଆପାର୍ଟମେଂଟ ସହ ସାଧାରଣ ଅଞ୍ଚଳର ଅଧିକାର ଏବେ ଆସୋସିଏସନ ହାତକୁ ଯିବ। ଏହି ଅଞ୍ଚଳରେ ଆଉ…

ଆସୁଛି ଆଉ ଏକ ବଡ଼ ମହାମାରୀ : କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ, ୫ କୋଟି ଲୋକଙ୍କ ଯାଇପାରେ ଜୀବନ

ଆସୁଛି ଆଉ ଏକ ବଡ଼ ମହାମାରୀ । କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ । ଏଥିରେ ୫ କୋଟି ଲୋକଙ୍କ ଯାଇପାରେ ଜୀବନ । ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ…

ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି

ଟ୍ବିନ୍ ସିଟିରେ ଅମାନିଆ ଗାଡ଼ି ଚାଳକଙ୍କ ବଢିଛି ପାଦୁର୍ଭାବ । ଗତ ତିନି ବର୍ଷରେ ଜରିମାନା ବାବଦରେ ଆଦୟ ହୋଇଛି ୧୮୬ କୋଟି ୪୫ ଲକ୍ଷ ୫ ହଜାର ୪୪୦ ଟଙ୍କା । କମିଶନରେଟ୍ ପୋଲିସ ପକ୍ଷରୁ ବିନା ହେଲମେଟରେ ଦୁଇ ଚକିଆ ଗାଡ଼ିଚାଳନା, ମୋବାଇଲରେ କଥା ହୋଇ ଗାଡ଼ି ଚାଳନା, ସିଟ୍ ବେଲ୍ଟ ନ ବାନ୍ଧିବା,…

ସୁନୀଲ ନାଇକ ହତ୍ୟା ଘଟଣାରେ ଦୁଇ ଗିରଫ

ବ୍ରହ୍ମପୁର : ପାଟପୁର ଥାନା ବୃନ୍ଦାବନପୁରରେ ଯୁବକ ସୁନୀଲ ନାଇକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ପୁରୁଣା ବିବାଦରୁ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି l ଗତକାଲି ଗାଁ ନିକଟ ଜଙ୍ଗଲରୁ ଶବ ଉଦ୍ଧାର କରିଥିଲା ପୋଲିସ । ହତ୍ୟାରେ ବ୍ୟବହୃତ…

ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଶେଷ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା । ଉତ୍ସବରେ ଆଇଜି ଦୀପକ କୁମାର, ଏସପି ସ୍ମିତ ପରମାର ପୁରୁଷୋତ୍ତମଦାସ, ବେଦାନ୍ତ ସିଓଓ ପ୍ରମୁଖ ଉପସ୍ଥିତ ଥିଲେ। ବଲିଉଡ ସୁପରଷ୍ଟାର ଗୋବିନ୍ଦା, କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ ଓ ରଞ୍ଜିତ…

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା, କାଉନସେଲିଂ କରୁଛନ୍ତି ଏସଡିଜେଏମ

କଟକ : କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରୁଛନ୍ତି। ଉଭୟ ବର୍ଷା ଓ ଅନୁଭବ ମଧ୍ୟାହ୍ନ ଭୋଜନ ପାଇଁ ବାହାରି ଯାଇଛନ୍ତି। କନସିଲେସନ ପାଇଁ…

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ଗତକାଲିଠୁ ନିଖୋଜ ଥିଲେ ଆଜି ଝୁଲନ୍ତା ମୃତଦେହ ଉଦ୍ଧାର

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲିଠୁ ନିଖୋଜ ଥିଲେ, ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ରାମକୃଷ୍ଣ ସିଂ । ନିଜ ଗାଁ ଜୟନ୍ତୀନାପୁର ନିକଟ…