କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା, କାଉନସେଲିଂ କରୁଛନ୍ତି ଏସଡିଜେଏମ

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି ।

କଟକ : କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରୁଛନ୍ତି। ଉଭୟ ବର୍ଷା ଓ ଅନୁଭବ ମଧ୍ୟାହ୍ନ ଭୋଜନ ପାଇଁ ବାହାରି ଯାଇଛନ୍ତି।

କନସିଲେସନ ପାଇଁ ଡକାଇଥିଲେ ଏସଡିଜେଏମ କୋର୍ଟ। ଗତ ୨୨ ତାରିଖରେ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ କଟକ ପରିବାର ଅଦାଲତ ।

ଅନୁଭବଙ୍କ ସହ ପୁଣି ଏକାଠି ରହିବା ପାଇଁ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଛେଦ ପାଇଁ ଉଦ୍ୟମ କଲେ ଆଇନ ଏଥିପାଇଁ ଅନୁମତି ଦେବ ନାହିଁ ବୋଲି ମାମଲାର ରାୟ ପ୍ରକାଶ କରି ପରିବାର ଅଦାଲତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.