Below header

କିସ୍ ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଉଦଘାଟିତ

କିସ୍ ଶ୍ରୀ ବାଣୀକ୍ଷେତ୍ର ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଆଜି ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ଇଂ ରମେଶ ଚନ୍ଦ୍ର ବେହେରା, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ପଣ୍ଡିତ ପ୍ରବୋଧ ମିଶ୍ର ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବେଦାଧ୍ୟାୟିଙ୍କ ବେଦ ଉଚ୍ଚାରଣ ସହ ଏହି ବେଦ ପାଠଶାଳା ଉଦଘାଟିତ ହୋଇଥିଲା।

ଭୁବନେଶ୍ୱର (କେନ୍ୟୁଜ): କିସ୍ ଶ୍ରୀ ବାଣୀକ୍ଷେତ୍ର ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଆଜି ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ଇଂ ରମେଶ ଚନ୍ଦ୍ର ବେହେରା, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ପଣ୍ଡିତ ପ୍ରବୋଧ ମିଶ୍ର ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବେଦାଧ୍ୟାୟିଙ୍କ ବେଦ ଉଚ୍ଚାରଣ ସହ ଏହି ବେଦ ପାଠଶାଳା ଉଦଘାଟିତ ହୋଇଥିଲା।

kiit

ଶ୍ରୀ ସାମନ୍ତଙ୍କ ପ୍ରୟାସକ୍ରମେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଗରିବ ବ୍ରାହ୍ମଣ ପିଲାଙ୍କୁ ଆଣି ଏଠାରେ ସାଧାରଣ ପାଠ୍ୟକ୍ରମରେ ଶିକ୍ଷାଦାନ ସହ ବେଦ ବେଦାନ୍ତ ଅଧ୍ୟୟନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଗବେଷଣା କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ଅବସରରେ ଧର୍ମ ପୁସ୍ତକ ଉନ୍ମୋଚନ ସହ ବେଦାଧ୍ୟାୟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.