ଏଲ୍‌ଏସିରେ ଉତ୍ତେଜନା କମିଲା, ପେଇଂଙ୍ଗଗ୍‌ ଲେକ୍‌ ଠାରୁ ବି ପଛକୁ ହଟିବା ଆରମ୍ଭ କରିଛି ଚୀନ୍‌ ସେନା

ନୂଆଦିଲ୍ଲୀ : ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଓ ଚୀନ୍‌ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ୍‌ ଇ ଙ୍କ ମଧ୍ୟରେ ଆଲୋଚନା କାମ କରିଛି । ସୋମବାର ଠାରୁ ଚୀନ୍‌ ସେନା ଏଲ୍‌ଏସି ଠାରୁ ତା’ର ସେନା ହଟାଇବା କାର୍ଯ୍ୟ ଆରମ୍ଭ କରିବା ସହ ତା’ର ଅସ୍ଥାୟୀ ନିର୍ମାଣ ମଧ୍ୟ ହଟାଇବା ଆରମ୍ଭ କରିଛି ।…

ଶୀର୍ଲା ସିରକୁଟ ଜଙ୍ଗଲରେ ଜଏଣ୍ଟ ଅପରେସନ୍, ଏନ୍‌କାଉଣ୍ଟରେ ଜଣେ ମାଓବାଦୀ ନିହତ

କନ୍ଧମାଳ(କେନ୍ୟୁଜ୍‌) : କନ୍ଧମାଳ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏନ୍‌କାଉଣ୍ଟରେ ଜଣେ ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ପୋଲିସ ଦୁଇଟି ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ କରିଛି । ସିର୍ଲା ସିରିକୁଟ୍‌ ଜଙ୍ଗଲରେ ଆଜି ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଚାଲିଥିବା…

ଓଡ଼ିଶାର ପ୍ରଥମ ଇକୋ ଭିଲେଜ୍‌ ସୃଷ୍ଟି କଲେ ଏହି ଫରେଷ୍ଟ ଅଫିସର, ଗ୍ରାମବାସୀଙ୍କୁ ୨ କୋଟି ରୋଜଗାର କରାଇବାରେ ସାହାଯ୍ୟ…

ସାତକୋଶିଆ ନିକଟବର୍ତ୍ତୀ ମହାନଦୀ କୂଳରେ ଅବସ୍ଥିତ ଏହି ଛୋଟିଆ ଗାଁ ହେଉଛି ମୁଦୁଲିଗାଡିଆ । ଗାଁ ଟି ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଥିବା ବେଳେ ମାତ୍ର ୩୫ ଘରକୁ ନେଇ ଗାଁଟି ଗଠିତ । ୨୦୧୯ରେ ଗାଁଟି ଇକୋ ଭିଲେଜର ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ପ୍ରଦୂଷଣ ଶୂନ୍ୟ ଏହି ଗାଁଟି ଆତ୍ମ…

ରେଳବାଇ ସୃଷ୍ଟି କଲା ଇତିହାସ : ସୋଲାର ପାଓ୍ଵାରରେ ଚାଲିବ ଟ୍ରେନ୍‌, ଏମିତି କରିବାରେ ବିଶ୍ୱରେ ଏହା ହେଉଛି ପ୍ରଥମ ଦେଶ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଏବେ ସୋଲାର ପାଓ୍ଵାରରେ ଚଳାଇବ ଟ୍ରେନ୍‌ । ଏଥିପାଇଁ ରେଳବାଇ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଭାରତୀୟ ରେଳ ଏହାର ପ୍ରଥମ ପାଇଲଟ୍‌ ପ୍ରୋଜେକ୍ଟ ଅନୁଯାୟୀ ମଧ୍ୟପ୍ରଦେଶ ବୀଣା ଠାରେ ସୋଲାର ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରିଛି । ଏହା ୧.୭ ମେଗା…

ଓଡ଼ିଶା ଏମ୍‌ଏଲ୍‌ଏ କୋଭିଡ୍‌ ପଜେଟିଭ୍‌ ବାହାରିବା ପରେ ସଂଘ ରୋଧରେ ରହିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ…

ଭୁବନେଶ୍ୱର(କେନ୍ୟୁଜ୍‌) : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସଂଘରୋଧରେ ରହିବେ ବୋଲି ସୋମବାର ପ୍ରକାଶ କରିଛନ୍ତି । ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ଜଣେ ଏମ୍‌ଏଲ୍‌ଏଙ୍କୁ ଭେଟି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।…

ଲଜ୍ଜା : ୫ ମାସ ଧରି ଝିଅର ଯୈାନ ଶୋଷଣ କରୁଥିଲେ ପିତା, ଗର୍ଭବତୀ ହେବା ପରେ ଥାନାରେ ହେଲା ମାମଲା ରୁଜୁ

ଥାଞ୍ଜାଭୁର : ତାମିଲନାଡୁରେ ଜଣେ ପିତା ନିଜର ଝିଅକୁ କରୁଥିଲେ ଯୈାନ ଶୋଷଣ । କଥା ପ୍ରଘଟ ହେବା ପରେ ଘଟଣା ଏବେ ପହଞ୍ଚିଛି ଥାନାରେ । ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣା ହେଉଛି ତାମିଲନାଡୁ ଥାଞ୍ଜାଭୁରର । ଉକ୍ତ ବାଳିକା ଯେତେବେଳେ ୪ ବର୍ଷର ଥିଲେ…

କମ୍ପାନୀ କାମରେ ଯାଇ ଲକ୍‌ଡାଉନ୍‌ରେ ଫସିଲେ ମ୍ୟାନେଜର, କମ୍ପାନୀ ଅର୍ଥ ଖର୍ଚ୍ଚ କରିଥିବାରୁ ମାଲିକ ଢ଼ାଳିଦେଲେ…

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ସହ ହୋଇଥିବା ଉତ୍ପୀଡ଼ନ ମାନବିକତାର ସମସ୍ତ ସୀମା ଲଂଘନ କରିଛି । ଉକ୍ତ ଯୁବକଙ୍କୁ ଅମାନବିକତାର ସହ ପଟିବା ସହ ତାଙ୍କର ଗୁପ୍ତାଙ୍ଗରେ ସାନିଟାଇଜର ପ୍ରୟୋଗ କରାଯାଇ ତାଙ୍କୁ କଷ୍ଟ ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ ଏହି ଯୁବକଙ୍କୁ…

ଆଇସିଏମ୍‌ଆର୍‌ କଥାକୁ କାଟିଲେ ବୈଜ୍ଞାନିକ, କହିଲେ ଅଗଷ୍ଟ ୧୫ ରେ କୋଭିଡ୍‌ ଟୀକା ବ୍ୟବହାର ସମ୍ଭବ ନୁହେଁ

ହାଇଦ୍ରାବାଦ : ଗୋଟିଏ ନୂଆ ଟୀକା ବିକଶିତ କରିବାକୁ ହେଲେ ଅତି କମ୍‌ରେ ୨ରୁ ଅଢ଼େଇ ବର୍ଷ ସମୟ ଲାଗିଥାଏ । ତେବେ ଯେତେ ଶୀଘ୍ରତାରେ କରାଗଲା ମଧ୍ୟ ଏକ ନୂତନ ଟୀକା ବିକଶିତ ପାଇଁ ୮ ମାସ ରୁ ବର୍ଷେ ସମୟ ଲାଗିଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେଣୁ ଅଗଷ୍ଟ ୧୫ ସ୍ୱାଧୀନତା…

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ହୋଇ ଘରୋଇ ହସ୍‌ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା(କେନ୍ୟୁଜ୍‌) : ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତ ହୋଇଛନ୍ତି । ୫୯ ବର୍ଷ ବୟସ୍କା ଏହି ରାଜନେତ୍ରୀ କିଛି ଦିନ ଧରି ଡାଇବେଟିସ୍‌ ଓ ଶ୍ୱାସ କ୍ରିୟା ଜନିତ ରୋଗରେ…

କାର୍‌ ନମ୍ବର ପ୍ଲେଟ୍‌ ପାଇବା ପାଇଁ ୬୦ କୋଟି ଖର୍ଚ୍ଚ କଲେ ଏହି ବ୍ୟବସାୟୀ, କାର୍‌ ଠାରୁ ନମ୍ବର ପ୍ଲେଟ୍‌ ଦାମ୍‌ ଅଧିକ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ମନ ମୁତାବକ୍‌ କାର୍‌ ନମ୍ବର ପାଇବା ପାଇଁ ଜଣେ ବ୍ୟବସାୟୀ ଖର୍ଚ୍ଚ କରିଛନ୍ତି ୬୦ କୋଟିରୁ ଅଧିକ ଟଙ୍କା । ଦୁବାଇର ପ୍ରତିଷ୍ଠିତ ଏହି ଭାରତୀୟ ବ୍ୟବସାୟୀ ହେଲେବଲ୍‌ଭିନ୍ଦର ସିଂହ ଶାହାଣି । ସେ ତାଙ୍କର ମନ ମୁତାବକ ନମ୍ବର ପ୍ଲେଟ୍‌ ପାଇବା ପାଇଁ ଦୁବାଇ…

ଚୀନ୍‌କୁ ଘେରିବା ପାଇଁ ପ୍ରସ୍ତୁତ ହେଲେଣି ଆମେରିକା ଓ ବ୍ରିଟେନ୍‌, ଜାପାନରୁ ପଶ୍ଚିମ ଏସିଆ ପର୍ଯ୍ୟନ୍ତ ମୁତୟନ କରିବେ…

ନୂଆଦିଲ୍ଲୀ : ପୁରା ବିଶ୍ୱରେ ଚୀନ୍‌ର ବିସ୍ତାରବାଦୀ ନୀତିକୁ ବିରୋଧ କରାଯାଇଛି । ଚୀନ୍‌କୁ ଏଥିପାଇଁ ପାନେ ଶିଖାଇବା ପାଇଁ ବି ଆମେରିକା, ବ୍ରିଟେନ୍‌ ଓ ଭାରତ ଏକ ହୋଇଛନ୍ତି ।  ଏକ ପକ୍ଷରେ ଭାରତ ଚୀନ୍‌ର ସୀମାରେ ତା’ର ସେନା ଗତିବିଧିକୁ ବଢ଼ାଇଥିବା ବେଳେ ଆମେରିକା ଜାପାନରୁ ପଶ୍ଚିମ ଏସିଆ…

୮୪ ଦଙ୍ଗା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କରୋନାରେ ମୃତ୍ୟୁ, ସଂକ୍ରମଣରେ ଦୁଇ…

ଦିଲ୍ଲୀ : ୧୯୮୪ ମସିହା ଦଙ୍ଗା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ(୭୦)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି । ମହେନ୍ଦ୍ର ଯାଦବ ପାଲମ୍‌ ବିଧାନ ସଭା କ୍ଷେତ୍ରରୁ ବିଧାୟକ ରହି ଆସିଛନ୍ତି । ୧୯୮୪ ଦଙ୍ଗାରେ ସିବିଆଇ ଦ୍ୱାରା ଯାଞ୍ଚ…