Below header

ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଆଣିବାକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଦାବି କଲେ ଏହିସବୁ ରାଜ୍ୟ

ନୂଆଦିଲ୍ଲୀ : ବାହାର ରାଜ୍ୟରେ ଏବେ ବିଭିନ୍ନ ରାଜ୍ୟର ଲୋକେ ଲକ୍‌ଡାଉନ୍‌ ଯୋଗୁ ଫସି ରହିଛନ୍ତି । ସେମାନଙ୍କୁ ନିଜ ନିଜର ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଏଥିପାଇଁ କିଛି ରାଜ୍ୟ ମଧ୍ୟ ବସ୍‌ ଯୋଗେ କର୍ମଜୀବୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ…

ପରଲୋକରେ ଭାରତୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ଚୁନି ଗୋସ୍ୱାମୀ, ମୃତ୍ୟୁ ବେଳକୁ ହୋଇଥିଲା ୮୨ ବର୍ଷ ବୟସ

କୋଲ୍‌କାତା(କେନ୍ୟୁଜ୍‌) : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ…

ସ୍ୱାସ୍ଥ୍ୟ କ୍ଷେତ୍ରରେ ଲକ୍‌ଡାଉନ୍‌ ପ୍ରଭାବ : ବିନା କୋଭିଡ୍‌ ମୃତ୍ୟୁ ଓ ଏମର୍ଜେନ୍ସି ମାମଲରେ ମୃତ୍ୟୁ ହାର କମିଛି…

କରୋନା ଯୋଗୁ ଭାରତ ଏବେ ଲକ୍‌ଡାଉନ୍‌ । ଲୋକେ ଘରେ ଏକରକମ ବନ୍ଦୀ । ରାସ୍ତା ଘାଟ୍‌ ଶୂନ୍‌ଶାନ୍‌ । ସବୁଠି ଏକ ପ୍ରକାର ନିର୍ଜନତା । ତେବେ ଏହି ଲକ୍‌ଡାଉନ୍‌ ଲୋକଙ୍କ ପାଇଁ ହୋଇଛି ମଙ୍ଗଳ ଦାୟକ । ଭାରତରେ ହୃଦ୍‌ଘାତ, ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଓ ଷ୍ଟ୍ରୋକ୍‌ ଭଳି ଏମର୍ଜେନ୍ସି ମାମଲାରେ…

ବୁଧବାରଠୁ ଖୋଲିବ ବାରବାଟୀ ପରିବା ହାଟ, ବାହାର ଚାଷୀ ଓ ବ୍ୟବସାୟୀଙ୍କୁ ମନା

ଯାଜପୁର(କେନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରସଲପୁ ବ୍ଲକ୍‌ର ବାରବାଟି ପରିବା ବଜାରକୁ ବନ୍ଦ ରଖିଥିଲା ପ୍ରଶାସନ ।ସପ୍ତାହ ପରେ ବୁଧବାର ବାରବାଟୀ ପରିବା ହାଟ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

‘ବିଗ୍‌ ବସ୍‌’ ର ଏହି ବିଜେତା ଲକ୍‌ଡାଉନ୍‌ ମଧ୍ୟରେ ନେଲେ ସାତ ଫେରେ, ଛାତ ଉପରେ ହୋଇଗଲା ବିବାହ

କଥାରେ ଅଛି ‘ବିବାହ ସ୍ୱର୍ଗରେ ସ୍ଥିର ହୋଇଥାଏ’ । ତେଣୁ ଏଥି ପାଇଁ ଦିନ, କାଳ, ପାତ୍ର ଓ ସମୟ ଅସମୟର କିଛି ମାନେ ନଥାଏ । ସେଇଥି ପାଇଁ ବୋଧହୁଏ ‘ବିଗ୍‌ ବାସ୍‌’ ୨ ର ବିଜେତା ଆଶୁତୋଷ କୈାଶିକ ଲକ୍‌ଡାଉନ୍‌ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ବହୁତ ନିରାଡ଼ମ୍ବର ଭାବେ…

ଭୂକମ୍ପରେ ଦୋହଲିଲା ହିମାଚଳ ପ୍ରଦେଶ, ରିଚର ସ୍ଲେଲ୍‌ରେ ସାନ୍ଦ୍ରତା ଥିଲା ୪.୦

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଚାମ୍ବା ଅଞ୍ଚଳରେ ଆଜି ଏକ ଭୂକମ୍ପ ଅନୁଭୁତ ହୋଇଯାଇଛି । ରିଚର୍‌ ସ୍କେଲ୍‌ରେ ଏହାର ସାନ୍ଦ୍ରତା ଥିଲା ୪.୦ । ଆଜି ଦିନ ୧୨ ଟା ୧୭ ମିନିଟ୍‌ରେ ଏହା ଅନୁଭୁତ ହୋଇଥିବା ବେଳେ ଭୂକମ୍ପରେ କୈାଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । ପୂର୍ବରୁ ଏପ୍ରିଲ ୬…

କୋଭିଡ୍‌ ୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ରିଟେନ୍‌ ବୈଜ୍ଞାନିକ ଜୀବିତ, ଟିକା ନିର୍ମାଣ ଆଶା ବଢ଼ିଲା

ଲଣ୍ଡନ : ବ୍ରିଟେନ୍‌ରେ କୋଭିଡ ୧୯ ର ପ୍ରଥମ ଟିକା ନେଇଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଏଲିସା ଗ୍ରେନେଟ୍‌ଙ୍କର ମୃତ୍ୟୁ ହେବା ଖବର ମିଥ୍ୟା ବୋଲି ଜଣାପଡ଼ିଛି । ଏଲିସା ଜୀବିତ ଥିବା ନେଇ ଅକ୍ସଫୋର୍ଡ ନ୍ୟୁଜ୍‌ ଅଫିସ୍‌ ପ୍ରଥମେ ରିଅଟରସ୍‌କୁ ଖବର ଦେବା ସହ ତା’ର ସରକାରୀ ଟ୍ଵିଟରରେ ଖବର ପ୍ରକାଶ…

ମେ ୩ ପରେ ବଢ଼ିପାରେ ଲକ୍‌ଡାଉନ୍ : ନଜର ପ୍ରଧାନମନ୍ତ୍ରୀଙ୍କ ଉପରେ, ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଛି ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍‌) : ମେ ୩ ପରେ କ’ଣ ହେବ ? ଲକ୍‌ଡାଉନ୍‌ ବଢ଼ିବ ନା କମିବ ଏ ନେଇ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନ ବାଚୀ । ଯେପର୍ଯ୍ୟନ୍ତ କରୋନା ପାଇଁ ଔଷଧ ବିକଶିତ ହୋଇପାରି ନାହିଁ, ଲକ୍‌ଡାଉନ୍‌ ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ସବୁ ବିକଶିତ ଦେଶଗୁଡ଼ିକର ମତ । ଏ ନେଇ…

ଲାଲୁ ଯାଦବଙ୍କୁ ଚକିତ୍ସା କରୁଥିବା ଡାକ୍ତରଙ୍କ ଓ୍ଵାର୍ଡରେ ମିଳିଲେ କରୋନା ରୋଗୀ, ଖୁବ୍‌ ଶୀଘ୍ର ହେବ ଲାଲୁଙ୍କ କରୋନା…

ରାଞ୍ଚି : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ କରୋନା ସଂକ୍ରମଣ ଆଶଙ୍କା ବଢ଼ିଛି । ଆସନ୍ତା ଦିନେ ଦୁଇ ଦିନ ଭିତରେ ତାଙ୍କର କରୋନା ଟେଷ୍ଟ କରାଯିବ । କାରଣ ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କରୋନାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।…

ଦକ୍ଷିଣ ଆଫ୍ରିକା ଜଳ ସୀମା ଉଲଂଘନ କରିଥିବାରୁ ଜବତ ହେଲା ୬ ଜହାଜ, ଗଣିଲେ ଜରିମାନା

ଜୋହନ୍ସବର୍ଗ : ଦକ୍ଷିଣ ଆଫ୍ରିକା ଜଳ ସୀମା ଉଲଂଘନ କରିବା ଅପରାଧରେ ଚୀନ୍‌ର ୬ ଟି ଜହାଜକୁ ଦକ୍ଷିଣ ଆଫ୍ରିକା ଜବତ କରିଛି । ଏଥିସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଜହାଜଗୁଡ଼ିକ ଉତ୍ତର କେପ୍‌ ତଟରୁ ଦକ୍ଷିଣ ଆଫ୍ରିକା ଆର୍ଥିକ କ୍ଷେତ୍ରରେ ପ୍ରବେଶ କରିଥିବାର ୨ ଏପ୍ରିଲରେ…