Below header

ବୈଜ୍ଞାନିକଙ୍କ ମତ : କରୋନା ସଂକ୍ରମିତ ରୋଗୀଙ୍କ ଦେହକୁ ଏହି ଦୁଇଟି ଜିନିଷ ମାଧ୍ୟମରେ ପ୍ରବେଶ କରିଥାଏ ରୋଗ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସାରା ଦୁନଆକୁ କବଳିତ କରି ରଖିଛି । କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ବିଶ୍ୱର ସବୁ ରିସର୍ଚ୍ଚ ଲ୍ୟାବ୍‌ ଏହି ଭାଇରସ୍‌ ପାଇଁ ଟ ିକା ଓ ଔଷଧ ଖୋଜିବାରେ ଲାଗିପଡ଼ିଛନ୍ତି । ଆମେରିକା ସହ ଅନ୍ୟ ବିକଶିତ…

ବ୍ରିଟିସ୍‌ ବୈଜ୍ଞାନିକଙ୍କୁ ଝଟ୍‌କା, କରୋନା ଭେକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେବାର କିଛି ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଲଣ୍ଡନ : ବ୍ରିଟେନ୍‌ରେ କରୋନା ଭେକ୍‌ସିନ୍‌ ପ୍ରସ୍ତୁତ କରିଥିବା ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନଙ୍କୁ ବଡ଼ ଝଟକା ଲାଗଛି । ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଥିବା ଭେକ୍‌ସିନ୍‌ ଜଣେ ମାଇକ୍ରୋ ବାୟୋଲିଜିଷ୍ଟଙ୍କୁ ଦିଆଯାଇଥିଲା । ଟିକା ନେବାର କିଛି ଘଣ୍ଟା ପରେ…

ମଧ୍ୟପ୍ରଦେଶ : ସେଲୁନ୍‌ରେ ବାଳ କାଟି ୬ ହେଲେ କରୋନା ଆକ୍ରାନ୍ତ, ଏବେ ପୁରା ଗାଁ ସିଲ୍‌

ଭୋପାଳ : ସେଲୁନ୍‌ ଏବେ କରୋନା ସଂକ୍ରମଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏକ ଖବର ଅନୁଯାୟୀ ଆମେରିକାରେ ପ୍ରାୟ ୫୦ ପ୍ରତିଶତ ଲୋକ କେବଳ ସେଲୁନ ଯୋଗୁ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ତେଣୁ ସେଲୁନ୍‌କୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି । ସେହିପରି ନିକଟରେ ମଧ୍ୟପ୍ରଦେଶର ଏକ ଗାଁରେ ୬…

୫୫ ଲକ୍ଷ ଲୋକଙ୍କ ଘର ଘର ବୁଲି କରାଯିବ କରୋନା ସ୍କ୍ରିନିଙ୍ଗ୍‌, ମନ୍ତ୍ରୀ ସମୂହ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ମନ୍ତ୍ରୀ ସମୂହ ଦେଶର ୪୫ ସହରରେ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଠାରେ ୫୫ ଲକ୍ଷ ଲୋକଙ୍କ ଘରେ ଘରେ ବୁଲି ସ୍କ୍ରିନିଂ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ନଭି ମୁମ୍ବାଇ, ପୁଣେ, ନାଗପୁର, ଅହମ୍ମଦାବାଦ, ସୁରତ,…

ବିବାହିତାଙ୍କୁ ବାହାହୋଇ ଆଦିବାସୀ ଯୁବକ ହେଲେ ସାମାଜିକ ବାସନ୍ଦର ଶିକାର, ଘୂରି ବୁଲୁଛନ୍ତି ଜଙ୍ଗଲରେ 

ରାୟଗଡ଼ା(କେ.ନ୍ୟୁଜ୍‌) : କୁହନ୍ତି, ବିବାହ ହେଉଛି ନୈସର୍ଗିକ ବା ସ୍ୱର୍ଗୀୟ । ହେଲେ ଯେତେବେଳେ ଏହା ସାମାଜିକ ପରମ୍ପରାର ପରିସୀମାକୁ ଲଂଘି ଯାଏ, ଏହା ହୋଇଯାଏ ଅଭିଶାପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ । ଜଣେ ବିବାହିତାକୁ ବିବାହ କରି ଆଦିବାସୀ ଯୁବକ ହୋଇଯାଇଛନ୍ତି…

ଜାମ୍ମୁ-କାଶ୍ମୀର : ସୁରକ୍ଷା ବଳଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ୩ ଆତଙ୍କୀ, ଲୁଚିଥିଲେ ବଙ୍କର ତଳେ

କାଶ୍ମୀର : ପୁଲଓ୍ଵାମା ଜିଲ୍ଳାର ଅବନ୍ତିପୁରା ଅଞ୍ଚଳରେ ଆଜି ସକାଳୁ ସୁରକ୍ଷା ବଳ ୩ ଆତଙ୍କୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଆତଙ୍କୀମାନେ ସେଠାକାର ଏକ ଅର୍କିଡ଼ ଫାର୍ମ ହାଉସ ମଧ୍ୟରେ ମାଟିତଳେ ଲୁଚିଥିଲେ । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ଆତଙ୍କୀମାନେ ଏଠାରେ…

ଜାଣନ୍ତୁ ଏହି ୧୦୬ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କୁ, ଯେଉଁଠି ମୃତ୍ୟୁ ବି ହାର୍‌ ମାନିଛି

ନୁଆଦିଲ୍ଲୀ : କଥାରେ ଅଛି ‘ଯାକେ ରଖେ ସାଇଁୟା ମାର ସକେ ନା କୋଇ’ । ଅର୍ଥାତ ଯାହାକୁ ଭଗବାନ ରଖିବେ ତାକୁ ବା କିଏ ମାରି ପାରିବ । ଭାରତରେ କୁହାଯାଉଥିବା ଏହି କଥା ସ୍ପେନ୍‌ରେ ଜଣେ ୧୦୬ ବର୍ଷ ବୟସ୍କା ମହିଳାଙ୍କ ଠାରେ ସତ୍ୟ ପ୍ରମାଣିତ ହୋଇଛି । ଏହି ମହିଳା ଜଣକ ନିଜ ଜୀବନ କାଳ ମଧ୍ୟରେ…

ମଇ ମାସ ଶେଷ ସୁଦ୍ଧା ଭାରତର ପ୍ରାୟ ୪ କୋଟି ଲୋକଙ୍କ ହାତରେ ନଥିବ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ : ମଇ ମାସ ଶେଷ ସୁଦ୍ଧା ଦେଶର ପ୍ରାୟ ୪ କୋଟି ମୋବାଇଲ୍‌ ବ୍ୟବହାରୀଙ୍କ ପାଖରେ ମୋବାଇଲ ନଥିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପ୍ରାୟ ଦେଶର ଅଢ଼େଇ କୋଟି ମୋବାଇଲ୍‌ ଗ୍ରାହକଙ୍କ ଫୋନ୍‌ କାମ କରୁନି । ସବୁ ହେଉଛି କରୋନା ଖେଳ । କରୋନା ପାଇଁ ଏବେ ସବୁ ଦେଶରେ ଲକ୍‌ଡାଉନ୍‌ ହେତୁ…

କରୋନାର ଅସଲି ଯୋଦ୍ଧା : ୧୩ ମାସର ଝିଅକୁ ଘର ମାଲିକଙ୍କ ପାଖରେ ଛାଡ଼ି ଡାକ୍ତର ଦମ୍ପତି କରୁଛନ୍ତି ରୋଗୀ ସେବା

ନୁଆଦିଲ୍ଲୀ : କରୋନା ଯୁଦ୍ଧରେ ସାମିଲ ହୋଇଥିବା ବିଭିନ୍ନ ଯୋଦ୍ଧାଙ୍କ ମଧ୍ୟରୁ ଡାକ୍ତରଙ୍କ ଭୂମିକା ଅତିବ ଗୁରୁତ୍ତ୍ୱପୂର୍ଣ୍ଣ । ସେଇଥିପାଇଁ ତ ଡାକ୍ତରଙ୍କୁ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଏ । ଡାକ୍ତରମାନେ ନିଜର ଘର ଦ୍ୱାର ଛାଡି କରୋନା ଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ରୋଗୀ…

ଆମେରିକୀୟ ସଂସ୍ଥାର ସତର୍କବାଣୀ : ଭାରତରେ ୧୧୧ କୋଟି କରୋନା ସଂକ୍ରମିତ ଆଶଙ୍କା, ବିକଶିତ ରାଷ୍ଟ୍ରକୁ ପୁଣିଥରେ ଫେରିବ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣଙ୍କ ସଂଖ୍ୟା ଭାରତରେ ଦିନକୁ ଦିନ ବଢ଼ିଚାଲିଛି । ଅନ୍ୟ ରାଷ୍ଟ୍ର ଭଳି ଯଦିଓ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି, ଏହି ସଂଖ୍ୟା ଆଗକୁ ଭାରତରେ ବିପଦପୂର୍ଣ୍ଣ ହୋଇପାରେ ବୋଲି ଆମେରିକାର ଏକ ସଂସ୍ଥା ସତର୍କବାଣୀ କରିଛି । ଭାରତରେ…

 ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ, ସହର ସମେତ ସମଗ୍ର ଜିଲ୍ଲାକୁ କରିଦେଇଛି ଅସ୍ତବ୍ୟସ୍ତ

ବାଲେଶ୍ୱର(କେନ୍ୟୁଜ୍‌) : ଆଜି କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି ସମଗ୍ର ବାଲେଶ୍ୱର ଜିଲ୍ଲାରେ । ଭୟଙ୍କର ପବନ ସାଙ୍ଗକୁ ବିଜୁଳି, ବର୍ଷା ଜିଲ୍ଲାରେ ନାହିଁ ନଥିବା କ୍ଷତି ଘଟାଇଛି । ବଡ଼ ବଡ଼ ଗଛମାନ ଉପୁଡ଼ି ପଡ଼ି ରାସ୍ତାରେ ପଡ଼ିଛି । ଧାନ ବିଲ ଓ ପରିବା କ୍ଷେତ ସବୁକିଛି କାଳବୈଶାଖି…

ଦିଲ୍ଲୀରୁ ଫେରିଥିବା ୮ ଆର୍‌ପିଏଫ୍‌ କରୋନା ପଜେଟିଭ ମଧ୍ୟରୁ ଜଣେ ଓଡ଼ିଶାର ବାଲେଶ୍ୱରର

ଭୁବନେଶ୍ୱର(କେନ୍ୟୁଜ୍‌): ଜଣେ ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ୍‌) କନେଷ୍ଟବଳ(୩୨) ଅପ୍ରେଲ ୨୦ ତାରିଖରେ କରୋନା ପଜେଟିଭ ଜଣାପଡ଼ିଛନ୍ତି । ବାଲେଶ୍ୱରରେ ଅବସ୍ଥାପିତ ଏହି ଆର୍‌ପିଏଫ୍‌ ଦିଲ୍ଲୀରୁ ଫେରିଥିବା ୮ ସଂକ୍ରମିତ ଆର୍‌ପିଏଫ୍‌ଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ,…