କରୋନା ପାଇଁ ନିଟ୍‌ ୟୁଜି ୨୦୨୦ ଓ ନିଟ୍‌ ପିଜି ୨୦୨୦ କାଉନସେଲିଂ ସ୍ଥଗିତ

କରୋନା ସଂକ୍ରମଣ ଓ ଲକ୍‌ଡାଉନ ଅବସ୍ଥାକୁ ଦୃଷ୍ଟିରେ ରଖି ନେସ୍‌ନାଲ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଗୁଏଟ୍‌ (ନିଟ୍‌ ୟୁଜି) ୨୦୨୦ କୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଗାମୀ ମଇ ମାସ ୩ ତାରିଖରେ ହେବାକୁ ସମୟ ନିର୍ଘଣ୍ଟ କରାଯାଇଥିଲା । ତେବେ କରୋନା ପାଇଁ ଏହାକୁ…

କରୋନା ପାଇଁ ସବୁଠି ଲକ୍‌ଡାଉନ୍‌, ହେଲେ ଏଠି ଦେଖନ୍ତୁ ଗ୍ୟାସ ପାଇଁ ଲୋକଙ୍କ କିଭଳି ଭିଡ଼ ଆଣିପାରେ ଭୁବନେଶ୍ୱର ପାଇଁ ବଡ଼…

ଭୁବନେଶ୍ୱର(କେନ୍ୟୁଜ୍‌): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏ ସଭିଏଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । କୈାଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇଁ ମଧ୍ୟ କୁହାଯାଇଛି । ଘର ନିକଟରେ…

ଦେଖନ୍ତୁ, ଲକ୍‌ଡାଉନ ପରେ କେରଳର ଏକ ଶୂନ୍‌ଶାନ୍‌ ରାସ୍ତାରେ କିଏ କ୍ରସ କରୁଛି ଜେବ୍ରା କ୍ରସିଂ

କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ସବୁଠି ରାସ୍ତା ଘାଟ ଶୂନ୍‌ଶାନ୍‌ । କେଉଁଠି କେବଳ ପୋଲିସମାନେ କାଁ ଭାଁ ରହି ଲକ୍‌ଡାଉନ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଶୂନଶାନ୍‌ ଅଞ୍ଚଳର ସୁଯୋଗ ଦେଖି ଏକ ହେଟା ବାଘ ଚାଲି ଆସିଛି ସହର ମଝିକୁ । କେରଳର କୋଜିକୋଡ୍‌ରେ…

ଦେଶରେ କରୋନା ଭାଇରସ ମୃତକ ସଂଖ୍ୟା ୧୮କୁ ବୃଦ୍ଧି, ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୦ ମାସର ଶିଶୁ ମୋଟ ସଂଖ୍ୟା ୭୨୪

ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ କେରଳର ଜଣେ ୧୦ ମାସର ଶିଶୁ କରୋନା ପଜେଟିଭ ହେବା ଖବର ସମସ୍ତଙ୍କୁ ଚକିତ କରିଛି । ଶିଶୁ କିମ୍ବା ତା’ର ପରିବାର ବିଦେଶ ଯାଇନଥିଲେ । ଉକ୍ତ ପରିବାର କେରଳର ନିଜ ବନ୍ଧୁଙ୍କ ଘରକୁ ଯାଇଥିଲେ । ଶିଶୁ ଏବେ କେରଳର ଏକ…

ଅଷ୍ଟ୍ରେଲିଆର ମୃତ୍ୟୁ ଦୂତ, ଦୁଇଟି ମସ୍‌ଜିଦ୍‌ରେ ପଶି ବନ୍ଧୁକ ମୁନରେ କରିଥିଲା ୫୦ ଲୋକଙ୍କୁ ହତ୍ୟା

ସେଦିନ ଥିଲା ୧୫ ମାର୍ଚ୍ଚ ୨୦୧୯ ମସିହା । ନ୍ୟୁଜ୍‌ଲାଣ୍ଡର ଦୁଇଟି ମସ୍‌ଜିଦରେ ଚାଲିଲା ଆଖିବୁଜା ଗୁଳି । ସଙ୍ଗେ ସଙ୍ଗେ ଟଳିପଡିଲେ ୫୧ ଲୋକ । ଏଥିରେ ମଧ୍ୟ ମୃତ୍ୟୁ ବରଣ କରିଥିଲେ ୮ ଭାରତୀୟ । ଗୁଳି କରିଥିବା ଏହି ଆତଙ୍କବାଦୀ ହେଲେ ଅଷ୍ଟ୍ରେଲିଆର ୨୮ ବର୍ଷ ଯୁବକ ବେଣ୍ଟନ୍‌ ହେରିସନ୍‌ ଟରେଣ୍ଟ…

କ୍ରୋଧର ଅନ୍ତିମ ପରିଣତି, ଲକ୍‌ଡାଉନ୍‌ ବେଳେ ବାହାରକୁ ଗଲେ ବୋଲି ଭାଇକୁ ମାରିଦେଲା ଭାଇ

ଲକ୍‌ଡାଉନ୍‌ବେଳେ ବାହାରକୁ ଗଲେ ବୋଲି ଭାଇକୁ ଭାଇ ମାରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାଟି ଘଟିଛି ମହାରାଷ୍ଟ୍ରର କାଣ୍ଡିଭାଲି ଅଞ୍ଚଳରେ । ଅଭିଯୁକ୍ତ ରାଜଲକ୍ଷ୍ମୀ ଠାକୁର ଭାଇ ଦୁର୍ଗେଶଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଯିବାକୁ ମନା କରିଥିଲେ । ମାତ୍ର ଦୁର୍ଗେଶ ତାଙ୍କ କଥା…

ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା ପରେ ମୋଦୀଙ୍କୁ ପ୍ରଶଂସା କଲେ ରାହୁଲ ଗାନ୍ଧି, କହିଲେ ପ୍ରଥମ ଉଚିତ ପଦକ୍ଷେପ…

କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଉଚିତ୍‌ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି । ସେ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ କେନ୍ଦ୍ର…

ବିଶ୍ୱରେ ସବୁଠୁ କମ୍‌ ମୂଲ୍ୟରେ କରୋନା ଯାଞ୍ଚ କରିବ ଭାରତ, ୨୨ କମ୍ପାନୀକୁ ମିଳିଲା ଟେଷ୍ଟ କିଟ୍‌ ନିର୍ମାଣ ମଞ୍ଜୁରୀ

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଏହାକୁ ରୋକିବା ପାଇଁ ସାରା ଦୁନିଆ ଏକଜୁଟ୍‌ ହୋଇଛି । ତେବେ ରକ୍ତ ନମୂନା ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଟେଷ୍ଟ କିଟ୍‌ ମଳିବା କଷ୍ଟକର ହୋଇଛି । ଏବେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ…

୪ ଦିନ ପରେ ବ୍ରିଟେନ୍‌ ହସ୍‌ପିଟାଲରେ ମିଳିବନି ସ୍ଥାନ, ଇଟାଲି ବି ଲାଗୁକଲା କଡ଼ା ନିୟମ

ବ୍ରିଟେନ୍‌ ଓ ସ୍ପେନ୍‌ରେ କରୋନା ଏଭଳି ଭାବରେ ସଂକ୍ରମିତ ହେବାରେ ଲାଗିଛି ଯେ ପ୍ରତି ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ଦୁଇଗୁଣ ହୋଇଯାଉଛି । ଏପର୍ଯ୍ୟନ୍ତ ୟୁରୋପର ଇଟାଲିରେ ଏହା ଯେଭଳି ଆତଙ୍କ ଖେଳାଇଥିଲା ଏବେ ଲଣ୍ଡନରେ ସେପରି ଅବସ୍ଥା ଦେଖାଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ୪ ଦିନ ପରେ…

ରାଜସ୍ଥାନର ଏହି ଜିଲ୍ଲାରେ କରୋନା ଭୟକୁ ଭୁଲି ମୃତକ ଭୋଜିରେ ଯୋଗ ଦେଲେ ଲୋକେ, ପରେ କ’ଣ ହେଲା ଜାଣନ୍ତୁ…

କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ବ୍ୟବସ୍ଥା ଜାରି ହୋଇଛି । କୈାଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ନହେବା କିମ୍ବା ଘରୁ ନ ବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ତଥାପି ଲୋକେ ସଚେତନ ହେଉନାହାଁନ୍ତି । ରାଜସ୍ଥାନର ଲକ୍‌ଡାଉନ୍‌ ଓ ୧୪୪ ଧାରା ଜାରି ସତ୍ତ୍ୱେ ଏକ ମୃତକ ଭୋଜିରେ ଯୋଗ…

ଅମିତାଭ ବଚ୍ଚନ କହିଲେ ଚୀନ୍‌ରୁ ଆସିଛି ଚମକାଇ ଦେଲା ଭଳି ତଥ୍ୟ, ଏମିତି ବି ସଂକ୍ରମିତ ହୋଇପାରେ କରୋନା; ସ୍ୱାସ୍ଥ୍ୟ…

କରୋନା ସଂକ୍ରମଣ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି । ଏଥିରୁ ମୁକୁଳିବା ପାଇଁ ପ୍ରତ୍ୟେକ ଦେଶ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ଆମେ ମାସ୍କ ବ୍ୟବହାର ସହ କ୍ୱାରେଣ୍ଟାଇନ୍‌ରେ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିବା ବୋଲି ଆଶା କରୁଥିଲେ । ମାତ୍ର ଏବେ ପ୍ରତ୍ୟେକ…

ପାକିସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଲା, ୭ ମୃତ୍ୟୁ ପରେ ଘରୋଇ ବିମାନ ଯାତ୍ରା ବନ୍ଦ

ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ଥାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ପାକିସ୍ଥାନରେ ମୃତ୍ୟୁ ସଂଖ୍ୟା ୭ ହେବା ପରେ ପାକିସ୍ଥାନ ସରକାରଙ୍କ ନିଦ ଭାଙ୍ଗିଛି । ଏବେ ଘରୋଇ ବିମାନ ଯାତ୍ରା ଉପରେ ପାକ୍‌ ସରକାର ପ୍ରତିବନ୍ଧକ…