Below header

କରୋନା ଭାଇରସ୍‌ ଶରୀରରେ ସଂକ୍ରମିତ ହେବା ଆଗରୁ ରୋକିବ ‘ପେପ୍ଟାଇଡ୍‌’, ପଶୁଙ୍କ ଉପରେ ପ୍ରୟୋଗ କରିବାକୁ ପଠାଗଲା…

କରୋନା ଭାଇରସ୍‌ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ସମଗ୍ର ବିଶ୍ୱରେ କରୋନାରେ ପ୍ରାୟ ୭ ଲକ୍ଷ ଲୋକ ଆକ୍ରନ୍ତ ହୋଇଥିବା ବେଳେ ୩୧ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି । ପୁରା ବିଶ୍ୱ ଏବେ କରୋନା ଭାଇରସ୍‌ କବଳରୁ ମୁକୁଳିବା ପାଇଁ ମେଡିସିନ୍‌ ଖୋଜିବାରେ ବ୍ୟସ୍ତ । ଆମେରିକା…

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର କରୋନାକୁ ଦୃଷ୍ଟରେ ରଖି ଜେଲ୍‌ରେ ବନ୍ଦି ଥିବା ୧୧ ହଜାର କଏଦୀଙ୍କୁ ପାରଲରେ ଛଡ଼ାଯିବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଗୁରୁବାର ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖ ସରକାରୀ…

କରୋନା କ୍ଷତିପୁରଣ ପାଇଁ ଚୀନ୍‌ ବିରୋଧରେ ୭ ଲକ୍ଷ ୪୮ ହଜାର କୋଟି ଟଙ୍କାର କେସ୍‌ ଫାଇଲ୍‌ କଲେ ଆମେରିକୀୟ ଓକିଲ

ସାରା ବିଶ୍ୱରେ କରୋନା ରୋଗର ସଂକ୍ରମଣ ଓ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସାଡେ ତିନି ଲକ୍ଷ ଲୋକଙ୍କ ଆର୍ଥିକ ଭରଣା ପାଇଁ ଆମେରିକାର ଜଣେ ଓକିଲ ଚୀନ ବିରୋଧରେ ୨୦ ଟ୍ରିଲିୟନ୍‌ ୟୁଏସ୍‌ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୪୮,୦୦୦ କୋଟି ଟଙ୍କାର କ୍ଷତି ପୁରଣ ଦାବି କରିଛନ୍ତି । ଆମେରିକାର…

କରୋନା ଭାଇରସ୍‌ର ମୁକାବିଲା ପାଇଁ ଟାଟା ଟ୍ରଷ୍ଟ ଦେଲେ ୫୦୦ କୋଟିର ସହାୟତା

କରୋନା ଭାଇରସକୁ ମୁକାବିଲା ପାଇଁ ସାରା ଦେଶ ଏବେ ଏକ ହୋଇଯାଇଛି । ଏହି ବିପଦରୁ ମୁକୁଳିବା ପାଇଁ ନେତା ଠାରୁ ଅଭିନେତା, ସାଧାରଣ ଜନତା କିମ୍ବା ଶିଳ୍ପପତି ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଅବସରରେ ଟାଟା ଟ୍ରଷ୍ଟ  କରୋନା ଭାଇରସ୍‌ର ମୁକାବିଲା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି…

ଉତ୍ତରପ୍ରଦେଶରେ ଅଟକି ଯାଇଥିବା ବଭିନ୍ନ ରାଜ୍ୟର ଶ୍ରମିକମାନଙ୍କ ପାଇଁ ୟୁପି ସରକାର ବ୍ୟବସ୍ଥା କଲେ ୧୦୦୦ ବସ୍‌

କରୋନା ପାଇଁ ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ପାଇଁ ଦେଶର ସମସ୍ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ଦେଶର ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଅଟକି ଯାଇଛନ୍ତି । ଯଦିଓ ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ସେହି ଶ୍ରମିକମାନଙ୍କ…

ସନ୍ଧ୍ୟାରେ ସବୁ ସରକାରୀ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ରିଷି କପୁର, ଜାଣନ୍ତୁ କାହିଁକି…

କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବଲିଉଡ୍‌ ଅଭିନେତା ରିଷି କପୁର ସୋସିଆଲ୍‌ ମିଡିଆରେ ସକ୍ରିୟ ହୋଇପଡ଼ିଛନ୍ତି । କରୋନା ପାଇଁ ‘ଜରୁରୀକାଳିନ ’ ଘୋଷଣା କରିବାକୁ ନିକଟରେ ଟ୍ଵିଟରରେ ତାଙ୍କର ମତ ଦେଇଥିଲେ । ସନ୍ଧ୍ୟାରେ ଦେଶରେ ସମସ୍ତ…

କରୋନା ପାଇଁ ନିଟ୍‌ ୟୁଜି ୨୦୨୦ ଓ ନିଟ୍‌ ପିଜି ୨୦୨୦ କାଉନସେଲିଂ ସ୍ଥଗିତ

କରୋନା ସଂକ୍ରମଣ ଓ ଲକ୍‌ଡାଉନ ଅବସ୍ଥାକୁ ଦୃଷ୍ଟିରେ ରଖି ନେସ୍‌ନାଲ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଗୁଏଟ୍‌ (ନିଟ୍‌ ୟୁଜି) ୨୦୨୦ କୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଗାମୀ ମଇ ମାସ ୩ ତାରିଖରେ ହେବାକୁ ସମୟ ନିର୍ଘଣ୍ଟ କରାଯାଇଥିଲା । ତେବେ କରୋନା ପାଇଁ ଏହାକୁ…

କରୋନା ପାଇଁ ସବୁଠି ଲକ୍‌ଡାଉନ୍‌, ହେଲେ ଏଠି ଦେଖନ୍ତୁ ଗ୍ୟାସ ପାଇଁ ଲୋକଙ୍କ କିଭଳି ଭିଡ଼ ଆଣିପାରେ ଭୁବନେଶ୍ୱର ପାଇଁ ବଡ଼…

ଭୁବନେଶ୍ୱର(କେନ୍ୟୁଜ୍‌): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏ ସଭିଏଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । କୈାଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇଁ ମଧ୍ୟ କୁହାଯାଇଛି । ଘର ନିକଟରେ…

ଦେଖନ୍ତୁ, ଲକ୍‌ଡାଉନ ପରେ କେରଳର ଏକ ଶୂନ୍‌ଶାନ୍‌ ରାସ୍ତାରେ କିଏ କ୍ରସ କରୁଛି ଜେବ୍ରା କ୍ରସିଂ

କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ସବୁଠି ରାସ୍ତା ଘାଟ ଶୂନ୍‌ଶାନ୍‌ । କେଉଁଠି କେବଳ ପୋଲିସମାନେ କାଁ ଭାଁ ରହି ଲକ୍‌ଡାଉନ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଶୂନଶାନ୍‌ ଅଞ୍ଚଳର ସୁଯୋଗ ଦେଖି ଏକ ହେଟା ବାଘ ଚାଲି ଆସିଛି ସହର ମଝିକୁ । କେରଳର କୋଜିକୋଡ୍‌ରେ…

ଦେଶରେ କରୋନା ଭାଇରସ ମୃତକ ସଂଖ୍ୟା ୧୮କୁ ବୃଦ୍ଧି, ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୦ ମାସର ଶିଶୁ ମୋଟ ସଂଖ୍ୟା ୭୨୪

ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ କେରଳର ଜଣେ ୧୦ ମାସର ଶିଶୁ କରୋନା ପଜେଟିଭ ହେବା ଖବର ସମସ୍ତଙ୍କୁ ଚକିତ କରିଛି । ଶିଶୁ କିମ୍ବା ତା’ର ପରିବାର ବିଦେଶ ଯାଇନଥିଲେ । ଉକ୍ତ ପରିବାର କେରଳର ନିଜ ବନ୍ଧୁଙ୍କ ଘରକୁ ଯାଇଥିଲେ । ଶିଶୁ ଏବେ କେରଳର ଏକ…

ଅଷ୍ଟ୍ରେଲିଆର ମୃତ୍ୟୁ ଦୂତ, ଦୁଇଟି ମସ୍‌ଜିଦ୍‌ରେ ପଶି ବନ୍ଧୁକ ମୁନରେ କରିଥିଲା ୫୦ ଲୋକଙ୍କୁ ହତ୍ୟା

ସେଦିନ ଥିଲା ୧୫ ମାର୍ଚ୍ଚ ୨୦୧୯ ମସିହା । ନ୍ୟୁଜ୍‌ଲାଣ୍ଡର ଦୁଇଟି ମସ୍‌ଜିଦରେ ଚାଲିଲା ଆଖିବୁଜା ଗୁଳି । ସଙ୍ଗେ ସଙ୍ଗେ ଟଳିପଡିଲେ ୫୧ ଲୋକ । ଏଥିରେ ମଧ୍ୟ ମୃତ୍ୟୁ ବରଣ କରିଥିଲେ ୮ ଭାରତୀୟ । ଗୁଳି କରିଥିବା ଏହି ଆତଙ୍କବାଦୀ ହେଲେ ଅଷ୍ଟ୍ରେଲିଆର ୨୮ ବର୍ଷ ଯୁବକ ବେଣ୍ଟନ୍‌ ହେରିସନ୍‌ ଟରେଣ୍ଟ…

କ୍ରୋଧର ଅନ୍ତିମ ପରିଣତି, ଲକ୍‌ଡାଉନ୍‌ ବେଳେ ବାହାରକୁ ଗଲେ ବୋଲି ଭାଇକୁ ମାରିଦେଲା ଭାଇ

ଲକ୍‌ଡାଉନ୍‌ବେଳେ ବାହାରକୁ ଗଲେ ବୋଲି ଭାଇକୁ ଭାଇ ମାରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାଟି ଘଟିଛି ମହାରାଷ୍ଟ୍ରର କାଣ୍ଡିଭାଲି ଅଞ୍ଚଳରେ । ଅଭିଯୁକ୍ତ ରାଜଲକ୍ଷ୍ମୀ ଠାକୁର ଭାଇ ଦୁର୍ଗେଶଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଯିବାକୁ ମନା କରିଥିଲେ । ମାତ୍ର ଦୁର୍ଗେଶ ତାଙ୍କ କଥା…