Below header

କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ଓ୍ଵିପ୍ରୋ, ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ଦାନ କଲେ ୧୧୨୫ କୋଟି ଟଙ୍କା

ଭାରତରେ କରୋନା ଭାଇରସ୍‌ ମହାମାରୀ ନିୟନ୍ତ୍ରଣ ପାଇଁ ଓ୍ଵିପ୍ରୋ,ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ୧୧୨୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଓ୍ଵିପ୍ରୋ ଲିମିଟେଡ୍‌, ଓ୍ଵିପ୍ରୋ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ମିଳିତ ଭାବେ ୧୧୨୫ କୋଟି…

କରୋନା ଭାଇରସ୍‌ ସମ୍ପର୍କିତ ଖବର କେବଳ ସରକାରୀ ତଥ୍ୟ ଆଧାରରେ ହିଁ ପ୍ରକାଶ କରନ୍ତୁ , ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଲେ…

କରୋନା ଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ବହୁ ଅଦ୍ଭୁତ ଖବରମାନ ପ୍ରକାଶ ପାଉଛି । ବେଳେ ବେଳେ ଏହି ଖବର ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ସମାଜରେ ପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ନର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ସମସ୍ତ…

ବାହାର ରାଜ୍ୟରୁ ଗାଁକୁ ପଳାଇ ଆସିଥିବା ଲୋକଙ୍କ ସୂଚନା ଜିଲ୍ଲା ପ୍ରଶାସନକୁ ଦେବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କଲେ

କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ଜାରି ଯୋଗୁ ବିଭିନ୍ନ ରାଜ୍ୟରେ କାମ ଧନ୍ଦା ପାଇଁ ଯାଇଥିବା ଲୋକେ ଅଟକି ରହିଯାଇଛନ୍ତି । ଯଦିଓ ବିଭିନ୍ନ ରାଜ୍ୟର ସରକାର ଅଟକି ରହିଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି । ତଥାପି ବାହାର ରାଜ୍ୟରୁ ଲୋକେ…

ଚକିତ କଲା ଭଳି ଦୃଶ୍ୟ, ଦେଖନ୍ତୁ ଚିତା ବାଘ କିପରି ଶିକାର କାମୁଡ଼ି ଚଢ଼ୁଛି ଗଛ

ସାଧାରଣତଃ ବାଘ ଶିକାର କଲା ପରେ ତା’ର ଖାଦ୍ୟକୁ ନେଇ ନିରୋଳା ସ୍ଥାନରେ ଖାଇଥାଏ । ମାତ୍ର ଏଠାରେ ଏକ ଚିତା ବାଘ ଶିକାର କରିବା ପରେ ତା’ର ଖାଦ୍ୟକୁ କିପରି ପାଟିରେ କାମୁଡ଼ି ଗଛ ଚଢ଼ୁଛି ତାହା ସମସ୍ତଙ୍କୁ ଚକିତ କରିଛି । ଏଭଳି ଭିଡିଓକୁ ନିଜର ଟ୍ଵିଟର ମାଧ୍ୟମରେ ପୋଷ୍ଟ କରିଛନ୍ତି ଜଣେ…

ବିଜେପି ନେତା ଲକ୍‌ଡାଉନ୍‌ ଭାଙ୍ଗି ଘର ଓ ଗାଁରେ ଦେଲେ ଫିଲ୍ମ ସୁଟିଂ ଅନୁମତି, ତା’ପରେ କ’ଣ ହେଲା ଜାଣନ୍ତୁ…

କରୋନା ଭାଇରସ୍‌ର ଗମ୍ଭୀରତା ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ୍‌ ଭାଙ୍ଗିବର ବହୁ ଘଟଣା ଦିନକୁ ଦିନ ନଜରକୁ ଆସୁଛି । ଏବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ବିଶ୍ୱ ମୋହନ କୁମାର ଲକ୍‌ଡାଉନ ଭାଙ୍ଗି ନିଜ ଘରେ ଓ ଗାଁରେ ଏକ ଭୋଜପୁରୀ ଫିଲ୍ମ କରିବାକୁ…

ରିଲାଏନ୍ସ ଜିଓ ଘୋଷଣା କଲା ୧୦୦ ମିନିଟ୍‌ ଫ୍ରି କଲ୍‌ ସହ ୧୦୦ ଏସ୍‌ଏମ୍‌ଏସ୍‌, ଅପ୍ରେଲ ୧୭ ପର୍ଯ୍ୟନ୍ତ ଜାରି ରହିବ ଏହି…

ରିଲାଏନ୍ସ ଜିଓ ତା’ର ଉପଭୋକ୍ତା ପାଇଁ ୧୦୦ ମିନିଟ୍‌ ଫ୍ରି କଲ୍‌ ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି କରିବ ବୋଲି ଘୋଷଣା କରିଛି । ଏହି ସେବା ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି । ଏଥି ସହ ଉପଭୋକ୍ତା ପ୍ଲାନ୍‌ ଭାଲିଡିଟି ସରିବା ପରେ ମଧ୍ୟ ସେବା…

ନୂଆ ତଥ୍ୟ ଅନୁଯାୟୀ, ସ୍ମାର୍ଟ ଫୋନ୍‌ ଉପରେ କରୋନା ଭାଇରସ କେତେ ଦିନ ବଞ୍ଚି ପାରିବ ଜାଣନ୍ତି କି…

ମନୁଷ୍ୟ ବ୍ୟବହାର କରୁଥିବା ଦୈନନ୍ଦିନ ଜିନିଷ ମଧ୍ୟରୁ ସବୁଠୁ ଯଦି କେଉଁ ଜିନିଷ ଅଧିକ ବ୍ୟବହାର କରିଥାଏ ତାହା ହେଉଛି ସ୍ମାର୍ଟ ଫୋନ୍‌ । ଏକ ଅଧ୍ୟୟନ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୩ ଘଣ୍ଟା ୧୫ ମିନିଟ୍‌ ସ୍ମାର୍ଟ ଫୋନ୍‌ ବ୍ୟବହାର କରିଥାଏ । ହେଲେ ଜାଣନ୍ତି କି ଏହି ସ୍ମାର୍ଟ…

ଲକ୍‌ଡାଉନ୍‌ରେ ମହାରାଷ୍ଟ୍ରରୁ ବିହାର ଫେରିଥିବା ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣ, ପିଟି ପିଟି ମାରିଦେଲେ…

କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ସାରା ଭାରତ ଏକରକମ ବନ୍ଦ ହୋଇଯାଇଛି । ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ କାମଧନ୍ଦା ନପାଇ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ମାତ୍ର ଲକ୍‌ଡାଉନ ଯୋଗୁ ସମସ୍ତ ରାଜ୍ୟ ଓ ଜିଲ୍ଲା ପ୍ରବେଶ ପଥକୁ ସିଲ୍‌ କରିଦେବା ପରେ ବିଭିନ୍ନ ସ୍ଥାନରେ ଅଟକି…

ମହାରାଷ୍ଟ୍ରର ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ଥାନାରେ କଲେ ଆତ୍ମହତ୍ୟା, କର୍କଟରେ ଥିଲେ ପୀଡ଼ିତ

ମହାରାଷ୍ଟ୍ର ଚେମ୍ବୁର ଥାନାର ଜଣେ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ନିଜ ଥାନାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୋମବାର ରାତି ସାଡ଼େ ବାରଟାରେ ଜଣେ ଷ୍ଟାଫ୍‌ ତାଙ୍କୁ ଡାକିବାକୁ ଯାଇ ଷ୍ଟୋର୍‌ ରୁମ୍‌ରେ ଲୁଗା ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ସବ୍‌ ଇନ୍‌ସ୍ପେକ୍ଟର ହେଲେ…

ଦୁବାଇରେ ଥିବା ଭାରତୀୟ ବ୍ୟବସାୟୀ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଦେଶର କରୋନା ସଂକ୍ରମିତଙ୍କ ପାଇଁ

କରୋନା ରୋଗୀଙ୍କ ପାଇଁ କେବଳ ଭାରତରେ ନୁହେଁ ସବୁ ଦେଶରେ ସହଯୋଗର ହାତ ବଢ଼ୁଛି । ଦୁବାଇରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଫଳରେ ଦୁବାଇରେ ଥିବା ଜଣେ ଭାରତୀୟ ବ୍ୟବସାୟୀ ଦେଶର କରୋନା ରୋଗୀଙ୍କ ପାଇଁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି । ସେ କହିଛନ୍ତି, ଯେଉଁ ଦେଶରେ…

ବର୍ଷେ ପରେ ଫେରିଥିଲା ଜେଲ୍‌ରୁ , ପ୍ରେମିକାକୁ ଅନ୍ୟ ସହ ଅସଞ୍ଜତ ଅବସ୍ଥାରେ ଦେଖି ଦୁହିଁଙ୍କୁ ହତ୍ୟାକରି ଘରେ ଲଗାଇଲା…

ପ୍ରେମ କାହାକୁ ଭୁଲ୍‌ ବାଟରୁ ଠିକ୍‌ ବାଟକୁ ଆଣିଥାଏ ତ କାହାର ଅସଜଡ଼ା ଜୀବନକୁ ସଜାଡ଼ି ଦେଇଥାଏ । ଆଉ ଏହି ପ୍ରେମ ପାଇଁ ପୁଣି କାହାର ଗଢ଼ା ସଂସାର ଭାଙ୍ଗି ରୁଜି ଚୂରମାର୍‌ ହୋଇଯାଇଥାଏ । ପୁଣି ଏହି ପ୍ରେମ ପାଇଁ କିଏ ସାଜିଥାଏ ହତ୍ୟାକାରୀ । ଏମିତି ଏକ ଘଟଣା ଘଟିଛି ଫ୍ଲୋରିଡା ସହରରେ ।…

ମଜ୍‌ଦୁରି ପାଇଁ ଯାଇ ଫସିଗଲେ : ଅମୃତସରରୁ ଚାଲିଲେଣି ୬ ଦିନରେ ୨୭୭ କି.ମି ଘର ଯାଏ ଚାଲିବେ ଆହୁରି ୬୦୦ କି.ମି

କରୋନା ଭାଇରସ ପାଇଁ ସାରା ଭାରତ ଏବେ ଲକ୍‌ଡାଉନ୍‌ । ବିଭିନ୍ନ କାମ ଧନ୍ଦାରେ ଲୋକେ ବାହାରକୁ ଯାଇ ଫସି ଯାଇଛନ୍ତି । ଟ୍ରେନ୍‌, ବସ୍‌ ଓ ବିଭିନ୍ନ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ଲୋକେ ଆଉ ଫେରି ପାରିନାହାଁନ୍ତି ଘରକୁ । ଦେଶର ବିଭିନ୍ନ ସ୍ଥାନରେ ଅଟକି ଯାଇଥିବା ଏହି ଶ୍ରମଜୀବୀମାନେ ଭୋକ…