ଭୁବନେଶ୍ୱର : କରୋନା ଲକ୍‌ଡାଉନ୍‌, ଘର ଖାଲି ନକଲେ ଏମ୍ସ ମହିଳା ଚିକିତ୍ସକଙ୍କୁ ରେପ ଧମକ ପରେ ଥାନାରେ ଅଭିଯୋଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରେନା ପାଇଁ ସାରା ଭାରତ ଏବେ ଲକ୍‌ଡାଉନ । ଏହି ସମୟରେ କେହି ଘରୁ ନବାହାରିବାକୁ ବାରମ୍ବାର ସୂଚନା ଦିଆଯାଉଛି । ମାତ୍ର ଡାକ୍ତରଙ୍କ ପାଇଁ ଏହି ସମୟ ବଡ଼ ମହଙ୍ଗା ପଡ଼ିଛି । ହସ୍‌ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଥିବାରୁ ଡାକ୍ତରଙ୍କୁ ଏବେ…

କରୋନା ଭାଇରସ୍‌ ଚିକିତ୍ସା କରୁଥିବା ଡାକ୍ତର ଜାଣି କରି ଦୁଇ ସହଯୋଗୀଙ୍କ ଉପରେ ଛିଙ୍କିଲେ, ଜାଣନ୍ତୁ ତା‘ପରେ

ସାରା ଦୁନିଆରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ସବୁ ଦେଶ ଏଥିରୁ ମୁକୁଳିବା ପାଇଁ ନିଜ ନିଜର ଚିକିତ୍ସା ବ୍ୟବସ୍ଥା ଜାରି ରଖିଛନ୍ତି । ସଂକ୍ରମଣ ଠାରୁ ଦୂରେଇ ରହିବା ଓ କାହାକୁ ସଂକ୍ରମିତ ନକରିବାକୁ ସର୍ବଦା କୁହାଯାଉଛି । ହେଲେ କିଛି ଲୋକ ଜାଣିକରି ଅନ୍ୟକୁ ସଂକ୍ରମିତ…

ବିଦେଶ ଭ୍ରମଣରୁ ଫେରିଥିବା ବାବା ଚାଲିଗଲେ ପରପାରିକୁ, ଛାଡ଼ିଗଲେ ୨୦ଟି ଗାଁର ଲୋକଙ୍କୁ ଏକାନ୍ତ ବାସରେ

କେନ୍ୟୁଜ୍‌(ବ୍ୟୁରୋ): ସାରା ଦେଶ କରୋନା ପାଇଁ ଲକ୍‌ଡାଉନ୍‌ । କେହି କାହା ସହ ମିଶିବେନି ସରକାରଙ୍କ କଡ଼ା ନିର୍ଦ୍ଦେଶ । ତଥାପି ଲୋକଙ୍କର ସଚେତନତା ନାହିଁ । ନିକଟରେ ଜଣେ ବାବା ଇଟାଲି ଓ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ । ହେଲେ ନିୟମ ନମାନି ପର୍ବରେ ସାମିଲ ହୋଇଥିଲେ । ତାଙ୍କ ସହ ସାମିଲ…

ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ ଦେଶକୁ କରୋନା ଟେଷ୍ଟିଂ କିଟ୍‌ ଦେଇଥିବା ଏହି ମହିୟସୀ ମହିଳାଙ୍କୁ ଜାଣନ୍ତୁ

କର୍ମ ସମସ୍ତେ କରନ୍ତି, ତାହା ବ୍ୟକ୍ତିଗତ ହେଉ ବା ବ୍ୟବସାୟୀକ । ମାତ୍ର କର୍ମକୁ ଧର୍ମ ଭାବେ ଗ୍ରହଣ କରିଥିବା ଏମିତି କ୍ୱଚିତ୍‌ କର୍ମଚାରୀ ଦେଖାଯାଆନ୍ତି ଯିଏ ସଭିଁଙ୍କ ମଙ୍ଗଳ ପାଇଁ ନିଜର ସ୍ୱାର୍ଥକୁ ତୁଚ୍ଛ କରିଦିଅନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ମିନାଲ୍‌ ଦାଖ୍‌ଭେ ଭୋସ୍‌ଲେ…

କରୋନା ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ଦେବେ ଗୋଟିଏ ଦିନର ଦରମା, ପ୍ରାୟ ୫୦୦ କୋଟି ଟଙ୍କା

କରୋନା ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଯାଇଛି । କରୋନାର ମୁକାବିଲା ପାଇଁ ବହୁମାତ୍ରାରେ ମେଡିକାଲ ସାମଗ୍ରୀର ଆବଶ୍ୟକତା ଠାରୁ ଆରମ୍ଭ କରି ମେଡିକାଲ୍‌ କ୍ଷେତ୍ରରେ କାମ କରୁଥିବା ଛାମୁଆ କର୍ମକର୍ତ୍ତା, କରୋନା ରୋଗୀ, କରୋନା ଟେଷ୍ଟିଂ କିଟ୍‌ ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ସାଧାରଣ ଲୋକଙ୍କୁ…

କରୋନା ମୁକାବିଲା ପାଇଁ ସିଆର୍‌ପିଏଫ୍‌ ୩୩ କୋଟି ଓ ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ଦେଲେ ୧୫ କୋଟି ଟଙ୍କା

କରୋନା ସଙ୍କଟରୁ ମୁକୁଳିବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପ ସଂସ୍ଥାଠୁ ଆରମ୍ଭ କରି ବ୍ୟକ୍ତି ବିଶେଷ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡକୁ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୩୩ କୋଟି ୮୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।…

କରୋନା ଭାଇରସ୍‌ ଶରୀରରେ ସଂକ୍ରମିତ ହେବା ଆଗରୁ ରୋକିବ ‘ପେପ୍ଟାଇଡ୍‌’, ପଶୁଙ୍କ ଉପରେ ପ୍ରୟୋଗ କରିବାକୁ ପଠାଗଲା…

କରୋନା ଭାଇରସ୍‌ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ସମଗ୍ର ବିଶ୍ୱରେ କରୋନାରେ ପ୍ରାୟ ୭ ଲକ୍ଷ ଲୋକ ଆକ୍ରନ୍ତ ହୋଇଥିବା ବେଳେ ୩୧ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି । ପୁରା ବିଶ୍ୱ ଏବେ କରୋନା ଭାଇରସ୍‌ କବଳରୁ ମୁକୁଳିବା ପାଇଁ ମେଡିସିନ୍‌ ଖୋଜିବାରେ ବ୍ୟସ୍ତ । ଆମେରିକା…

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର କରୋନାକୁ ଦୃଷ୍ଟରେ ରଖି ଜେଲ୍‌ରେ ବନ୍ଦି ଥିବା ୧୧ ହଜାର କଏଦୀଙ୍କୁ ପାରଲରେ ଛଡ଼ାଯିବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଗୁରୁବାର ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖ ସରକାରୀ…

କରୋନା କ୍ଷତିପୁରଣ ପାଇଁ ଚୀନ୍‌ ବିରୋଧରେ ୭ ଲକ୍ଷ ୪୮ ହଜାର କୋଟି ଟଙ୍କାର କେସ୍‌ ଫାଇଲ୍‌ କଲେ ଆମେରିକୀୟ ଓକିଲ

ସାରା ବିଶ୍ୱରେ କରୋନା ରୋଗର ସଂକ୍ରମଣ ଓ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସାଡେ ତିନି ଲକ୍ଷ ଲୋକଙ୍କ ଆର୍ଥିକ ଭରଣା ପାଇଁ ଆମେରିକାର ଜଣେ ଓକିଲ ଚୀନ ବିରୋଧରେ ୨୦ ଟ୍ରିଲିୟନ୍‌ ୟୁଏସ୍‌ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୪୮,୦୦୦ କୋଟି ଟଙ୍କାର କ୍ଷତି ପୁରଣ ଦାବି କରିଛନ୍ତି । ଆମେରିକାର…

କରୋନା ଭାଇରସ୍‌ର ମୁକାବିଲା ପାଇଁ ଟାଟା ଟ୍ରଷ୍ଟ ଦେଲେ ୫୦୦ କୋଟିର ସହାୟତା

କରୋନା ଭାଇରସକୁ ମୁକାବିଲା ପାଇଁ ସାରା ଦେଶ ଏବେ ଏକ ହୋଇଯାଇଛି । ଏହି ବିପଦରୁ ମୁକୁଳିବା ପାଇଁ ନେତା ଠାରୁ ଅଭିନେତା, ସାଧାରଣ ଜନତା କିମ୍ବା ଶିଳ୍ପପତି ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଅବସରରେ ଟାଟା ଟ୍ରଷ୍ଟ  କରୋନା ଭାଇରସ୍‌ର ମୁକାବିଲା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି…

ଉତ୍ତରପ୍ରଦେଶରେ ଅଟକି ଯାଇଥିବା ବଭିନ୍ନ ରାଜ୍ୟର ଶ୍ରମିକମାନଙ୍କ ପାଇଁ ୟୁପି ସରକାର ବ୍ୟବସ୍ଥା କଲେ ୧୦୦୦ ବସ୍‌

କରୋନା ପାଇଁ ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ପାଇଁ ଦେଶର ସମସ୍ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ଦେଶର ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଅଟକି ଯାଇଛନ୍ତି । ଯଦିଓ ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ସେହି ଶ୍ରମିକମାନଙ୍କ…

ସନ୍ଧ୍ୟାରେ ସବୁ ସରକାରୀ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ରିଷି କପୁର, ଜାଣନ୍ତୁ କାହିଁକି…

କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବଲିଉଡ୍‌ ଅଭିନେତା ରିଷି କପୁର ସୋସିଆଲ୍‌ ମିଡିଆରେ ସକ୍ରିୟ ହୋଇପଡ଼ିଛନ୍ତି । କରୋନା ପାଇଁ ‘ଜରୁରୀକାଳିନ ’ ଘୋଷଣା କରିବାକୁ ନିକଟରେ ଟ୍ଵିଟରରେ ତାଙ୍କର ମତ ଦେଇଥିଲେ । ସନ୍ଧ୍ୟାରେ ଦେଶରେ ସମସ୍ତ…