ସୁନୀଲ ନାଇକ ହତ୍ୟା ଘଟଣାରେ ଦୁଇ ଗିରଫ

ପାଟପୁର ଥାନା ବୃନ୍ଦାବନପୁରରେ ଯୁବକ ସୁନୀଲ ନାଇକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

ବ୍ରହ୍ମପୁର : ପାଟପୁର ଥାନା ବୃନ୍ଦାବନପୁରରେ ଯୁବକ ସୁନୀଲ ନାଇକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ପୁରୁଣା ବିବାଦରୁ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି l ଗତକାଲି ଗାଁ ନିକଟ ଜଙ୍ଗଲରୁ ଶବ ଉଦ୍ଧାର କରିଥିଲା ପୋଲିସ । ହତ୍ୟାରେ ବ୍ୟବହୃତ ଏକ ଟାଙ୍ଗିଆକୁ ମଧ୍ୟ ଜବତ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.