Below header

ହାଇଦ୍ରାବାଦ : ଡିଆର୍‌ଡିଓ ନିର୍ମାଣ କଲା ଅଟୋମେଟିକ ଅଲ୍‌ଟ୍ରାଭାୟୋଲେଟ୍‌ ମେସିନ୍‌, ବିନା ପାଣିରେ କରିହେବ ଭୁତାଣୁ…

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ୍‌ ସଭିଙ୍କ ନିଦ ହଜେଇ ଦେଇଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୈଜ୍ଞାନିକଙ୍କ ବୁଦ୍ଧି ଫେଲ୍‌ ମାରିଛି ଏହି ଅଜ୍ଞାତ ଶତ୍ରୁ ନିକଟରେ । ଗବେଷଣାଗାରରେ ଜ୍ଞାନ କୈାଶଳ ଲଗାଇ ଏହାର ମେଡିସିନ୍‌ ପାଇଁ ସବୁ ଦେଶ ଲାଗିଥିଲେ ମଧ୍ୟ…

ଦିଲ୍ଲୀରେ ଝଡ଼୍‍ ବର୍ଷା ସହ ଭୂକମ୍ପ, ରିଚର ସ୍କେଲ୍‌ରେ ଭୂକମ୍ପ ସାନ୍ଦ୍ରତା ୩.୫

ନୂଆଦିଲ୍ଲୀ : ଗୋଟିଏ ପକ୍ଷରେ ଦିଲ୍ଲୀ କରୋନା ଭାଇରସ୍‌ ସଂକ୍ରମଣ ସହ ଯୁଦ୍ଧ କରୁଥିବା ବେଳେ ଦିଲ୍ଲୀରେ ଆଜି ପୁଣି ଥରେ ଭୂମିକମ୍ପ ଅନୂଭୁତ ହୋଇଛି । ରିଚର ସ୍କେଲ୍‌ରେ ଭୂମିକମ୍ପର ସାନ୍ଦ୍ରତା ୩.୫ ଥିବା ଜଣାଯାଇଛି । ଭୂକମ୍ପରେ କୈାଣସି କ୍ଷୟ କ୍ଷତି ହୋଇନାହିଁ । ଚଳିତ ଗୋଟିଏ ମାସ ମଧ୍ୟରେ…

୨୦୨୦ ସଙ୍କଟର ବର୍ଷ : ଜାଣନ୍ତୁ କେମିତି ରହିବ ଆସନ୍ତା ଶେଷ ୬ ମାସ, ଦେଶ ପାଇଁ କଠିନ ସମୟ

ଏବେ ସାରା ଦେଶ କରୋନା ଭାଇରସ୍‌ କବଳରେ । କେବଳ ଦେଶ ନୁହେଁ ସାରା ବିଶ୍ୱ ମଧ୍ୟ କରୋନା ସଙ୍କଟକୁ ସାମ୍‌ନା କରୁଛି । ବର୍ଷର ଆରମ୍ଭରୁ ଏହି ସଙ୍କଟ ଆରମ୍ଭ ହୋଇଛି । ୨୦୨୦ ମାନବ ସମାଜ ପାଇଁ ସଙ୍କଟର ବର୍ଷ ଭାବେ ଠିଆ ହୋଇଛି । ବର୍ଷର ଆରମ୍ଭର କିଛି ଦିନ ପୂର୍ବରୁ ଡିସେମ୍ବର ମାସରେ ସୂର୍ଯ୍ୟ…

୩୫୦ ବର୍ଷ ପୂର୍ବେ ଆପଣେଇ ଥିଲେ ଇସ୍‌ଲାମ୍‌, ଏବେ ପୁଣି କବର ଦେବା ପରମ୍ପରା ଛାଡ଼ି ବନିଗଲେ ହିନ୍ଦୁ

ହରିୟାଣା : ସାଧାରଣତଃ ଇସ୍‌ଲାମ୍‌ ପରମ୍ପରାରେ ମୃତ ବ୍ୟକ୍ତିଙ୍କୁ ଦଫ୍‌ନାଇବା ବା କବର ଦେବା ବ୍ୟବସ୍ଥା ରହିଛି । ହେଲେ ହରିୟାଣାର ହିସାର ଜିଲ୍ଲାରେ ଏବେ ଏମିତି ମାମଲା ଆସିଛି ଯେଉଁଠି ୩୫୦ ବର୍ଷ ହେବ ମୃତକଙ୍କୁ ପୋତି ଦିଆଯାଉଥିଲା । ମାତ୍ର ଉକ୍ତ ଗାଁରେ ଏବେ ୩୫୦ ବର୍ଷର ପରମ୍ପରା ଭାଙ୍ଗି…

ପିଏଫ୍‌ ଖାତା ଥିଲେ ଫ୍ରିରେ ମିଳିବ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଜାଣନ୍ତୁ ନିୟମ ଓ ସର୍ତ୍ତ

ନୂଆଦିଲ୍ଲୀ : ଆପଣଙ୍କ ପାଖରେ ପିଏଫ୍‌ ଖାତା ଅଛି କି ? ଯଦି ଅଛି, ଆପଣଙ୍କୁ ଫ୍ରିରେ ମିଳିବ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସୁ୍ୟୃରାନ୍ସ କଭରେଜ୍‌ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ସମସ୍ତ ଭବିଷ୍ୟ ନିଧି(ପିଏଫ୍‌) ଖାତାଧାରୀଙ୍କୁ ମାଗଣାରେ ଲାଇଫ୍‌ କଭରେଜ୍‌ ଦେଉଛନ୍ତି…

ସୋସିଆଲ୍‌ ମିଡିଆରେ ସ୍ୱାସ୍ଥ୍ୟ ଖରାପ ଗୁଜବ ନେଇ ଅମିତ ଶାହାଙ୍କ ଟ୍ଵିଟ୍ : ମୋର ସ୍ୱାସ୍ଥ୍ୟ ଭଲ ଅଛି, ମୋର ମୃତ୍ୟୁ…

ନୂଆଦିଲ୍ଲୀ : ଦେଶର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ନେଇ ସୋସିଆଲ୍‌ ମିଡିଆରେ ଉଠିଥିବା ଗୁଜବକୁ ନେଇ ଏକ ଟ୍ଵିଟ୍‌ କରିଛନ୍ତି । ସେ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ‘ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋତେ କୈାଣସି ରୋଗ ହୋଇନାହିଁ । ଏଥିପାଇଁ ମୋର ଶୁଭ…

୪୦୦ କୋଟିର ଚୂନା ଲଗାଇ ବିଦେଶକୁ ଖସି ଗଲେ ଚାଉଳ ବେପାରୀ, ୪ ବର୍ଷ ପରେ ସିବିଆଇରେ କେସ୍‌ ଦାୟର କଲା ଏସ୍‌ବିଆଇ

ନୂଆଦିଲ୍ଲୀ : ଏବେ ବ୍ୟାଙ୍କ୍‌ରୁ ଟଙ୍କା ନେଇ ଖସି ଯିବାଟା ଏକ ଟ୍ରେଣ୍ଡ୍‌ ହୋଇଯାଇଛି । ଭାରତରେ ଏହି ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ୍‌ ଚୈାକସୀଙ୍କ ଭଳି ପଳାତକଙ୍କ ନାମ ଏବେ ଏଥିରେ ଜୋଡ଼ି ହୋଇଯାଇଛି । ରାମ ଦେବ ଇଣ୍ଟରନେସ୍‌ନାଲ୍‌ ର ୩…

କରୋନା ଦୁଃଖ : ଠେଲାରେ ଶିଶୁଙ୍କୁ ବସାଇ ପଞ୍ଜାବରୁ ୧୧୦୦ କି.ମି ଦୂର ଶ୍ରାବସ୍ତୀରେ ପହଞ୍ଚିଲେ ୧୪ ଲୋକଙ୍କ ପରିବାର,…

ଉତ୍ତରପ୍ରଦେଶ : କରୋନା ଯୋଗୁ କେତେ ପରିବାର ଛାରଖାର ତ ଆଉ କେତେ ଇତସ୍ତତଃ । ମିଲେନିୟର ଠୁ ଆରମ୍ଭ କରି ମାଟିରେ ମିଶୁ ଥିବା ମଣିଷ ସଭିଏଁ ଗୋଟିଏ ପଥର ଯାତ୍ରୀ । ସଭିଏଁ ଦୀର୍ଘ ଦିନ ଧରି କରୋନା ପାଇଁ ଗୃହ ବନ୍ଦୀ । ଜୀବନ ଜୀବିକାର ମୋହ ତୁଚ୍ଛ ହୋଇଛି ଜୀବନର ମୂଲ୍ୟ ପାଖରେ । କାମ ଧନ୍ଦା…

ଏଲ୍‌ଆଇସି ବୀମା ପଲିସ ଉପରେ ଅଳ୍ପ ସୁଧରେ ବି ମଳିପାରିବ ଲୋନ୍‌, ଯାଣନ୍ତୁ କ’ଣ ରହିଛି ନିୟମ ଓ ସର୍ତ୍ତ

ନୂଆଦିଲ୍ଲୀ : ଆପଣ ଏଲ୍‌ଆଇସି ପଲିସି କରିଛନ୍ତି କି ? ଯଦି କରିଛନ୍ତି ତେବେ ଇନ୍‌ସୁରାନ୍ସ କଭର ସହିତ ରକାର ସମୟରେ ଏହି ପଲିସି ଉପରେ ଆପଣ ଲୋନ୍‌ ବି ନେଇ ପାରିବେ । ଖାଲି ସେତିକି ନୁହେଁ ବ୍ୟାଙ୍କ୍‌ ଲୋନ୍‌ ସୁଧ ତୁଳନାରେ ଏଲ୍‌ଆଇସିର ସୁଧ ମଧ୍ୟ ବହୁତ କମ୍‌ । ଏଲଆଇସି ‘ଜୀବନ ଶିଖର’ ପଲିସି…

ବନ୍ଦେ ଭାରତ ମିଶନ୍‌ : ୮୦ ଆମେରିକୀୟ ଯାତ୍ରୀଙ୍କୁ ନେଇ ସାନ୍‌ଫ୍ରାନ୍‌ସିସ୍କୋରେ ପହଞ୍ଚିଲା ପ୍ରଥମ ଭାରତୀୟ ବିମାନ

ନୂଆଦିଲ୍ଲୀ : କରୋନା ଲକ୍‌ଡାଉନ୍‌ ଯୋଗୁ ବିଶ୍ୱର ସବୁ ଦେଶରେ ଲୋକେ ଫସି ରହିଛନ୍ତି । ଭାରତର ଲୋକେ ଯେପରି ଅନ୍ୟ ଦେଶରେ ଅଟକି ରହିଛନ୍ତି । ସେପରି ଅନ୍ୟ ଦେଶର ଲୋକେ ମଧ୍ୟ ଭାରତରେ ଅଟକି ରହିଯାଇଛନ୍ତି । ବିଭିନ୍ତ ଦେଶରେ ଫସି ରହିଥିବା ଲୋକଙ୍କୁ ଆଣିବା ପାଇଁ ଭାରତ ସରକାର ମଇ ୭ ତାରିଖରୁ…

ମଦ ଦୋକାନରେ ସାମାଜିକ ଦୁରତ୍ୱ ବଜାୟ ରଖିବାକୁ ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିଲେ ମାମଲା, ଜଷ୍ଟିସ୍‌ ଶୁଣାଇଲେ ୧୦ ହଜାର…

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିଲା । କିଛି ଦିନ ତଳେ ରାଜ୍ୟ ସରକାର କେତେକ ରାଜ୍ୟରେ ମଦ ବିକ୍ରି ଆରମ୍ଭ କରିଛନ୍ତି । ତେବେ ମଦ ଦୋକାନ ଖୋଲିବା ପରେ ଲୋକେ କରୋନା କଥା ଭୁଲିଗଲେ । ସାମାଜିକ ଦୂରତ୍ୱର ଧଜ୍ଜିଆ ଉଡ଼ାଇଲେ । ମଦ ଦୋକାନ ନିକଟରେ ଯେଭଳି ଭିଡ଼୍‍ ଲାଗିଲା…

ଇଟାଲି ବୈଜ୍ଞାନିକଙ୍କ ବଡ଼ ସଫଳତା : ପ୍ରଥମ ଥର ପାଇଁ କରୋନା ଭାଇରସ୍‌କୁ ନଷ୍ଟ କରିଥିବା ଟୀକା ପ୍ରସ୍ତୁତ କଲେ 

ନୂଆଦିଲ୍ଲୀ : ଇଜ୍‌ରାଏଲ୍‌ ପରେ ଇଟାଲି ମଧ୍ୟ କରୋନା ଭାଇରସକୁ ନ୍ୟୁଟ୍ରାଲାଇଜ୍‌ କରିବାରେ ସଫଳତା ହାସଲ କରିଛି । ସବୁଠୁ ବଡ଼ କଥା ହେଲା ଇଟାଲି ନିର୍ମାଣ କରିଥିବା ଟୀକା ପଶୁଙ୍କ ପରେ ମଣିଷଙ୍କ ଦେହରେ ମଧ୍ୟ ପରୀକ୍ଷଣ କରିସାରିଲାଣି । ଅନ୍ୟ ଦେଶଗୁଡ଼ିକ ଟୀକାର ଟ୍ରାଏଲ୍‌ ନେଇ ବ୍ୟସ୍ତ…