Below header

ଲଣ୍ଡନର ନିଲାମ କେନ୍ଦ୍ରରେ ବିକ୍ରି ପାଇଁ ରହିଛି ଚନ୍ଦ୍ରର ଅଂଶ, ୧୩.୫ କିଲୋକୁ ୧୯ କୋଟି ଟଙ୍କା

ଲଣ୍ଡନ : ବ୍ରିଟେନ୍‌ର ଲଣ୍ଡନ ସହରରେ ବିକ୍ରି ହେଉଛି ଚନ୍ଦ୍ରର କ୍ଷୁଦ୍ର ଅଂଶ । ଏହାର ଓଜନ ୧୩.୫ କିଲୋ ଥିବାବେଳେ ମୂଲ୍ୟ ରଖାଯାଇଛି ଦୁଇ ମିଲିୟନ୍‌ ପାଉଣ୍ଡ (ପ୍ରାୟ ୧୯ କୋଟି ଟଙ୍କା) । ଲଣ୍ଡନ୍‌ ସ୍ଥିତ ଏକ ନିଲାମ ଘରେ ଏହାକୁ ନିଲାମ ପାଇଁ ରଖାଯାଇଛି । କୁହାଯାଉଛି ଚନ୍ଦ୍ର ପୃଷ୍ଠରେ ଏକ…

ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ୪୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୧୩୦୦ ଉପରେ

ନୂଆଦିଲ୍ଲୀ : ଭାରତରେ କରୋନା ସଂକମଣ ସଂଖ୍ୟା ବୃଦ୍ଧି ପାଇ ୪୦,୨୬୩ରେ ପହଞ୍ଚିଛି । ମୋଟ କରୋନା ମୃତ୍ୟୁ ୧୩୦୭ରେ ପହଞ୍ଚିଥିବା ବେଳେ ୧୦,୮୮୭ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ମଇ ୩ ତାରିଖ ରବିବାର ସୁଦ୍ଧା ୨୪୮୭ ନୂଆ ମାମଲା ଆସିଥିବା ବେଳେ କରୋନାରେ ୮୭ ଜଣଙ୍କର ମୃତ୍ୟୁ ହୋଇଥିବା…

ହଲିଉଡ୍‌ ଷ୍ଟାର୍‌ ଜନ୍‌ ସିନା ସୋସିଆଲ୍‌ ମିଡିଆରେ ସେୟାର କଲେ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ଫଟୋ

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ପରେ ଡବ୍ଲ୍ୟୁଡବ୍ଲ୍ୟୁଇ ଚମ୍ପିଆନ୍‌ ତଥା ହଲିଉଡ୍‌ ଅଭିନେତା ଜନ୍‌ ସିନା ଦିବଙ୍ଗତ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିପାଇଁ ଜନ୍‌ ସୋସିଆଲ୍‌ ମିଡିଆର ସହାୟତା…

ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ ଫେଲ୍‌ ହେଲେ ଖାତାଧାରୀଙ୍କୁ ବ୍ୟାଙ୍କ୍‌ ଦେବ ଶହେ ଟଙ୍କା ଜରିମାନା : ଜାଣନ୍ତୁ…

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ନିୟମ ଅନୁସାରେ ବ୍ୟାଙ୍କ୍‌ ଯଦି ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ ଫେଲ୍‌ କରେ ତେବେ ଏକାଉଣ୍ଟ ହୋଲ୍ଡର(ଖାତାଧାରୀ)ଙ୍କୁ ୧୦୦ ଟଙ୍କା ଜରିମାନା ଦେବକୁ ପଡ଼ିଥାଏ । ଅନ୍‌ ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ କାରବାରରେ ଅଧିକାଂଶ ସମୟ…

କରୋନା ମାଡ଼ : ଦେଶର ସବୁଠୁ ଧନୀ ତିରୁପତି ବାଲାଜୀ ମନ୍ଦିରରୁ ୧୩୦୦ କର୍ମଚାରୀଙ୍କୁ ବିଦା କଲା ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଦେଶର ସବୁ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଛି । କରୋନା ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିନାହିଁ । ଏହାର ପ୍ରଭାବ ମନ୍ଦିର ଉପରେ ବି ପଡ଼ିଛି । ଆନ୍ଧ୍ରପ୍ରଦେଶରେ ଭଗବାନ ଭେଙ୍କଟେଶ୍ୱରଙ୍କ ତିରୁପତି ବାଲାଜି ମନ୍ଦିର ଉପରେ ମଧ୍ୟ ଏହାର ପ୍ରଭାବ…

ଭାରତର ଶେଷ ଭାଗରେ ଥିବା ଏମିତି ଏକ ଗାଁ, ଯେଉଁଠି ଆଜି ବି ମହାଭାରତ ସମୟର ଏକ ପୋଲ ଦେଖିବାକୁ ମିଳେ

ଭାରତରେ ଏମିତି ଅନେକ ଗାଁ ଅଛି ଯେଉଁଠି କିଛି ନା କିଛି ପୈାରାଣିକ ରହସ୍ୟ ଜଡ଼ିତ ହୋଇ ରହିଛି । ଏମିତି ଏକ ଗାଁ ଅଛି ଉତ୍ତରାଖଣ୍ଡରେ । ଯାହାକୁ ଉତ୍ତରାଖଣ୍ଡର ଶେଷ ଗାଁ ବା ହିନ୍ଦୁସ୍ତାନର ଶେଷ ଗାଁ ବୋଲି କୁହାଯାଉଛି । ଏହି ଗାଁ ପବିତ୍ର ବଦ୍ରିନାଥ ପୀଠ ଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ ।…

ବିଧାୟକଙ୍କ ଗନ୍‌ ମ୍ୟାନ୍‌ ନାମରେ ଥାନାରେ ମାମଲା, ୧୦ ବର୍ଷର ବାଳିକାକୁ କରିଥିଲେ ଦୁଷ୍କର୍ମ

ଆଜମଗଡ଼ : ଦେଶରେ ଆଇନ ଯେତେ କଠିନ ହେଲେ ବି ଦୁଷ୍କର୍ମ ମାମଲା କମିବାର ନାମ ଧରୁନି । ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାରେ ଜଣେ ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ନାମରେ ଦୁଷ୍କର୍ମ ମାମଲା ଦାୟର ହୋଇଛି । ୨୭ ଏପ୍ରିଲ ରାତିରେ ୧୦ ବର୍ଷର ଝିଅଟିକୁ ଦୁଷ୍କର୍ମ କରିବା ପରେ ଧମକ ଦେଇ ଚାଲିଯାଇଥିଲେ ।…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ କହିଲେ, ଶାସନ ହଡ଼ପ କରିବାକୁ ଚେଷ୍ଟା କରନି

ପଶ୍ଚିମବଙ୍ଗ : କରୋନା ଭାଇରସ୍‌ ସଙ୍କଟ ସମୟରେ ରାଜ୍ୟପାଳ ତାଙ୍କର ଶାସନ ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଗତ ସପ୍ତାହରେ ରାଜ୍ୟପାଳ ଦୁଇଟି ପତ୍ର ପଠାଇଥିଲେ, ଯାହାର ପ୍ରତିକ୍ରିୟାରେ…

ଜାପାନର ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକଙ୍କ ଦାବି : କରୋନା ଭାଇରସ ପ୍ରାକୃତିକ ନୁହେଁ, ଚାଇନା କୃତ

ଟୋକିଓ : ଚୀନ୍‌ ସୃଷ୍ଟ କରୋନା ଭାଇରସ ପ୍ରାକୃତିକ ନୁହେଁ ବରଂ ମାନବକୃତ ବୋଲି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ଜାପାନ ବୈଜ୍ଞାନିକ ପ୍ରଫେସର ଡା. ତାସୁକୁ ହୋଞ୍ଜା ଦାବି କରିଛନ୍ତି । ସେ କହିଛନ୍ତି ଏହା ପ୍ରାକୃତିକ ହୋଇଥିଲେ ସାରା ବିଶ୍ୱରେ ଏଭଳି ହାହାକାର ସୃଷ୍ଟି କରି…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ : ବିଶ୍ୱର ଜଣେ ବି ଶାକାହାରୀ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଥିବା ଦେଖିବାକୁ…

ମାଂସାହାରୀଙ୍କ ଠାରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । ବର୍ତ୍ତମାନ ବିଶ୍ୱର କରୋନା ଛବିକୁ ଅନୁଶୀଳନ କଲେ ମାଳିକା ବଚନ କ’ଣ ସତ ହେବ ବୋଲି ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି । ସାରା ବିଶ୍ୱ ଏବେ ସନାତନ ସଂସ୍କୃତିକୁ ଆପଣେଇ…

ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ : କରୋନା ସଂକ୍ରମିତ ଜାଣି ବି ବିକୁଥିଲେ ଭେଜ୍‌ ବିରିୟାନୀ, ଅନ୍ୟ ଜଣେ କ୍ଷୀର

ମେରଠ : ଲଗାତାର ମେରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ଏପଟେ ଠେଲାରେ ବିରିୟାନୀ ବିକୁଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକୁଥିବା ବ୍ୟକ୍ତି ମଧ୍ୟ କରୋନା ପଜେଟିଭ ମିଳିଛନ୍ତି ।…