କମ୍‌ ଖାଆନ୍ତୁ, କରୋନା ଠାରୁ ଦୂରରେ ରୁହନ୍ତୁ, ଏମିତି କହିଲେ ବ୍ରିଟିଶ୍‌ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ

ଲଣ୍ଡନ :  କମ୍‌ ଖାଆନ୍ତୁ, କରୋନା ଠାରୁ ଦୂରରେ ରୁହନ୍ତୁ । ଏମିତି ମନ୍ତ୍ର ଦେଇଛନ୍ତି ବ୍ରିଟିଶ୍‌ କନିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ହେଲେନ୍‌ ହ୍ଵାଟ୍‌ଲେ । ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ । କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ । କରୋନାରୁ ରକ୍ଷା ପାଇବା ପାଇଁ ଭିନ୍ନ…

ଆସିଲା ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟ, ମୃତ୍ୟୁରେ ଷଡ଼ଯନ୍ତ୍ର ଥିବା କଥାକୁ ଅସ୍ୱୀକାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଭିସେରା ରିପୋର୍ଟ ଆଜି ମୁମ୍ବାଇ ପୋଲିସର ହସ୍ତଗତ ହୋଇଛି । ଏହି ରିପୋର୍ଟ ମିଳିବା ପରେ ସୁଶାନ୍ତଙ୍କ ମୃତ୍ୟୁ ପଛରେ କୈାଣସି ଷଡ଼ଯନ୍ତ୍ର ଥିବା କଥାକୁ ମୁମ୍ବାଇ ପୋଲିସ ଅସ୍ୱୀକାର କରିଛି । ତେବେ ସୁଶାନ୍ତଙ୍କ ନଖ ଓ ପେଟ ଓ୍ଵାସ ରିପୋର୍ଟକୁ…

କଟକ ଜିଲ୍ଳାରେ ଆଜି ୭୫ ନୂଆ କରୋନା ରୋଗୀ ଚିହ୍ନଟ, ୫୭ କେବଳ କଟକ ସିଟି ଅଞ୍ଚଳରୁ

କଟକ(କେନ୍ୟୁଜ୍‌) : କଟକ ଜିଲ୍ଲାରୁ ଆଜି (ସୋମବାର) ୭୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ୫୭ ନୂଆ ରୋଗୀ କେବଳ କଟକ ସିଟି (ସିଏମ୍‌ସି) ଅଞ୍ଚଳରୁ ବାହାରିଥିବା ଜଣାପଡ଼ିଛି । ଏହାକୁ ମିଶାଇ କଟକରେ କରୋନା ପଜେଟିଭ୍‌ ସଂଖ୍ୟା ମୋଟ୍‌ ୬୭୧ ରେ ପହଞ୍ଚିଛି । #COVID19…

ସର୍ବ ପ୍ରଥମେ ଭାରତର ଏହି ସହରରେ ଲୋକଙ୍କୁ ଆସନ୍ତା ମାସ ଦିଆଯିବ କରୋନା ଭ୍ୟାକ୍‌ସିନ୍‌

ନୂଆଦିଲ୍ଲୀ :  ଇଂଲଣ୍ଡ ସ୍ଥିତ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କରୋନା ଭ୍ୟାକ୍‌ସିନ୍‌ ‘କୋଭିଡ୍‌ ସିଲ୍ଡ ଆସନ୍ତା ମାସ ଭାରତରେ ପ୍ରଥମଥର ପାଇଁ ରୋଗୀଙ୍କ ଉପରେ ପ୍ରୟୋଗ କରାଯିବ । ତେବେ ଏହାର ପ୍ରଥମ ଡୋଜ୍‌ ଭାରତର ପୁଣେ ଓ ମୁମ୍ବାଇ ଲୋକଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି । ପୁନେ ସ୍ଥିତ…

ଆମେରିକା ପରେ ଏବେ ପୁଣି ରୁଷ ଦେଲା ଚୀନ୍‌କୁ ଝଟ୍‌କା, ବାତିଲ୍‌ କଲା ଚୀନ୍‌ ସହ ମିସାଇଲ୍‌ ଡିଲ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରେ ଚୀନ୍‌ର ପ୍ରତିଛବି ସାରା ବିଶ୍ୱରେ ନିନ୍ଦିତ । ଏବେ ଚୀନ୍‌ ଠାରୁ ଅଧିକାଂଶ ବିକଶିତ ଦେଶ ମୁହଁ ମୋଡ଼ି ନେଇଛନ୍ତି । କରୋନା କାରଣରୁ ଆମେରିକା ସମ୍ପର୍କ ମଧ୍ୟ ଚୀନ୍‌ ସହ ଭଲ ନାହିଁ । ନିକଟରେ ଆମରିକା ତା’ର ଦେଶରେ ଚୀନ୍‌ର ବାଣିଜ୍ୟିକ୍‌ ଦୂତବାସ ବନ୍ଦ କରି…

କରୋନା ବିଷୟରେ କହିବ ରିଷ୍ଟ ବ୍ୟାଣ୍ଡ୍‌, ଆଇଆଇଟି ମାଦ୍ରାସ ପୂର୍ବ ଛାତ୍ରଙ୍କ କମାଲ୍‌ ଉଦ୍ଭାବନ, ମୂଲ୍ୟ ମାତ୍ର ୩୫୦୦…

ମାଦ୍ରାସ : କରୋନା ମହାମାରୀ ଲଢ଼େଇରେ କମାଲ କରି ଦେଖାଇଛନ୍ତି ମାଦ୍ରାସ ଆଇଆଇଟି ପୂର୍ବ ଛାତ୍ର । ସେମାନେ କରୋନା ଲକ୍ଷଣ ବିଷୟରେ ସୂଚନା ଦେବା ପାଇଁ ଏପରି ଏକ ରିଷ୍ଟ ବ୍ୟାଣ୍ଡ୍‌ ପ୍ରସ୍ତୁତ କରିଛନ୍ତି । ଯାହାକୁ ହାତରେ ବାନ୍ଧିବା ଦ୍ୱାରା ପ୍ରାଥମିକ ସ୍ତରରେ କରୋନା ସଂକ୍ରମଣ ସମ୍ପର୍କରେ ଖବର…

ସକାଳର ଏକ୍ସରସାଇଜ୍‌ ପରେ ଜାଣନ୍ତୁ କ’ଣ ଖାଇବା ଜରୁରୀ, ଏହି ୪ଟି ଜିନିଷ ଆପଣଙ୍କ ଶରୀରକୁ ଦେବ ଅଦ୍ଭୁତ ଫାଇଦା

କଥାରେ ଅଛି ସ୍ୱାସ୍ଥ୍ୟ ଠିକ୍‌ ଥିଲେ ସବୁ ଠିକ୍‌ । ସ୍ୱାସ୍ଥ୍ୟ ଯଦି ବିଗିଡ଼େ ଦୁନିଆଟା ବିଷ ପରି ଲାଗେ । ଅଧିକାଂଶ ଲୋକେ ଏବେ ସ୍ୱାସ୍ଥ୍ୟ ସଚେତନ୍‌ ହେଲେଣି । ସକାଳୁ ଚାଲିବା ହେଉ ବା ଦୈାଡ଼ିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ସକାଳୁ ଏହି ବ୍ୟାୟାମ(ଏକ୍ସରସାଇଜ୍‌) ପରେ ଉପଯୁକ୍ତ…

ଚୀନ୍‌ର ନୂଆ ଚାଲ୍‌, ସୀମା ସଂଘର୍ଷ‌ ସମୟରେ ହିମାଚଳ ସୀମାରେ ତିଆରି କଲା ୨୦ କି.ମି ରାସ୍ତା

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ସୀମା ସଂଘର୍ଷ ମଧ୍ୟରେ ଚୀନ୍‌ ପୁଣି ଥରେ ଭାରତକୁ ଧୋକା ଦେଇଛି । ଗୋଟିଏ ପଟେ ସୀମା ଉତ୍ତେଜନା ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଚୀନ୍‌ ପୁଣି ଥରେ ତା’ର ଧୋକାବାଜିର ନମୂନା ଦେଖାଇଛି । ଚୀନ୍‌ ଏବେ ପୁଣି ହିମାଚଳର କିନ୍ନୋର…

ଲୋନ୍ ପାଇଁ ଗଲେ ଚା’ ଦୋକାନୀ, ବ୍ୟାଙ୍କ କର୍ତ୍ତୃପକ୍ଷ କହିଲେ ତୁମ ନାଁରେ ୫୦ କୋଟିର ଲୋନ୍ ରହିଛି ଆଗେ ପଇଠ କର

ଚା’ ଦୋକାନୀଙ୍କ ନାମରେ ୫୦ କୋଟିର ଲୋନ୍‌ । ଶୁଣି ଚକିତ ହୋଇଯାଇଥିବେ ନିଶ୍ଚୟ । ନିଜର ଛୋଟ ଚା’ ଦୋକାନ ପାଇଁ ଏକ ଲୋନ୍‌ ଆବେଦନ କରିଥିଲେ ଏହି ଦୋକାନୀ । ବ୍ୟାଙ୍କ୍‌କୁ ଯେତେବେଳେ ଲୋନ୍‌ ପାଇଁ ଯାଆନ୍ତି, ତାଙ୍କ ନାମରେ ୫୦ କୋଟିର ଲୋନ୍‌ ଥିବାରୁ ତାଙ୍କୁ ଲୋନ୍‌ ଦିଆଯାଇ ପାରିବନି ବୋଲି…

କରୋନାର ସ୍ୱଦେଶୀ ଭ୍ୟାକ୍‌ସିନ୍‌ ଟ୍ରାଏଲ ଡୋଜ୍‌ ନେବା ପରେ କ’ଣ ଥିଲା ଲୋକଙ୍କ ଅନୁଭୂତି, ଜାଣନ୍ତୁ ଏବେ କେମିତି ଅଛନ୍ତି…

ଚଣ୍ଡିଗଡ଼ : କରୋନାର ସ୍ୱଦେଶୀ ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ ଇତିମଧ୍ୟରେ ସମାପ୍ତ ହୋଇଛି । ଭାରତରେ କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ରେ ଭାଗ ନେବାକୁ ବହୁ ସ୍ୱେଚ୍ଛାକୃତ ଭଲ୍ୟୁଣ୍ଟରମାନେ ଆଗେଇ ଆସିଥିଲେ । ସେମାନଙ୍କ ଭିତରୁ ଯେଉଁ କେତେଜଣଙ୍କୁ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌…

ଯୁବତୀଙ୍କ ଗର୍ଭରେ ମଣିଷ ନୁହେଁ ବଢ଼ୁଛି ଘୋଡ଼ା ଛୁଆ, କାରଣ ଜାଣିଲେ ଲାଜରେ ପଡ଼ିଯିବେ ଲାଲ୍‌

ମଞ୍ଚେଷ୍ଟର : ବେଳେ ବେଳେ ଏପରି ଖବର ନଜରକୁ ଆସିଥାଏ ଯାହାକୁ ବିଶ୍ୱାସ କରି ହୁଏନି । ଯୁବତୀଙ୍କ ପେଟରେ ଘୋଡ଼ା ଛୁଆ ବଢ଼ୁଥିବା କଥା ଶୁଣିଲେ ଯେ କେହି ଚକିତ ହୋଇଯିବା ସ୍ୱାଭାବିକ୍‌ । ହଁ, ଆଜ୍ଞା ଏମିତି ସମ୍ଭବ ହୋଇଛି ଇଂଲଣ୍ଡର ମଞ୍ଚେଷ୍ଟରରେ । ୨୪ ବର୍ଷ ବୟସର ଏହି ଯୁବତୀ ଜଣକ କେବେ ବି…

ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍‌ ୨ ଓ ଫେଜ୍‌ ୩ ହ୍ୟୁମାନ୍‌ ଟ୍ରାଏଲ୍‌ରେ ପହଞ୍ଚିଛନ୍ତି । ତେବେ ଭାରତ ଏଥିରେ ଆଗରେ ଥିବା ଜଣାଯାଇଛି । ଭାରତରେ କରୋନା…