ପଞ୍ଜାବରେ ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ, ମାଜିଷ୍ଟେଟ୍‌ ଯାଞ୍ଚ୍‌ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ପଞ୍ଜାବ ଅମୃତସରର ବଟାଲା ଓ ତରଣ ତାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏହାର ମାଜିଷ୍ଟେଟ୍‌ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, ପଞ୍ଜାବର ଅମୃତସର,ବଟାଲା ଓ ତରଣ ତାରଣ ଆଦି ୩ ଜିଲ୍ଲାରେ ମଦ…

ଅପେକ୍ଷାର ଅନ୍ତ, ଆଉ ୨ ସପ୍ତାହ ପରେ ବଜାରରେ ମିଳିବ ଋଷର କରୋନା ଭ୍ୟାକ୍‌ସିନ୍‌

ଆଉ ଦୁଇ ସପ୍ତାହ ପରେ ବଜାରକୁ ଆସିଯିବ କରୋନା ଭ୍ୟାକ୍‌ସିନ୍‌ । ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ଋଷରୂ ଆସିଯିବ । ଏମିତି କହିଛି ମସ୍କୋ ଗାମାଲେୟା ମହାମାରୀ ସଂସ୍ଥାନ କେନ୍ଦ୍ର । ଅଗଷ୍ଟ ୧୦ ତାରିଖରେ ଋଷ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌କୁ ମଞ୍ଜୁରି ଦେବ । ଏହାର ୨/୪ ଦିନ ପରେ…

ଚୀନ୍‌କୁ ମୋଦି ସରକାରଙ୍କର ଆଉ ଏକ ଝଟ୍‌କା, ରଙ୍ଗୀନ ଟିଭି ଆମଦାନୀ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୁରୁବାର ବିଦେଶରୁ ଆମଦାନୀ ହେଉଥିବା ରଙ୍ଗୀନ ଟିଭ୍‌ ଉପରେ ରୋକ୍‌ ଲଗାଇଛନ୍ତି । ଯାହା ଫଳରେ ଚୀନ୍‌ ଉପରେ ଆଉ ଏକ୍‌ ଝଟ୍‌କା ଦେଇଛନ୍ତି ସରକାର । କାରଣ ବାହାର ଦେଶ ମଧ୍ୟରେ ଚୀନ୍‌ରୁ ସର୍ବାଧିକ ରଙ୍ଗୀନ ଟିଭି ଆମଦାନୀ ହୋଇଥାଏ । ଏହି ନିୟମ ଆଣିବା ଦ୍ୱାରା…

ହସ୍‌ପିଟାଲ୍‌ ଭର୍ତ୍ତି ହେଲେ ସୋନିଆ ଗାନ୍ଧି, ଡାକ୍ତର କହିଲେ ରୁଟିନ୍‌ ଚେକ୍‌ଅପ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀ ସ୍ଥିତ ସାର୍‌ ଗଙ୍ଗାରାମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଏହାର ତାଙ୍କର ରୁଟିନ୍‌ ଚେକ୍‌ ଅପ୍‌ ବୋଲି କୁହାଯାଇଛି । ଡିପାର୍ଟମେଣ୍ଟ୍‌ ଅଫ୍‌ ଚେଷ୍ଟ ଆଣ୍ଡ୍‌ ରେସ୍ପିରୋଟୋରୀ ମେଡିସିନ୍‌ ବିଭାଗର ଡାକ୍ତର ଅରୂପ…

ସିରିୟଲ୍‌ କିଲର ଡାକ୍ତରର ଅଦ୍ଭୁତ ବୟାନ, ୫୦ ଜଣଙ୍କୁ ହତ୍ୟା ପରେ ଗଣିବା ଛାଡି ଦେଇଛି ବୋଲି କହିଲା ପୋଲିସକୁ

ନୂଆଦିଲ୍ଲୀ :  କୁହାଯାଏ ‘ଭଗବାନଙ୍କ ଅନ୍ୟ ନାମ ଡାକ୍ତର’ । ଲୋକଙ୍କ ସେବାରେ ନିଜର ଜୀବନ ଉତ୍ସର୍ଗ କରିଦେଉଥିବା ଡାକ୍ତରଙ୍କ ଅନେକ କାହାଣୀ ରହିଛି । ହେଲେ ଏମିତି ଜଣେ ଡାକ୍ତର ଅଛନ୍ତି ଯାହାର ଜୀବନ ନେବା ଏକ ନିଶା । ଏହି ଡାକ୍ତର ଜଣକ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ…

ପ୍ରଥମ ୩ ମାସରେ ଏୟାରଟେଲ୍‌ର ୧୫,୯୩୩ କୋଟି କ୍ଷତି, ସେୟାର୍ ୨.୩୮ ପ୍ରତିଶତରେ ବନ୍ଦ

ନୂଆଦିଲ୍ଲୀ :  କରୋନା ମାଡ଼ ଏବେ ସବୁ କମ୍ପାନୀ ଉପରେ ପଡ଼ିଛି । ଏୟାରଟେଲ୍‌ ସମେତ ଭାରତର ସବୁ ପ୍ରତିଷ୍ଠିତ ‌ ଟେଲିକମ୍‌ କମ୍ପାନୀ ଏବେ କ୍ଷତିରେ ଚାଲିଛନ୍ତି । ଭାରତୀୟ ଏୟାରଟେଲ୍‌ର ଚଳିତ ବର୍ଷର ପ୍ରଥମ ୩ ମାସ ୧୫,୯୩୩ କୋଟି ଟଙ୍କା କ୍ଷତି ହୋଇଛି । କମ୍ପାନୀମାନେ ବାକିଥିବା ଏଡ୍‌ଜଷ୍ଟ…

ରାଫେଲର ଏ ହେଉଛନ୍ତି ପ୍ରଥମ ଭାରତୀୟ ପାଇଲଟ୍‌, କଶ୍ମୀର ନିବାସୀ ଅହମ୍ମଦ ରାଠୋର

ନୁଆଦିଲ୍ଲୀ : ବହୁ ପ୍ରତିକ୍ଷା ପରେ ଫ୍ରାନ୍ସରୁ ରାଫେଲ୍‌ ଫାଇଟର ଜେଟ୍‌ ଭାରତରେ ପହଞ୍ଚିଛି । ତେବେ ଫ୍ରାନ୍ସରୁ ଏହାର ପ୍ରଥମ ଉଡ଼ାଣ ଭରିଥିବା ପାଇଲଟ୍‌ ହେଉଛନ୍ତି ଏୟାର୍‌ କମାଣ୍ଡର ହିଲାଲ୍‌ ଅହମ୍ମଦ ରାଠୋର । ଯେ କି କଶ୍ମୀର ନିବାସୀ । ହିଲାଲ୍‌ ଏବେ ଫ୍ରାନ୍ସରେ ଭାରତ ଏୟାର୍‌ ଫୋର୍ସର…

ଭିଡିଓ କଲିଂରେ ବିବାହ କଲେ ବର-କନ୍ୟା, ଦୂରତା ଆଣି ପାରିଲାନି ବାଧା

ଝାରସୁଗୁଡ଼ା(କେନ୍ୟୁଜ୍‌) :  ଯେଉଁଠି ମନ ମିଶିଯାଏ ଦୂରତା ସେଠି ଛୋଟ ପଡ଼ିଯାଏ । କୈାଣସି ବାଧା ବନ୍ଧନ ତାକୁ ଅଟକାଇ ପାରେନା । ଏବେ କରୋନା କାଳରେ ସବୁଠି ଲକ୍‌ଡାଉନ୍‌ । ଜୀବନ ପ୍ରବାହରେ ପଡ଼ିଯାଇଛି ତାଲା । ହେଲେ କରୋନା କିନ୍ତୁ ବନ୍ଦ କରିପାରିନି ବର କନ୍ୟାଙ୍କର ମିଳନକୁ । ଦୂରରେ ଥାଇ ମଧ୍ୟ…

ଦର୍ଶକ ଗ୍ୟାଲେରୀରେ ବସିଥିବା ଝିଅକୁ ମନ ଦେଇ ଦେଲେ ଏହି ଇଣ୍ଟରନେସ୍‌ନାଲ୍‌ କ୍ରିକେଟ୍‌ ଖେଳାଳି

ପ୍ରେମ କେମିତି ହୁଏ, କାହିଁକି ହୁଏ,କେବେ ବା ହୁଏ ତା’ର ଫର୍ମୁଲା କେହି ଜାଣେନା.. । କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଏହି ଗୀତ ପ୍ରେମିକ-ପ୍ରେମିକାଙ୍କ ପାଇଁ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରିକି ପଣ୍ଟିଂଙ୍କ ଠାରେ ବୋଧହୁଏ ଏହି ଗୀତର ପ୍ରତିଫଳନ…

ଦୁର୍ବଳ ମୈାସୁମୀ ଯୋଗୁ ରାଜ୍ୟରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା

କେନ୍ୟୁଜ (ବ୍ୟୁରୋ) :  ମୌସୁମୀ ସହ ଜଡ଼ିତ ଟ୍ରଫ୍ ଲାଇନର ସ୍ଥିତି ହିମାଳୟର ପାଦଦେଶରେ ଥିବାରୁ ଓଡ଼ିଶାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୂର୍ବଳ ରହିଛି । ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖାଦେଇଛି। ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର…

ଏବେ ମୋବାଇଲ୍‌ରୁ ଜଣାପଡ଼ିବ ସୁନାର ଗୁଣବତ୍ତା, କେନ୍ଦ୍ର ସରକାର ଲଞ୍ଚ୍‌ କଲେ ଏହି ଆପ୍‌

ସୁନା କିଣିବା ବେଳେ ଆଉ ଭୟ କରିବାର ନାହିଁ । କାରଣ ଭାରତ ସରକାର ଲଞ୍ଚ୍‌ କରିଛନ୍ତି ସୁନା ଯାଞ୍ଚ କରିବାର ଆପ୍‌ । ଯାହା ଦ୍ୱାରା ଆପଣ ମୋବାଇଲ୍‌ ଆପ୍‌ ଜରିଆରେ ଆପଣଙ୍କ ସୁନା କେତେ ଖାଣ୍ଟି କି ଭେଜାଲ୍‌ ଜାଣିପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଆପ୍‌ରେ । ସାରା ଦୁନିଆ ଏବେ…

ଲୁଚି ଛପି ଗଛ ଖାଇବା ଅଭିଯୋଗରେ ୧୫ ଛେଳିଙ୍କୁ ଜେଲ୍‌, ଛେଳି ପ୍ରତି ୩ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : ଚୋରି କଲେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ । କେବେ କେବେ ଜେଲ୍‌ ଓ ଜରିମାନା ମଧ୍ୟ ହୋଇଥାଏ । ହେଲେ ଛେଳିକୁ ଏଠାରେ ସରକାରଙ୍କ ବାଡ଼ିରୁ ଚୋରି କରି ଗଛ ଖାଇବା ମହଙ୍ଗା ପଡ଼ିଛି । ଲୁଛି ଛପି ଗଛପତ୍ର ଖାଇବା ଅପରାଧରେ ଗିରଫ  କରାଯାଇଛି ।  ଏ କଥା ଶୁଣିଲେ ଯେ କେହି…