ଯୁକ୍ତ ରାଜ୍ୟର ଆଶଙ୍କା, କରୋନା ଭାଇରସ ଚୀନ୍ର ଲାବୋରେଟୋରୀରୁ ସଂକ୍ରମଣ ହୋଇଥାଇପାରେ
କରୋନା ଭାଇରସ୍ର ଉତ୍ପତ୍ତିକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଏହା କୈାଣସି ଜୀବର ଶରୀରରୁ ଉତ୍ପତ୍ତି ହେବା ନେଇ କୁହାଯାଉଥିବା ବେଳେ କେହି ଏହାକୁ ମାନବ କୃତ ବୋଲି କହୁଛନ୍ତି । ତେବେ କରୋନା ଭାଇରସ୍ ଚୀନର ଏକ ଲାବୋରେଟୋରୀରୁ ସଂକ୍ରମଣ ହୋଇଥିବା ଯୁକ୍ତ ରାଜ୍ୟ ଆଶଙ୍କା କରୁଥିବା ପ୍ରକାଶ…