ମୁଜାଫର୍‌ନଗରରେ ପୋଲିସ ଉପରେ ଆକ୍ରମଣ କଲେ ଲକ୍‌ଡାଉନ୍‌ ନିୟମ ଭଙ୍ଗକାରୀ

ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ । ହେଲେ କିଛି ଅମାନିଆ ଏହି କ୍‌ଡାଉନ୍‌କୁ ମାନୁ ନାହାନ୍ତି । ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପୋଲିସ ଏମାନଙ୍କୁ ବାରଣ କଲେ, ଏହି ଲକ୍‌ଡାଉନ ଭଙ୍ଗକାରୀ…

ପିପିଏଫ୍‌ ଓ ଅନ୍ୟ ଛୋଟ ସଞ୍ଚୟ ଯୋଜନାର ସୁଧ କମାଇଲେ ସରକାର, ଜାଣନ୍ତୁ ଆପଣଙ୍କ ସଞ୍ଚୟ ଉପରେ ଏହାର ପ୍ରଭାବ

କରୋନା ଭାଇରସର ପ୍ରଭାବ କେବଳ ଭାରତର ଅସଂଖ୍ୟ ଜନଜୀବନ ଉପରେ ପଡିନାହିଁ ଏହା ସରକାର ଓ ବ୍ୟାଙ୍କ୍‌ ଉପରେ ମଧ୍ୟ ପ୍ରଭାବ ପକାଇଛି । ଫଳରେ ସରକାର ଓ ବ୍ୟାଙ୍କ୍‌ କେତେକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସରକାର କରୋନା ଭାଇରସ୍‌ର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ…

ଉତ୍ତରପ୍ରଦେଶରେ ପୁଣି ଜଣେ ଲୋକ କରୋନା ଭୟରେ କଲେ ଆତ୍ମହତ୍ୟା , ସୁଇସାଇଡ୍‌ ନୋଟ୍‌ରେ ଲେଖିଗଲେ କ’ଣ ଜାଣନ୍ତୁ

କରୋନା ଭୟରେ ଉତ୍ତର ପ୍ରଦେଶର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ଏକଥା ସେ ଲେଖିଯାଇଛନ୍ତି ତାଙ୍କର ସୁଇସାଇଡ୍‌ ନୋଟ୍‌ରେ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସାହାରନ୍‌ପୁରର ନାକୁର ଥାନା ଅଞ୍ଚଳରେ ଥିବା ତାଙ୍କ ଅଫିସରେ ଉକ୍ତ ସରକାରୀ କର୍ମଚାରୀ ରଶି ଲଗାଇ…

୧୦ ପିଏସ୍‌ୟୁ ବ୍ୟାଙ୍କ୍‌ର ବୃହତ୍ତ ମିଶ୍ରଣ ଘୋଷଣା କଲେ ଅର୍ଥ ମନ୍ତ୍ରୀ ସୀତାରମଣ, ଆଜିଠୁ ହେଲା କାର୍ଯ୍ୟକାରୀ

ନୂଆଦିଲ୍ଲୀ : ୧୦ଟି ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ) ବ୍ୟାଙ୍କ୍‌କୁ ୪ଟି ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି । ଏହି ବୃହତ୍ତ ମିଶ୍ରଣ ଘୋଷଣା କଥା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଘୋଷଣା ହେବା ପରଠାରୁ ଅର୍ଥାତ୍‌ ବୁଧବାର ଠାରୁ ଏହା…

କରୋନା ଭାଇରସ୍‌ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ରଛାତ୍ରୀ ପାସ୍‌, ସିବିଏସ୍‌ଇ କଲା ଘୋଷଣା

କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌(ସିବିଏସ୍‌ଇ) ତା’ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ ଘୋଷଣା କରିଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ସିବିଏସ୍‌ଇ ଏହି…

କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ଓ୍ଵିପ୍ରୋ, ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ଦାନ କଲେ ୧୧୨୫ କୋଟି ଟଙ୍କା

ଭାରତରେ କରୋନା ଭାଇରସ୍‌ ମହାମାରୀ ନିୟନ୍ତ୍ରଣ ପାଇଁ ଓ୍ଵିପ୍ରୋ,ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ୧୧୨୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଓ୍ଵିପ୍ରୋ ଲିମିଟେଡ୍‌, ଓ୍ଵିପ୍ରୋ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଆଜ୍‌ମି ପ୍ରେମ୍‌ଜି ଫାଉଣ୍ଡେସନ୍‌ ମିଳିତ ଭାବେ ୧୧୨୫ କୋଟି…

କରୋନା ଭାଇରସ୍‌ ସମ୍ପର୍କିତ ଖବର କେବଳ ସରକାରୀ ତଥ୍ୟ ଆଧାରରେ ହିଁ ପ୍ରକାଶ କରନ୍ତୁ , ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଲେ…

କରୋନା ଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ବହୁ ଅଦ୍ଭୁତ ଖବରମାନ ପ୍ରକାଶ ପାଉଛି । ବେଳେ ବେଳେ ଏହି ଖବର ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ସମାଜରେ ପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ନର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ସମସ୍ତ…

ବାହାର ରାଜ୍ୟରୁ ଗାଁକୁ ପଳାଇ ଆସିଥିବା ଲୋକଙ୍କ ସୂଚନା ଜିଲ୍ଲା ପ୍ରଶାସନକୁ ଦେବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କଲେ

କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ଜାରି ଯୋଗୁ ବିଭିନ୍ନ ରାଜ୍ୟରେ କାମ ଧନ୍ଦା ପାଇଁ ଯାଇଥିବା ଲୋକେ ଅଟକି ରହିଯାଇଛନ୍ତି । ଯଦିଓ ବିଭିନ୍ନ ରାଜ୍ୟର ସରକାର ଅଟକି ରହିଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି । ତଥାପି ବାହାର ରାଜ୍ୟରୁ ଲୋକେ…

ଚକିତ କଲା ଭଳି ଦୃଶ୍ୟ, ଦେଖନ୍ତୁ ଚିତା ବାଘ କିପରି ଶିକାର କାମୁଡ଼ି ଚଢ଼ୁଛି ଗଛ

ସାଧାରଣତଃ ବାଘ ଶିକାର କଲା ପରେ ତା’ର ଖାଦ୍ୟକୁ ନେଇ ନିରୋଳା ସ୍ଥାନରେ ଖାଇଥାଏ । ମାତ୍ର ଏଠାରେ ଏକ ଚିତା ବାଘ ଶିକାର କରିବା ପରେ ତା’ର ଖାଦ୍ୟକୁ କିପରି ପାଟିରେ କାମୁଡ଼ି ଗଛ ଚଢ଼ୁଛି ତାହା ସମସ୍ତଙ୍କୁ ଚକିତ କରିଛି । ଏଭଳି ଭିଡିଓକୁ ନିଜର ଟ୍ଵିଟର ମାଧ୍ୟମରେ ପୋଷ୍ଟ କରିଛନ୍ତି ଜଣେ…

ବିଜେପି ନେତା ଲକ୍‌ଡାଉନ୍‌ ଭାଙ୍ଗି ଘର ଓ ଗାଁରେ ଦେଲେ ଫିଲ୍ମ ସୁଟିଂ ଅନୁମତି, ତା’ପରେ କ’ଣ ହେଲା ଜାଣନ୍ତୁ…

କରୋନା ଭାଇରସ୍‌ର ଗମ୍ଭୀରତା ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ୍‌ ଭାଙ୍ଗିବର ବହୁ ଘଟଣା ଦିନକୁ ଦିନ ନଜରକୁ ଆସୁଛି । ଏବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ବିଶ୍ୱ ମୋହନ କୁମାର ଲକ୍‌ଡାଉନ ଭାଙ୍ଗି ନିଜ ଘରେ ଓ ଗାଁରେ ଏକ ଭୋଜପୁରୀ ଫିଲ୍ମ କରିବାକୁ…

ରିଲାଏନ୍ସ ଜିଓ ଘୋଷଣା କଲା ୧୦୦ ମିନିଟ୍‌ ଫ୍ରି କଲ୍‌ ସହ ୧୦୦ ଏସ୍‌ଏମ୍‌ଏସ୍‌, ଅପ୍ରେଲ ୧୭ ପର୍ଯ୍ୟନ୍ତ ଜାରି ରହିବ ଏହି…

ରିଲାଏନ୍ସ ଜିଓ ତା’ର ଉପଭୋକ୍ତା ପାଇଁ ୧୦୦ ମିନିଟ୍‌ ଫ୍ରି କଲ୍‌ ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି କରିବ ବୋଲି ଘୋଷଣା କରିଛି । ଏହି ସେବା ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି । ଏଥି ସହ ଉପଭୋକ୍ତା ପ୍ଲାନ୍‌ ଭାଲିଡିଟି ସରିବା ପରେ ମଧ୍ୟ ସେବା…

ନୂଆ ତଥ୍ୟ ଅନୁଯାୟୀ, ସ୍ମାର୍ଟ ଫୋନ୍‌ ଉପରେ କରୋନା ଭାଇରସ କେତେ ଦିନ ବଞ୍ଚି ପାରିବ ଜାଣନ୍ତି କି…

ମନୁଷ୍ୟ ବ୍ୟବହାର କରୁଥିବା ଦୈନନ୍ଦିନ ଜିନିଷ ମଧ୍ୟରୁ ସବୁଠୁ ଯଦି କେଉଁ ଜିନିଷ ଅଧିକ ବ୍ୟବହାର କରିଥାଏ ତାହା ହେଉଛି ସ୍ମାର୍ଟ ଫୋନ୍‌ । ଏକ ଅଧ୍ୟୟନ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୩ ଘଣ୍ଟା ୧୫ ମିନିଟ୍‌ ସ୍ମାର୍ଟ ଫୋନ୍‌ ବ୍ୟବହାର କରିଥାଏ । ହେଲେ ଜାଣନ୍ତି କି ଏହି ସ୍ମାର୍ଟ…