Below header

ଗୃହପାଳିତ ପଶୁଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏନାହିଁ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଘରେ ପାଳନ କରାଯାଉଥିବା ପଶୁ-ପକ୍ଷୀଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି । ଗୃହପାଳିତ ପଶୁଙ୍କ ଠାରୁ ଏପର୍ଯ୍ୟନ୍ତ କାହାକୁ କରୋନା ଭାଇରସ ସଂକ୍ରମଣ ହେବାର ପ୍ରମାଣ ମିଳିନାହିଁ । ତେବେ ମଣିଷ ଠାରୁ ପଶୁଙ୍କୁ କରୋନା ଭାଇରସ…

କରୋନା ସହାୟତା ପାଇଁ ରାଜ୍ୟପାଳଙ୍କ ସଚିବାଳୟ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦେଲେ ଗୋଟିଏ ଦିନର…

ଭୁବନେଶ୍ୱର(କେନ୍ୟୁଜ୍‌): କରୋନା ସାରା ଦେଶରେ ମହାମାରୀ ରୂପେ ଠିଆହୋଇଛି । ଏଥିପାଇଁ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ ବର୍ଗରୁ ସହଯୋଗର ହାତ…

ଜୟାଙ୍କୁ ଡେଟିଂ କରୁଥିଲେ ଅମିତାଭ ବଚ୍ଚନ, ସାଙ୍ଗରେ ବୁଲେଇ ନେବାକୁ ଚାହୁଁଥିଲେ କିନ୍ତୁ ପିତାଙ୍କ ଜିଦ୍‌ ସବୁ ବିଗାଡ଼ି…

‘ସବୁ ପିଲାଙ୍କ ପାଇଁ ମା’ ହେଉଛି ଏକ ଅମୃତ ଶବ୍ଦ, ମୋ ପାଇଁ ବି । ହାପି ବାର୍ଥ ଡେ ମା’ । ଆପଣ ଦିଲ୍ଲୀରେ ଲକ୍‌ଡାଉନ୍‌ ପାଇଁ ଫସି ଯାଇଛନ୍ତି, ଆମେ ମୁମ୍ବାଇରେ । ହମ୍‌ ଆପ୍‌କୋ ହର୍‌ ପଲ୍‌ ୟାଦ୍‌ କର୍‌ ରହେ ହେଁ, ଆଇ ଲଭ୍‌ ୟୁ ।’ ଆଜି ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନଙ୍କ ୭୨ ତମ ଜନ୍ମ ଦିନ…

ଘରେ ରହିବା ପାଇଁ ଲାଲୁ ଟ୍ଵିଟ୍‌ କଲା ପରେ ରାଗିଲେ ଲୋକେ, କହିଲେ ଆପଣ କରୋନା ଠାରୁ ବି ଅଧିକ ଭୟଙ୍କର

କରୋନା ଭାଇରସ୍‌ର ଭୟାବହତାକୁ ଦେଖି ସାରା ଦେଶ ଏବେ ଲକ୍‌ଡାଉନ୍‌ରେ । ଲୋକଙ୍କୁ ଘରେ ରହିବା ପାଇଁ ସରକାରଙ୍କ ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ସେଲିବ୍ରେଟି ଅନୁରୋଧ କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ…

କରୋନା ପାଇଁ ବିଶ୍ୱର ଆର୍ଥିକ ଅବସ୍ଥାରେ ହେବ ୫ ଟ୍ରିଲିୟନ୍‌ ଡଲାର କ୍ଷତି, ଏହାର ଭରଣା ପାଇଁ ଲାଗିଯିବ ୨ ବର୍ଷ

କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱ ଆର୍ଥିକ ଅବସ୍ଥାରେ ୫ ଟ୍ରିଲିୟନ (୫ ଲକ୍ଷ କୋଟି) ଡଲାର କ୍ଷତି ହେବାର ଆଶଙ୍କା ଦେଖାଯାଇଛି । ଓ୍ଵର୍ଲ୍ଡ ଷ୍ଟ୍ରିଟ୍‌ ବ୍ୟାଙ୍କ୍‌ ରିପୋର୍ଟ ଅନୁଯାୟୀ ଏହି ସ୍ଥିତି ସୁଧାରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଯିବ । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ୧୯୩୦…

ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟେଷ୍ଟ କରିବା ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶ

ଦେଶରେ କରୋନା ଭାଇରସ ସଂକ୍ରମଣ ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସରକାରୀ ଓ ବେସରକାରୀ ଲ୍ୟାବ୍‌ରେ କରୋନା ଟେଷ୍ଟ ମାଗଣାରେ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀ ହୋଇଥିବାରୁ ସରକାର ଏହି ସବୁ ଟେଷ୍ଟ ମାଗଣାରେ କରିବାକୁ କହିଛନ୍ତି ସୁପ୍ରିମ କୋର୍ଟ ।…

ବଲିଉଡ୍‌ର ଫିଲ୍ମ ନିର୍ମାତା କରିମ୍‌ ମୋରାନି ଓ ତାଙ୍କ ଦୁଇ ଝିଅ କରୋନା ପଜେଟିଭ୍‌ ଜଣାପଡିବା ପରେ ଗଲେ ହସ୍‌ପିଟାଲରେ

ବଲିଉଡ୍‌ ଫିଲ୍ମ ନିର୍ମାତା କରିମ ମୋରାନି କରୋନା ପଜେଟିଭ୍‌ ଥିବା ବୁଧବାର ଜଣାପଡ଼ିଛନ୍ତି । ଏବେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଦିନ ପୂର୍ବରୁ ତାଙ୍କ ଦୁଇ ଝିଅ ଜୋଆ ଓ ସାଜା କରୋନା ପଜେଟିଭ୍‌ ଥିବା ଜଣାପଡ଼ିଥିଲା । ଦୁଇ ଝିଅଙ୍କୁ…

ହିମାଳୟରେ ମିଳୁଥିବା ଏହି ପୋକର କିଲୋ ପିଛା ମୂଲ୍ୟ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ସବୁଠୁ ମହଙ୍ଗା ପୋକ ମଣିଷ ପାଇଁ କେତେ…

ସାରା ଦୁନିଆରେ ପୋକଙ୍କର ଅଭାବ ନାହିଁ । ହେଲେ ଏପରି ପୋକର କି ମହତ୍ତ୍ୱ ରହିଛି ଯାହାର ଦାମ୍‌ ଚକିତ କଲା ଭଳି । ଗୋଟିଏ ପୋକ ପ୍ରାୟ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ । ଏହି ପୋକକୁ ଲୋକେ ଜଡ଼ିବୁଟି ଭାବେ ବ୍ୟବହାର କରନ୍ତି । ଏହି ପୋକ ଅଳ୍ପ ହଳଦୀଆ ରଙ୍ଗର ଓ ଏହାର ଲମ୍ବ ୨ ଇଞ୍ଚ । …

ଆୟ କରଦାତାଙ୍କୁ ବଡ଼ ମୁକ୍ତି ,ପାଞ୍ଚ ଲକ୍ଷ ଟଙ୍କା ଯାଏ ଆୟ କର ଫେରସ୍ତ ତତ୍କାଳ ଦେବେ ସରକାର,ଜାରି କଲେ ନୋଟିସ୍‌

ନୁଆଦିଲ୍ଲୀ: କୋଭିଡ-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଲୋକେ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ରିଫଣ୍ଡ୍‌ ତତ୍କାଳ କରିବାକୁ କେନ୍ଦ୍ର…

କରୋନାରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ଅବସ୍ଥାରେ ଅବନିତି ଘଟିବାରୁ ନିଆଗଲା ଆଇସିୟୁ

ବିଶ୍ୱ କରୋନା ଭାଇରସ୍‌ରେ ଆକ୍ରାନ୍ତ । ସେଲିବ୍ରେଟି ଠାରୁ ରାଜନେତା କାହାକୁ ଛାଡିନି କରୋନା । ନିକଟରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମାର୍ଚ୍ଚ ୨୭ ତାରିଖରେ ସେ କରୋନାରେ ଆକ୍ରାନ୍ତ ଥିବା କହିବା ସହ ନିଜକୁ ଆଇସୋଲେସନ୍‌ରେ ରଖିଥିଲେ…

ପ୍ରେମିକା ସହ ସ୍ୱାମୀ ଥିଲେ ଲକ୍‌ଡାଉନ୍‌ରେ, ଧରାପଡିଯିବାରୁ ଛାତରୁ ଠେଲି ମାରିଦେଲେ ପତ୍ନୀଙ୍କୁ

ଲକ୍‌ଡାଉନ୍‌ ବେଳେ ମଧ୍ୟପ୍ରଦେଶରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ପତ୍ନୀଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି ସ୍ୱାମୀ । ତାହା ପୁଣି ପ୍ରେମିକା ପାଇଁ। ଘଟଣାଟି ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରର ନ୍ୟୁ ରାନୀ ବାଗ୍‌ ଇଲାକାରେ । ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସ୍ୱାମୀ ଅନୁପ…

ହନିମୁନ୍‌ ପାଇଁ ଯାଇଥିଲେ କରୀସ୍ମା, ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ଅଭିନେତ୍ରୀଙ୍କ ସଉଦା କରିଥିଲେ ସ୍ୱାମୀ ସଂଜୟ…

କରୀସ୍ମା ହନିମୁନ୍‌ରେ ସ୍ୱାମୀଙ୍କ ସହ ଯାଇଥିବା ବେଳେ ସ୍ୱାମୀ ସଂଜୟ କପୁର ନିଜ ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ତାଙ୍କ ସଉଦା କରିଥିଲେ । ଏହା ରିଲ୍‌ ଜଗତର କଥା ନୁହେଁ ଏହା କରୀସ୍ମାଙ୍କ ରିୟଲ୍‌ ଲାଇଫ୍‌ର କଥା । ଏହା କରୀସ୍ମା ଖୋଦ୍‌ ପ୍ରକାଶ କରିଛନ୍ତି ତାଙ୍କର ଏକ ସାକ୍ଷାତକାରରେ ।…