ଭାରତର ସୀମାନ୍ତ ଗାଁଗୁଡ଼ିକରେ ନେପାଳ ଏଫ୍‌ଏମ୍‌ ରେଡିଓରୁ ଶୁଭୁଛି ଭାରତ ବିରୋଧୀ ସଙ୍ଗୀତ

ସୀମା ବିବାଦକୁ ନେଇ ଭାରତ-ନେପାଳ ସୀମାରେ କିଛି ଦିନ ଧରି ଉତ୍ତେଜନା ଦେଖାଦେଇଛି । ସୀମାନ୍ତ ଉତ୍ତରାଖଣ୍ଡର ପିଥୋରାଗଡ଼ ଗାଁ ନିକଟରେ ଥିବା କେତକ ନେପାଳୀ ଏଫ୍‌ଏମ୍‌ ରେଡ଼ିଓ ଷ୍ଟେସନ ଭାରତ ବିରୋଧୀ ଗୀତ ବଜାଉଥିବା ଜଣାଯାଇଛି । ଏଥି ସହ ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ଅଞ୍ଚଳର ପାଣିପାଗ…

ବିମାନ ୧ ଲିଟର ଇନ୍ଧନରେ କେତେ ମାଇଲେଜ୍‌ ଦେଇଥାଏ ଜାଣନ୍ତି କି ?

ବିମାନରେ ଯାତ୍ରା କରିବା ଏବେ ସାଧାରଣ କଥା ହୋଇଗଲାଣି । ସମସ୍ତେ ଆଜିକାଲି ଏହାର ଉପଯୋଗ କରୁଛନ୍ତି । ଅଳ୍ପ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏହାଠୁ ଭଲ ସାଧନ ଆଉ କିଛି ନଥାଇ ପାରେ । ସମୟ ଥିଲା କେବଳ ଧନୀକ ଶ୍ରେଣୀର ଲୋକେ ବିମାନ ଯାତ୍ର କରୁଥିଲେ । ହେଲେ ଆଜି ଏହା ସାଧାରଣ…

ଚୀନ୍‌କୁ ଚେତାବନୀ ଦେଲେ ବାୟୁସେନା ମୁଖ୍ୟ, ଏଲ୍‌ଏସି ରେ ସବୁ ହରକତ୍‌ର ଜବାବ ଦେବାକୁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ :  ଚୀନ୍‌ର ଯେ କୈାଣସି ହରକତ୍‌ର ଉଚିତ୍‌ ଜବାବ୍‌ ଦେବାକୁ ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌ କେ ଏସ୍‌ ଭଦୋରିୟା ଶନିବାର ପ୍ରକାଶ କରିଛନ୍ତି । ଆମେ ଉଚିତ ସ୍ଥାନରେ ଆମର ପୋଜିସନ ନେଇଛୁ । ଚୀନ୍‌ର ବାୟୁସେନା କ୍ଷମତା,…

ହଜିଗଲା ମାନବିକତା : ଚୋରି ଅଭିଯୋଗରେ ଯୁବକ ଙ୍କୁ ଗାଁ ଦାଣ୍ଡରେ ୩ ଘଣ୍ଟା ବାନ୍ଧିଲେ, ଦେଲେ ନର୍ଯ୍ୟାତନା

ଉମରକୋଟ(କେନ୍ୟୁଜ୍‌) : ହଜିଯାଇଛି ମାନବିକତା । ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପ୍ରାୟ ୩ ଘଣ୍ଟା କାଳ ବାନ୍ଧି ଅପଦସ୍ତ କଲେ । ନିର୍ଯାତନା ଦେବା ସହ ପୋଲିସରେ ଜିମା ଦେଲେ । ସାଧାରଣ ଚୋରି ପାଇଁ ସମସ୍ତ ମାନବୀୟ ଅଧିକାରକୁ ଉଂଲଘନ କଲେ । ଏମିତି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ…

ଇନ୍‌ଷ୍ଟାଗ୍ରାମରେ ଭିଡିଓ ଛାଡ଼ିଲେ ରାଖି ସାଓ୍ଵନ୍ତ : କହିଲେ ସୁଶାନ୍ତ ସିଂହ ମୋ କୋଳରେ ନେବେ ପୁନର୍ଜନ୍ମ, ମୋତେ…

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁର ୭ ଦିନ ପରେ ବଲିଉଡ଼୍‍ ଡ୍ୟାନ୍ସର ରାଖି ସାଓ୍ଵନ୍ତ ଏକ ଅଦ୍ଭୁତ କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ରାଖି ଦାବି କରିଛନ୍ତି ଯେ ସୁଶାନ୍ତ ତାଙ୍କ ସ୍ୱପ୍ନରେ ଆସିଥିଲେ । ଖୁବ୍‌ ଶୀଘ୍ର ତାଙ୍କ କୋଳରେ ପୁନର୍ଜନ୍ମ ନେବେ ବୋଲି…

ପିତାଙ୍କ ଗୁପ୍ତାଙ୍ଗକୁ ଛୁରିରେ କାଟି ହତ୍ୟା କଲେ ଝିଅ, ୧୯ ବର୍ଷ ଧରି କରୁଥିଲେ ଶାରିରୀକ ଉତ୍ପୀଡ଼ନ

ବ୍ୟାଙ୍କ୍‌ଙ୍ଗ୍‌ : ରକ୍ଷକ ଯଦି ଭକ୍ଷକ ହୁଏ ତେବେ ଦୋଷ ଦେବା କାହାକୁ । ଜଣେ ପିତା ଯେଉଁ ବୟସରେ ନିଜ ଝିଅର ରକ୍ଷାକର୍ତ୍ତା ସାଜିବା କଥା ସେହି ବୟସରେ ତା’ ଉପରେ ଆରମ୍ଭ କରିଥିଲା ଶାରିରୀକ ଉତ୍ପୀଡ଼ନ । ମାତ୍ର ୧୦ ବର୍ଷ ବୟସରୁ ଝିଅ ଉପରେ ପକାଇ ଥିଲା ଲୋଲୁପ ଦୃଷ୍ଟି । ୧୦ ବର୍ଷରୁ ଝିଅର…

କୁମ୍ଭୀର ଛୁଆ କଲା ଏମିତି ଆକ୍ରମଣ ତ ପକ୍ଷୀ କଲା ପ୍ରତିଆକ୍ରମଣ, ଦେଖନ୍ତୁ ଏହି ମଜାଦାର ଭାଇରାଲ୍‌ ଭିଡିଓ

କୁମ୍ଭୀର ଛୁଆ ଓ କାଠ ହଣା ପକ୍ଷୀ ମଧ୍ୟରେ ଚାଲିଛି ଏମିତି ଘମାଘୋଟ ଲଢ଼େଇ । ଦେଖିଲେ ଯେ କେହି ବି ଘଡିଏ ଚକିତ ହୋଇଯିବେ । ଭିଡ଼ିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଛି । ଭିଡିଓରେ ଦେଖାଯାଇଛି ଯେ କୁମ୍ଭୀର ଛୁଆଗୁଡିକ ଗୋଟିଏ ପକ୍ଷୀକୁ ଆକ୍ରମଣ କରିବାକୁ ଆସୁଥିବା ବେଳେ ପକ୍ଷୀଟି ମଧ୍ୟ…

ବଙ୍ଗଳାଦେଶ ପୂର୍ବ କ୍ୟାପ୍‌ଟେନ୍‌ ମଶରଫେ ମୁର୍ତଜା ହେଲେ କରୋନା ପଜେଟିଭ୍‌

୨୦୧୯ ବିଶ୍ୱକପ୍‌ ସମୟରେ ବଙ୍ଗଳାଦେଶ ଦଳର କ୍ୟାପ୍‌ଟେନ୍‌ ଥିବା ମଶରଫେ ମୁର୍ତଜାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ମୁର୍ତଜାଙ୍କ ସାନ ଭାଇ ଏହା ଘୋଷଣା କରିଛନ୍ତି । ମୁର୍ତଜା ଏବେ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । କିଛି ଦିନ ଧରି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା…

ଦୁନିଆର ପ୍ରଥମ ଯାତ୍ରୀ ବିମାନ : ଜାଣନ୍ତୁ କେବେ ଭରିଥିଲା ଉଡ଼ାଣ, କିଏ କିଣିଥିଲେ ପ୍ରଥମ ଟିକେଟ

ବର୍ତ୍ତମାନ ସମୟରେ ବିମାନ ଯାତ୍ରା ଏକ ସାଧାରଣ କଥା । ହେଲେ ସମୟ ଥିଲା ବିମାନ ଯାତ୍ରା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ଥିଲା । କେହି କେବେ ଭାବି ନଥିଲେ ଯେ ଏକ ସମୟ ଆସିବ ଲୋକେ ହାଓ୍ଵାରେ ଉଡ଼ି ପାରିବେ । ଆପଣ ଜାଣନ୍ତି କି ଦୁନିଆର ପ୍ରଥମ ଯାତ୍ରୀ ବିମାନ କେବେ ଉଡାଣ ଭରିଥିଲା ? ଏଥିରେ କେତେ…

କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା, ତିନି ସଦସ୍ୟଙ୍କ ସହ ୪ଜଣ ପଜେଟିଭ

କୋଲକାତା : କରୋନା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୋଲକାତାରେ କରୋନା ସଂକ୍ରମଣ ମାତ୍ରାଧିକ କ୍ଷତି ପହଞ୍ଚାଇଛି । କୋଲ୍‌କାତାରେ ରହୁଥିବା କ୍ରିକେଟର ଗାଙ୍ଗୁଲିଙ୍କ ପରିବାର ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି । ପୂର୍ବତନ କ୍ରିକେଟ ଖେଳାଳୀ ସୈାରଭ ଗାଙ୍ଗୁଲିଙ୍କ ପରିବାରରେ ୩…

ଚୀନ୍‌-ଭାରତ ସୀମା ବିବାଦ ନେଇ ଶେଷ ହେଲା ସର୍ବଦଳୀୟ ବୈଠକ, ସବୁ ଦଳ କହିଲେ ଆମେ ସରକାର ସହ ଅଛୁ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମାର ପୂର୍ବ ଲାଦାଖ ଗାଲଓ୍ଵାନ୍‌ କ୍ଷେତ୍ରରେ ଦୁଇ ଦେଶ ସେନାଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏଥିରେ ୨୦ ଦଳର ନେତାମାନେ ଯୋଗ ଦେବା ସହ ନିଜର ମତ ରଖିଥିଲେ । ପ୍ରଧାନମନ୍ତ୍ରୀ ଗାଲଓ୍ଵାନ ସଂଘର୍ଷର ସୂଚନା…

କୋଭିଡ୍‌-୧୯ : ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ତାରେ ଅବନତୀ, ଆଇସିୟୁକୁ ହେଲେ ସ୍ଥାନାନ୍ତର

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧି ସୁପର ସ୍ପେସିଆଲ୍‌ଟି ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶନିବାର ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ବୃଦ୍ଧି ପାଇବାରୁ ତାଙ୍କୁ ସାକେତ ଠାରେ ଥିବା ସୁପର…