ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ ଦେଶକୁ କରୋନା ଟେଷ୍ଟିଂ କିଟ୍ ଦେଇଥିବା ଏହି ମହିୟସୀ ମହିଳାଙ୍କୁ ଜାଣନ୍ତୁ
କର୍ମ ସମସ୍ତେ କରନ୍ତି, ତାହା ବ୍ୟକ୍ତିଗତ ହେଉ ବା ବ୍ୟବସାୟୀକ । ମାତ୍ର କର୍ମକୁ ଧର୍ମ ଭାବେ ଗ୍ରହଣ କରିଥିବା ଏମିତି କ୍ୱଚିତ୍ କର୍ମଚାରୀ ଦେଖାଯାଆନ୍ତି ଯିଏ ସଭିଁଙ୍କ ମଙ୍ଗଳ ପାଇଁ ନିଜର ସ୍ୱାର୍ଥକୁ ତୁଚ୍ଛ କରିଦିଅନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ମିନାଲ୍ ଦାଖ୍ଭେ ଭୋସ୍ଲେ…