ଏହ୍ଲାବାଦ ହାଇକୋର୍ଟ ଓକିଲଙ୍କ ଦାବି – ଗଙ୍ଗା ଜଳରେ ପଳାଇବ କରୋନା ଭାଇରସ, ଆଇସିଏମ୍‌ଆର ଜାରି ରଖିଛି ପରୀକ୍ଷା

ପ୍ରୟାଗରାଜ : ଗଙ୍ଗା ଜଳରେ ଏମିତି ଶକ୍ତି ଅଛି ଯାହା କରୋନା ଭାଇରସ୍‌କ୍‌ୁ ନଷ୍ଟ କରିଦେଇ ପାରେ । ଏପରି ଦାବି କରିଛନ୍ତି ଏହ୍ଲାବାଦ ହାଇକୋର୍ଟର ଜଣେ ଓକିଲ । ତେଣୁ ଏହା ଉପରେ ଗବେଷଣା କରିବାକୁ ସେ ଦାବି କରିଛନ୍ତି । ଯଦି ସରକାର ଏହା ଉପରେ ଗବେଷଣା ନ କରନ୍ତି ତେବେ ସେ ହାଇକୋର୍ଟ କୁ ଯିବେ…

ଘରୁ ଲୁଚି ପଳାଇଥିଲେ ପ୍ରେମୀ ଯୁଗଳ, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ହେଲା ବିବାହ

ଭୁବନେଶ୍ୱର(କେନ୍ୟୁଜ୍‌) :  ପ୍ରେମ ମାନେ ନାହିଁ ବାଧା ବନ୍ଧନ । ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ । ଏମିତି ଏକ ପ୍ରେମୀ ଯୁଗଳ ହେଲେ ପୁରୀ ଜିଲ୍ଲାର ସୈାରଭ(୧୯) ଓ ପିଙ୍କି । ସୈାରଭ ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କାରଖାନାରେ କାମ କରୁଥିଲେ । କିଛି ମାସ ତଳେ ଗାଁକୁ ଆସିଥିଲେ…

ଭାଗ୍ୟଶ୍ରୀଙ୍କୁ ଲିପ୍‌ କିସ୍‌ କରିବାକୁ ପ୍ରବର୍ତ୍ତାଉଥିଲେ ଫଟୋଗ୍ରାଫର, ସଲ୍‌ମାନ କହିଲେ ଏମିତି କଥା ଶୁଣି ଅବାକ୍‌…

ମୁମ୍ବାଇ : ‘ମୈନେ ପ୍ୟାର କିୟା’ ଫିଲ୍ମ ଅଭିନେତ୍ରୀ ଭାଗ୍ୟଶ୍ରୀ ଓ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ କେରିଅରର ସବୁଠୁ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ହେଲେ ଏହି ଫିଲ୍ମରେ ସଲ୍‌ମାନ୍‌ ଓ ଭାଗ୍ୟଶ୍ରୀ ଶେଷ ଥର ପାଇଁ ଏକ ସଙ୍ଗରେ ଦେଖାଯାଇଥିଲେ ।…

ଇଣ୍ଡିଗୋର ୪ ଟି ବିମାନରୁ ବାହାରିଲେ ୧୨ ଜଣ କରୋନା ପଜେଟିଭ୍‌

ନୂଆଦିଲ୍ଲୀ : ଇଣ୍ଡିଗୋର ୪ଟି ଅଲଗା ଅଲଗା ବିମାନରୁ ୧୨ ଜଣ କରୋନା ପଜେଟିଭ୍‌ ଯାତ୍ରୀ ମିଳିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍‌ ଗୁରୁବାର ଏହି କଥା ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିଲ୍ଲୀ ରୁ ଜମ୍ମୁ ଯାଇଥିବା ବିମାନରେ ୩ ଜଣ କରୋନା ପଜେଟିଭ୍‌ ରୋଗୀ ମିଳିଥିବା ବେଳେ ବୁଧବାର ଦିଲ୍ଲୀ ରୁ…

ଚୀନ୍‌ ଉପରେ ଆମେରିକାର ଚଉତରଫା ଆକ୍ରମଣ ଯୋଜନା, ଏବେ ବରବାଦ ହୋଇଯିବ ଡ୍ରାଗନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ସବକ୍‌ ଶିଖାଇବା ପାଇଁ ଆମେରିକା ଚାରି ଦିଗରୁ ଘେରିବା ଆରମ୍ଭ କରିଦେଇଛି । ଚୀନ୍‌ ଉପରେ କରୋନା ଭାଇରସ୍‌ ସଂକ୍ରମଣର ବଦ୍‌ଲା ନେବା ପାଇଁ ଆମେରିକା କିଛି ବି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି । ଗୋଟିଏ ପକ୍ଷରେ ଚୀନ୍‌ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧ ଲଗାଇଥିବା…

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ଵାନ, କହିଲେ ୩୦ ତାରିଖ ସନ୍ଧ୍ୟାରେ ସଭିଏଁ ଗାଇବା…

ଭୁବନେଶ୍ୱର(କେନ୍ୟୁଜ୍‌) : କୋଭିଡ଼ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିର ଦିନରେ କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । କୋଭିଡ଼ରେ ଓଡ଼ିଶାରେ ମୃତ୍ୟୁ ହାର ସାରା ଦୁନଆରେ ସବୁଠୁ କମ୍‌ । ପୀଡ଼ିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ତଲାକ ପାଇଥିବା ମହିଳାଙ୍କ ଉପରେ ଆସିଥିଲା ଏହି ୫ କ୍ରିକେଟରଙ୍କ ଦିଲ୍‌ , ଦୁନିଆକୁ ଖାତିର ନକରି କଲେ ବିବାହ

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଏମିତି ବି ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଦିଲ୍‌ ପ୍ରଥମରୁ ହିଁ ବିବାହିତ ମହିଳାଙ୍କ ପାଇଁ ଫିଦା ହୋଇଛି । ଏହି ବିବାହିତ ମହିଳାଙ୍କ ମଧ୍ୟରୁ କେତେକଙ୍କ ତଲାକ ହୋଇଥିବା ବେଳେ ଆଉ କେତେକ ଏବେ ବି ବିବାହ ବନ୍ଧନରେ ଅଛନ୍ତି । ତେବେ ଯେତେବେଳେ ଏମାନଙ୍କୁ ପ୍ରେମ ହେଲା…

ଚୀନ୍‌ ଦୁନିଆକୁ ଦେଖାଇଲା ନାଲି ଆଖି, କହିଲା ‘କରୋନା ଭାଇରସ୍‌ ତ କେବଳ ଟ୍ରେଲର, ଅସଲ ଫିଲ୍ମ ଏବେ ବାକି ଅଛି’

ବେଇଜିଂ : ଚୀନ୍‌ର ଓ୍ଵହାନ୍‌ ସହରରୁ ବାହାରି ଥିବା କରୋନା ଭାଇରସ୍‌ ସାରା ଦୁନିଆରେ ୫୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ସାଢ଼େ ୩ ଲକ୍ଷ ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଚୀନ ପାଇଁ ସାରା ଦୁନିଆ ଏବେ ଦୁଃଖ ଭୋଗୁଥିବା ବେଳେ ଚୀନ୍‌ ଏଥିରେ ସାମାନ୍ୟ ନରମ ଭାବ ପ୍ରଦର୍ଶନ…

ଚୀନ୍‌ର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେଲା ଭାରତୀୟ ଏପ୍‌ ‘ମିତ୍ରୋ’, ଏକ ମାସରେ ହେଲା ଏମିତି ଡାଉନ୍‌ଲୋଡ଼୍‍

ନୂଆଦିଲ୍ଲୀ : ଭାରତୀୟ ସର୍ଟ ଭିଡିଓ ଶେୟାରିଂ ଏପ୍‌ ‘ମିତ୍ରୋ’ ଏବେ ଚୀନ୍‌ ର ଟିକ୍‌ଟକ୍‌ ସହ କଡ଼ା ମୁକାବିଲା କରିଛି । ଗୋଟିଏ ମାସ ମଧ୍ୟରେ ମିତ୍ରୋ ପ୍ରାୟ ୫୦ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍‌ ହୋଇସାରିଲାଣି । ମିତ୍ରୋ ରିଲିଜ୍‌ ହେବାର ଏକ ମାସ ମଧ୍ୟରେ ପ୍ଲେ ଷ୍ଟୋରରେ ସବୁଠୁ ଅଧିକ…

ଜଣାପଡ଼ିଲା କରାଚି ବିମାନ ଦୁର୍ଘଟଣାର କାରଣ , ଜାଣନ୍ତୁ କ’ଣ ପାଇଁ ହୋଇଥିଲା ଦୁର୍ଘଟଣା

କରାଚି : କିଛି ଦିନ ତଳେ କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଦୁର୍ଘଟଣା ହେବାର କାରଣ ଏବେ ଜଣାପଡ଼ିଛି । ଦୁର୍ଘଟଣା ପାଇଁ ବିମାନର ପାଇଲଟ୍‌ଙ୍କ ଉପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାଞ୍ଚ ରିପୋର୍ଟ ଅନୁଯାୟୀ ବିମାନ ଅବତରଣ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌କୁ ଡବ୍ଲ୍ୟୁଏଚ୍‌ଓ କଲେ ସ୍ଥଗିତ, କହିଲେ ଏବେ କୋଭିଡ଼୍‍ ପାଇଁ…

ଜେନେଭା : କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଯାଏ କୈାଣସି ନିର୍ଦ୍ଦିଷ୍ଟ ମେଡ଼ିସିନ୍‌ ବାହାରି ନାହିଁ । ଅଧିକାଂଶ ଦେଶ ଏବେ ଭାରତର ମ୍ୟାଲେରିଆ ମେଡ଼ିସିନ୍‌ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଓ କ୍ଲୋରୋକୁଇନ୍‌କୁ ବ୍ୟବହାର କରି କିଛି ମାତ୍ରାରେ କରୋନା ଭାଇରସକୁ ରୋକିବାରେ ସଫଳ…

୮୦ ବର୍ଷ ଧରି ଅନ୍ନ ଜଳ ଛୁଇଁ ନଥିବା ପ୍ରହଲ୍ଳାଦ ଜାନୀ‘ମାତା ଜୀ’ଙ୍କ ଦେହାନ୍ତ, ଜାଣନ୍ତୁ ଏହାର ରହସ୍ୟ

ଗୁଜୁରାଟ : ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ମନୁଷ୍ୟଙ୍କ ଚିନ୍ତା ଶକ୍ତି ବାହାରେ ଥାଏ । ବୈଜ୍ଞାନିକମାନେ ବି ବେଳେ ବେଳେ ତା’ର ମର୍ମ ଭେଦ କରି ପାରି ନଥାନ୍ତି । ଏମିତି ଏକ ଘଟଣା ଘଟିଛି ଗୁଜୁରାଟର ମେହସାଣାରେ । ନିକଟରେ ମେହଷଣାରେ ଜଣେ ବାବାଙ୍କର ଦେହାନ୍ତ ଘଟିଛି ଯେ କି ଦୀର୍ଘ ୮୦…