Below header

କରୋନା ବେଳେ କର୍ତ୍ତବ୍ୟର ଡାକରା: ମାସକର ଶିଶୁକୁ ଘରେ ଛାଡ଼ି ଅଫିସ୍‌ ଆସିଲେ ଜିବିଏମ୍‌ସି କମିସନର ଜୀ ଶ୍ରୀଜନା

କରୋନା ଭାଇରସ୍‌ ଲଢ଼ାଇରେ ଏମିତି ଯୋଦ୍ଧା ଅଛନ୍ତି ଯେ କି ପରିବାର ଅପେକ୍ଷା ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି । ଏମିତି ଜଣେ ଯୋଦ୍ଧା ହେଉଛନ୍ତି ଗ୍ରେଟର ବିଶାଖାପାଟଣା ନଗର ନିଗମ(ଜିବିଏମ୍‌ସି) କମିସନର ଜି ଶ୍ରୀଜନା। ସେ ଶିଶୁଟିଏ ଜନ୍ମ ଦେବାର ମାସେ ପୁରିନି କର୍ତ୍ତବ୍ୟର…

ମଧ୍ୟପ୍ରଦେଶ: ଭାଙ୍ଗିଲା ପାଓ୍ଵାର ପ୍ଲାଣ୍ଟ ପାଉଁଶ ପୋଖରୀ ବନ୍ଧ, ଗୋଟିଏ ପରିବାରରୁ ୨ମୃତ, ଭାସିଗଲେ ୪

ମଧ୍ୟପ୍ରଦେଶ ସିଙ୍ଗରୋଲି ଠାରୁ ୧୮ କି.ମି ଦୂର ସାସନରେ ଥିବା ରିଲାଏନ୍ସ ପାଓ୍ଵାର ପ୍ଲାଣ୍ଟ୍‌ ପାଉଁଶ ପୋଖରୀ ବନ୍ଧ ଭାଙ୍ଗିଯିବାରୁ ନିକଟତମ ଗାଁରେ ପାଣି ଓ ପାଉଁଶ ପଶିଯିବାରୁ ଗୋଟିଏ ପରିବାରରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ନିଖୋଜ ଥିବା ଜଣାଯାଇଛି । ପାଉଁଶ ଭିତରୁ ୨ ମହିଳାଙ୍କ…

ନ୍ୟୁଓ୍ଵର୍କରେ ଶବ ରଖିବାକୁ ଜାଗା ନାହିଁ, ଏମିତି ଗାତ ଖୋଳାଯାଇ ସାମୁହିକ ଭାବେ ପୋତାଯାଉଛି ଶବ

ସାରା ବିଶ୍ୱରେ ସବୁଠୁ ସୁନ୍ଦର ଓ ବ୍ୟୟ ବହୁଳ ସହର ଭାବେ ନ୍ୟୁୟର୍କର ସ୍ଥାନ ରହିଛି ସର୍ବାଗ୍ରେ । ଯେ କେହି ଏହି ସୁନ୍ଦର ସହରରେ ରହିବାର ସ୍ୱପ୍ନ ଥରୁଟିଏ ଦେଖିଥାଏ । ହେଲେ ଏହି ସହର ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । କରୋନା ଯୋଗୁ ସେଠାରେ ମୃତକଙ୍କ ସଂଖ୍ୟା ଏଭଳି ବୃଦ୍ଧି ପାଇଛି…

କରୋନା ଟିକା ପ୍ରସ୍ତୁତ କରିବା ଦୈାଡ଼ରେ କେଉଁ ଦେଶ ଆଗରେ, ଆମେରିକା, ଚୀନ୍‌,ଜାପାନ ନା ଜର୍ମାନ

କରୋନା ଭାଇରସ୍‌ ଟିକା ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । ହେଲେ ଏଯାଏ ଟିକା ପ୍ରସ୍ତୁତ କରିବାରେ  କେହି ସକ୍ଷମ ହୋଇନାହାଁନ୍ତି । ତେବେ ଅନେକ ଦେଶ ଟିକାର କ୍ଲିନିକାଲ୍‌ ଟ୍ରାଏଲ୍‌ କରିବା ନେଇ ଦାବି କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଦେଶ…

ମହାରାଷ୍ଟ୍ରରେ ଅପ୍ରେଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି , ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ଅପ୍ରେଲ ୩୦ ତାରିଖ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହା ଘୋଷଣା କରିଛନ୍ତି ।…

କରୋନା ଟିକା ପାଇଁ ଅଷ୍ଟ୍ରେଲିଆ ଗବେଶକଙ୍କ ସହ ହାତ ମିଳାଇଲେ ଭାରତର ହାଇଦ୍ରାବାଦ ଫାର୍ମ, ଖୁବ୍‌ ଶୀଘ୍ର ଟ୍ରାଏଲ୍‌ ହେବ…

କରୋନା ଭାଇରସ୍‌ର ଟିକା ବିକଶିତ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭାରତର ଇମ୍ୟୁନୋଲୋଜିକାଲ୍‌ ଲିମିଟେଡ଼୍‍(ଆଇଆଇଏଲ୍‌), ଅଷ୍ଟ୍ରେଲିଆର ଗ୍ରିଫ୍‌ଥ ୟୁନିଭରସିଟି ସହ ଏବେ ହାତ ମିଳାଇଛି । ଖୁବ୍‌ ଶୀଘ୍ର ଏହାର ଟିକା ବିକଶିତ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି । ଏହି ଉଭୟ ରାଷ୍ଟ୍ରର…

ଲକ୍‌ଡାଉନ୍‌ ପରେ ରେଳ ଯାତ୍ରାରେ ମାସ୍କ ପିନ୍ଧିବା, ଥର୍ମାଲ ସ୍କ୍ରିନିଙ୍ଗ୍‌ ଓ ସାମାଜିକ ଦୂରତ୍ୱ ହେବ ବାଧ୍ୟତାମୂଳକ,…

ରେଳ ଯାତ୍ରା ପାଇଁ ପ୍ରୋଟୋକଲ୍‌ ତିଆରି କରିବାରେ ବ୍ୟସ୍ତ ରେଳ ବିଭାଗ । ଯଦି ଏହି ପ୍ରୋଟକଲ୍‌ ଲାଗୁ ହୁଏ ତେବେ ଟ୍ରେନ୍‌ ଯାତ୍ରାରେ ଆଗ ଅପେକ୍ଷା ଅନେକ ପରିବର୍ତ୍ତନ ଆସିବ । କରୋନା ସଙ୍କଟ ଯୋଗୁ ୨୧ ଦିନର ଲକ୍‌ଡାଉନ୍‌ ସମୟସୀମା ୧୪ ଅପ୍ରେଲରେ ସରୁଛି । ତେବେ ୧୫ ତାରିଖରୁ ରେଳ ଯାତ୍ରା…

ଗୃହପାଳିତ ପଶୁଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏନାହିଁ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଘରେ ପାଳନ କରାଯାଉଥିବା ପଶୁ-ପକ୍ଷୀଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି । ଗୃହପାଳିତ ପଶୁଙ୍କ ଠାରୁ ଏପର୍ଯ୍ୟନ୍ତ କାହାକୁ କରୋନା ଭାଇରସ ସଂକ୍ରମଣ ହେବାର ପ୍ରମାଣ ମିଳିନାହିଁ । ତେବେ ମଣିଷ ଠାରୁ ପଶୁଙ୍କୁ କରୋନା ଭାଇରସ…

କରୋନା ସହାୟତା ପାଇଁ ରାଜ୍ୟପାଳଙ୍କ ସଚିବାଳୟ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦେଲେ ଗୋଟିଏ ଦିନର…

ଭୁବନେଶ୍ୱର(କେନ୍ୟୁଜ୍‌): କରୋନା ସାରା ଦେଶରେ ମହାମାରୀ ରୂପେ ଠିଆହୋଇଛି । ଏଥିପାଇଁ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ ବର୍ଗରୁ ସହଯୋଗର ହାତ…

ଜୟାଙ୍କୁ ଡେଟିଂ କରୁଥିଲେ ଅମିତାଭ ବଚ୍ଚନ, ସାଙ୍ଗରେ ବୁଲେଇ ନେବାକୁ ଚାହୁଁଥିଲେ କିନ୍ତୁ ପିତାଙ୍କ ଜିଦ୍‌ ସବୁ ବିଗାଡ଼ି…

‘ସବୁ ପିଲାଙ୍କ ପାଇଁ ମା’ ହେଉଛି ଏକ ଅମୃତ ଶବ୍ଦ, ମୋ ପାଇଁ ବି । ହାପି ବାର୍ଥ ଡେ ମା’ । ଆପଣ ଦିଲ୍ଲୀରେ ଲକ୍‌ଡାଉନ୍‌ ପାଇଁ ଫସି ଯାଇଛନ୍ତି, ଆମେ ମୁମ୍ବାଇରେ । ହମ୍‌ ଆପ୍‌କୋ ହର୍‌ ପଲ୍‌ ୟାଦ୍‌ କର୍‌ ରହେ ହେଁ, ଆଇ ଲଭ୍‌ ୟୁ ।’ ଆଜି ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନଙ୍କ ୭୨ ତମ ଜନ୍ମ ଦିନ…

ଘରେ ରହିବା ପାଇଁ ଲାଲୁ ଟ୍ଵିଟ୍‌ କଲା ପରେ ରାଗିଲେ ଲୋକେ, କହିଲେ ଆପଣ କରୋନା ଠାରୁ ବି ଅଧିକ ଭୟଙ୍କର

କରୋନା ଭାଇରସ୍‌ର ଭୟାବହତାକୁ ଦେଖି ସାରା ଦେଶ ଏବେ ଲକ୍‌ଡାଉନ୍‌ରେ । ଲୋକଙ୍କୁ ଘରେ ରହିବା ପାଇଁ ସରକାରଙ୍କ ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ସେଲିବ୍ରେଟି ଅନୁରୋଧ କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ…

କରୋନା ପାଇଁ ବିଶ୍ୱର ଆର୍ଥିକ ଅବସ୍ଥାରେ ହେବ ୫ ଟ୍ରିଲିୟନ୍‌ ଡଲାର କ୍ଷତି, ଏହାର ଭରଣା ପାଇଁ ଲାଗିଯିବ ୨ ବର୍ଷ

କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱ ଆର୍ଥିକ ଅବସ୍ଥାରେ ୫ ଟ୍ରିଲିୟନ (୫ ଲକ୍ଷ କୋଟି) ଡଲାର କ୍ଷତି ହେବାର ଆଶଙ୍କା ଦେଖାଯାଇଛି । ଓ୍ଵର୍ଲ୍ଡ ଷ୍ଟ୍ରିଟ୍‌ ବ୍ୟାଙ୍କ୍‌ ରିପୋର୍ଟ ଅନୁଯାୟୀ ଏହି ସ୍ଥିତି ସୁଧାରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଯିବ । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ୧୯୩୦…