Below header

ଇପିଏଫ୍‌ଓ କଲା ଘୋଷଣା: ଇପିଏଫ୍‌ରେ ଜନ୍ମ ତାରିଖ ତ୍ରୁଟି ଥିଲେ, ଆଧାର କାର୍ଡ ଜନ୍ମ ପ୍ରମାଣ ଭାବେ ଗ୍ରହଣ ହେବ

ଇପିଏଫ୍‌ରେ ଜନ୍ମ ତାରିଖ ତ୍ରୁଟି ଥିଲେ ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରିବାକୁ ଇପିଏଫ୍‌ଓ ଘୋଷଣା କରିଛି । ତେବେ ଏହି ଦୁଇଟି ତାରିଖରେ ଜନ୍ମ ପାର୍ଥକ୍ୟ ୩ ବର୍ଷରୁ ଅଧିକ ହୋଇ ନଥିବ ବୋଲି ସଂଶୋଧିତ ଆଦେଶାନାମାରେ କୁହାଯାଇଛି । କରୋନା ପରିସ୍ଥିତିକୁ ଦେଖି…

ଗବେଷକ କହିଲେ, କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ହେଲେ ଭାରତରେ ଦରକାର ୪୯ ଦିନର ଲକ୍‌ଡାଉନ୍‌

କରୋନା ଭାଇରସ୍‌କୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ଭାରତରେ ଆହୁରି ୪୯ ଦିନର ଲକ୍‌ଡାଉନ୍‌ ଦରକାର ବୋଲି ଗବେଷକମାନେ କହିଛନ୍ତି । କାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପ୍ରୟୋଗାତ୍ମକ ଗଣିତ ଓ ସିଦ୍ଧାନ୍ତମୂଳକ ପଦାର୍ଥ ବିଜ୍ଞାନ ବିଭାଗର ଗବେଶକ ଆର୍‌ ଅଧିକାରୀ ଓ ରାଜେଶ ସିଂହ ଏକ ଗବେଶଣାରୁ ଏହା…

ଯୁକ୍ତ ରାଜ୍ୟର ଆଶଙ୍କା, କରୋନା ଭାଇରସ ଚୀନ୍‌ର ଲାବୋରେଟୋରୀରୁ ସଂକ୍ରମଣ ହୋଇଥାଇପାରେ

କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଏହା କୈାଣସି ଜୀବର ଶରୀରରୁ ଉତ୍ପତ୍ତି ହେବା ନେଇ କୁହାଯାଉଥିବା ବେଳେ କେହି ଏହାକୁ ମାନବ କୃତ ବୋଲି କହୁଛନ୍ତି । ତେବେ କରୋନା ଭାଇରସ୍‌ ଚୀନର ଏକ ଲାବୋରେଟୋରୀରୁ ସଂକ୍ରମଣ ହୋଇଥିବା ଯୁକ୍ତ ରାଜ୍ୟ ଆଶଙ୍କା କରୁଥିବା ପ୍ରକାଶ…

କରୋନା ପଜେଟିଭ ଅନ୍ୟ ଉପରକୁ ଛେପ ପକାଇଲେ ରୁଜୁ ହେବ ୩୦୨ ଦଫାରେ ହତ୍ୟା ପରି ଅପରାଧୀକ ମାମଲା

କରୋନା ମାମଲା ଦିନକୁ ଦିନ ଦେଶରେ ବୃଦ୍ଧି ପାଇଥିବା ବେଳେ କିଛି କରୋନା ରୋଗୀଙ୍କ ବ୍ୟବହାର ଏବେ ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଶେଷକରି ଏହି ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ତବଲିଗ୍‌ରୁ ଆସିଥିବା ଲୋକେ । ଅଧିକାଂସ ସ୍ଥାନରେ କରୋନା ରୋଗୀ ଡାକ୍ତର ଓ ମେଡିକାଲ କର୍ମୀଙ୍କ ଉପରକୁ…

ଥାଇଲାଣ୍ଡ ରାଜାଙ୍କୁ କରୋନା ଆତଙ୍କ : ଦେଶ ଛାଡ଼ି ଜର୍ମାନୀ ହୋଟେଲରେ କରୁଛନ୍ତି ଏକାନ୍ତ ବାସ, ସାଙ୍ଗରେ ଅଛନ୍ତି ୨0ଜଣ…

କରୋନା ଭୟରେ ଜର୍ମନୀ ପଳାଇ ଗଲେ ଥାଇଲାଣ୍ଡ ରାଜା, ସାରା ଦେଶରେ ସମାଲୋଚନା କରୋନା ଭୟ ଏବେ ଘାରିଛି ସମସ୍ତଙ୍କୁ, ସେ ରାଜା ହୁଅନ୍ତୁ ବା ଫକୀର । ଏହି ଭୟ ଏବେ ସମସ୍ତଙ୍କୁ କରିଛି ଏକାନ୍ତବାସ (ଆଇସୋଲେସନ୍‌) । ଥାଇଲାଣ୍ଡ ମଧ୍ୟ ଏଥିରୁ ବାଦ ପଡ଼ିନି । ଦେଶ ଏବେ କରୋନା ଭାଇରସ୍ ଆତଙ୍କରେ…

କରୋନା ଉପରେ ବିଜୟ ପାଇବା ପାଇଁ ଚୀନ ଆଣିଲା ମେଡିସିନ୍ ‘ଏଡି୫-ଏନ୍‌କଭ’ ଆମେରିକା ସାରିଛି କ୍ଲନିକାଲ ଟ୍ରାଏଲ୍‌

କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୈାଣସି ଦେଶ ଏଯାଏ ମେଡିସିନ୍ ବାହାର କରିପାରି ନାହାଁନ୍ତି । ତେବେ ଚୀନ ଓ ଆମେରିକା କରୋନା ମେଡିସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଛନ୍ତି । ମାର୍ଚ୍ଚ ୧୭ ତାରିଖରେ ଆମେରିକା ମାନବ ଉପରେ ମେଡିସିନ୍‌ର ଟ୍ରାୟଲ୍ କରିଥିବା…

ଟଙ୍କାରେ ନାକ ପୋଛିବା ସହ ଛେପ୍‌ ମାରି ଟିକ୍‌ଟକ୍‌ ଭିଡିଓ ଛାଡ଼ିଲା ନାଶିକର ଲୋକ

ନାଶିକର ଜଣେ ଲୋକ ଟଙ୍କାରେ ଛେପ ମାରିବା ସହ ନାକ ପୋଛି ପୋଲିସ ହାତରେ ଗିରଫ ହୋଇଛି । ୪୦ ବର୍ଷିୟ ଏହି ବ୍ୟକ୍ତି ହେଲେ ମହାରାଷ୍ଟ୍ର ମେଲେଗାଁଓର । କରୋନା ଭାଇରସ୍‌ ମଣିଷର ଛେପ ଓ ଛିଙ୍କ ଦ୍ୱାରା ସଂକ୍ରମଣ ହେଉଥିବାରୁ ଏଥି ପ୍ରତି ସତର୍କ ରହିବାକୁ କୁହାଯାଇଛି । ହେଲେ ଉକ୍ତ ବ୍ୟକ୍ତି…

ମୁସଲିମ୍‌ ସ୍କଲାରଙ୍କ ଅଭିଯୋଗ, ପାକିସ୍ତାନରେ ପ୍ରଶିକ୍ଷିତ ୬୦୦୦ ତବଲିଗ୍‌ ଭାରତରେ କରୋନା ଭାଇରସ୍‌ ସଂକ୍ରମଣ କରୁଛନ୍ତି

ଦିଲ୍ଲୀ ଜମାତର ଲୋକଙ୍କ ପାଇଁ ଭାରତରେ ଏବେ କରୋନା ଭାଇରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସଂକ୍ରମଣ ପଛରେ ଏକ ଷଡ଼ଯନ୍ତ୍ର ରହିଥିବା ଜଣେ ମୁସଲିମ୍‌ ସ୍କଲାର ପ୍ରକାଶ କରିଛନ୍ତି । ଇମାମ ମହମ୍ମଦ ତୈାହିଦୀ ନାମକ ଏହି ସ୍କଲାର କହିଛନ୍ତି ଯେ ପାକିସ୍ତାନରୁ ପ୍ରଶିକ୍ଷିତ ହୋଇଥିବା…

ଲକ୍‌ଡାଉନ୍‌ ଭାଙ୍ଗିଲେ ସିଧା ଜେଲ୍‌ ଆଉ ଜରିମାନା, ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ସଚିବ ଦେଲେ ନିର୍ଦ୍ଦେଶ

ଲକ୍‌ଡାଉନ୍‌ ବେଳେ ବାହାରକୁ ନଆସିବା ପାଇଁ ଥିବା ନିର୍ଦ୍ଦେଶକୁ ମାନୁ ନାହାଁନ୍ତି କିଛି ଅମାନିଆ ଲୋକେ । ସାରା ଦେଶରେ ଏହି ସମସ୍ୟା ଏବେ ବଢ଼ିବାରେ ଲାଗିଛି । କେଉଁଠି ତ ଏମାନେ ପୋଲିସ ଉପରେ ବି ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରାକାର ଏବେ ଆହୁରି…

ମୁଜାଫର୍‌ନଗରରେ ପୋଲିସ ଉପରେ ଆକ୍ରମଣ କଲେ ଲକ୍‌ଡାଉନ୍‌ ନିୟମ ଭଙ୍ଗକାରୀ

ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ହେଲେ କିଛି ଅମାନିଆ ଏହି କ୍‌ଡାଉନ୍‌କୁ ମାନୁ ନାହାନ୍ତି । ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପୋଲିସ ଏମାନଙ୍କୁ ବାରଣ କଲେ, ଏହି ଲକ୍‌ଡାଉନ ଭଙ୍ଗକାରୀ…

ପିପିଏଫ୍‌ ଓ ଅନ୍ୟ ଛୋଟ ସଞ୍ଚୟ ଯୋଜନାର ସୁଧ କମାଇଲେ ସରକାର, ଜାଣନ୍ତୁ ଆପଣଙ୍କ ସଞ୍ଚୟ ଉପରେ ଏହାର ପ୍ରଭାବ

କରୋନା ଭାଇରସର ପ୍ରଭାବ କେବଳ ଭାରତର ଅସଂଖ୍ୟ ଜନଜୀବନ ଉପରେ ପଡିନାହିଁ ଏହା ସରକାର ଓ ବ୍ୟାଙ୍କ୍‌ ଉପରେ ମଧ୍ୟ ପ୍ରଭାବ ପକାଇଛି । ଫଳରେ ସରକାର ଓ ବ୍ୟାଙ୍କ୍‌ କେତେକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସରକାର କରୋନା ଭାଇରସ୍‌ର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ…

ଉତ୍ତରପ୍ରଦେଶରେ ପୁଣି ଜଣେ ଲୋକ କରୋନା ଭୟରେ କଲେ ଆତ୍ମହତ୍ୟା , ସୁଇସାଇଡ୍‌ ନୋଟ୍‌ରେ ଲେଖିଗଲେ କ’ଣ ଜାଣନ୍ତୁ

କରୋନା ଭୟରେ ଉତ୍ତର ପ୍ରଦେଶର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ଏକଥା ସେ ଲେଖିଯାଇଛନ୍ତି ତାଙ୍କର ସୁଇସାଇଡ୍‌ ନୋଟ୍‌ରେ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସାହାରନ୍‌ପୁରର ନାକୁର ଥାନା ଅଞ୍ଚଳରେ ଥିବା ତାଙ୍କ ଅଫିସରେ ଉକ୍ତ ସରକାରୀ କର୍ମଚାରୀ ରଶି ଲଗାଇ…