ଓଡ଼ିଶାକୁ ଘାରିଛି ଭୂମିକମ୍ପର ଭୟ, NDMA ଅନୁସାରେ ରାଜ୍ୟର ୧୫ ଜିଲାକୁ ରହିଛି ଭୂମିକମ୍ପ ବିପଦ

ଓଡ଼ିଶାକୁ ଘାରିଛି ଭୂମିକମ୍ପର ଭୟ । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ -NDMA ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍ ହାଜାର୍ଡ ଜୋନିଂ ଆଟଲାସ ଅଫ୍ ଇଣ୍ଡିଆ-୨୦୧୬ ତଥ୍ୟ ଅନୁସାରେ ଓଡ଼ିଶା ଭୂକମ୍ପ ପ୍ରବଣ ରାଜ୍ୟ ।…

୨୦୨୪ରେ ଦେଶରେ ଏକକ ନିର୍ବାଚନ ସମ୍ଭବ ନୁହଁ : ଲ କମିଶନ

୨୦୨୪ରେ ଦେଶରେ ଏକକ ନିର୍ବାଚନ ସମ୍ଭବ ନୁହଁ। ଅର୍ଥାତ ୨୦୨୪ରେ ଏକ ସଙ୍ଗେ ଲୋକସଭା ସହ ସବୁ ରାଜ୍ୟ ବିଧାନସଭା ନିର୍ବାଚନ ହେବ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୪ ବେଳକୁ ୱାନ ନେସନ ୱାନ୍ ଇଲେକ୍ସନ ସମ୍ଭବ ନୁହଁ ବୋଲି ଲ କମିଶନଙ୍କ ତରଫରୁ କୁହାଯାଇଛି। ୱାନ ନେସନ…

ରେପ ସିନ୍‌ ସୁଟିଂ ବେଳେ ଖଳନାୟକ ଯେବେ ରବୀନା ଟଣ୍ଡନଙ୍କୁ ଭୁଲରେ କରିଦେଇଥିଲେ କିସ୍‌, ଜାଣନ୍ତୁ କ’ଣ କରିଥିଲେ…

ରବୀନା ଟଣ୍ଡନ ବଲିଉଡରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମ କ୍ୟାରିଅର ଭିତରେ ରବୀନା ବହୁ ହିଟ୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନ କିଣିପାରିଛନ୍ତି । ହେଲେ ପ୍ରଥମରୁ ସେ ଫିଲ୍ମରେ ‘ନୋ କିସିଂ’ ପଲିସ ଆପଣେଇ ଆସିଛନ୍ତି । ରବୀନା କେବେ ତାଙ୍କ ଅଭିନୟ ମଧ୍ୟରେ କିସ୍‌…

ଉଜ୍ଜୟନୀ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୀଡିତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିଲେ ମହାକାଳ ପୋଲିସ…

ଭୋପାଳ : ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଛାଡିଦେଇ ଯିବା ଓ ପୀଡିତା ଜଣକ ଦୀର୍ଘ ସମୟ ଧରି ରାସ୍ତାରେ ଉଲଗ୍ନ ହୋଇ ବୁଲିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଦୁଷ୍କର୍ମ ପୀଡିତା ନାବାଳିକାର ଏପରି ଅବସ୍ଥାରେ ସହାୟତା କରିବାକୁ ଜଣେ ପୋଲିସ କର୍ମଚାରୀ ଆଗେଇ ଆସିଛନ୍ତି ।…

ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଶାଶୂ, ଶ୍ୱଶୁର ଓ ଜ୍ୱାଇଁ

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର ଗେଟ୍ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଶାଶୂ, ଶ୍ୱଶୁର ଓ ଜ୍ୱାଇଁ ଆଖି ବୁଜିଛନ୍ତି । ମୃତକମାନେ ହେଲେ ଘଷିପୁରା ଥାନା କଲାବିଲା ଗାଁ ର ସହଦେବ ବେହେରା ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ…

ତୁଟି ପାରିଲା ନାହିଁ ଏକ ନମ୍ବର ହାଟ ବିବାଦ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ରହିବ ଦୋକାନ

ତୁଟି ପାରିଲା ନାହିଁ ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। କଥା ଅଟକିଲା ଆସନ୍ତା ମଙ୍ଗଳବାରକୁ। ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ। ତାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ସେ ପର୍ଯ୍ୟନ୍ତ ଏହି ହାଟର ବିଭିନ୍ନ…

ଚନ୍ଦକା ଜମି ଦୁର୍ନୀତି ମାମଲାରେ ୨ ଗିରଫ

ଭୁବନେଶ୍ବର ସ୍ଥିତ ଚନ୍ଦକା ଜମି ଦୁର୍ନୀତି ମାମଲାରେ ସୁଶୀଳା ପଟ୍ଟନାୟକ ଓ ଅରୁପ ହାଲଦାର ଗିରଫ। ସୁଶୀଳା ଅଭିଯୋଗକାରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ନା କହି ଜମି ବିକ୍ରି କରିଥିଲେ। ସୁଶୀଳା ଙ୍କ ଘର ଚୌଦ୍ଵାର ଅଞ୍ଚଳରେ । ଅରୂପ ଘର ନିରାକାରପୁର ଅଞ୍ଚଳରେ। ଏନେଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ ଏସପି…

ଭିଜିଲାନସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପଡ଼ିଲେ ଧରା

ଭିଜିଲାନସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର । ରାୟଗଡ଼ା ଜନସ୍ବାସ୍ଥ୍ୟ ଡିଭିଜନର ଆସିଷ୍ଟାଣ୍ଟ ଇଂଜିନୟର ତଥା ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ ସ ହାତରେ ଧରାପଡ଼ିଛନ୍ତି । କଣ୍ଟ୍ରାକ୍ଟର ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ପାଇଁ…

କଂସାଇକୁ ଗାଇ ବିକିବା ଟିପ୍ପଣୀ.., ମେନକା ଗାନ୍ଧୀଙ୍କ ଉପରେ ଇସ୍କନ କଲା ୧୦୦ କୋଟି ଟଙ୍କାର ମାନହାନି ମାମଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ମେନକା ଗାନ୍ଧୀଙ୍କ ଉପରେ ଇସ୍କନ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛି । ମେନକା ଗାନ୍ଧୀ ଇସ୍କନ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ କୋଲକାତା ଇସ୍କନ ମେନକାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି । ଇସ୍କନର…

ଭିକାରୀ ଓ ପକେଟମାର ଚାଲାଣ କରି ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନ, ଇରାକ ଜେଲରେ ୯୦ ପ୍ରତିଶତ ଅଟକ

ସୀମାପାର ଆତଙ୍କବାଦ ଓ ଗଧ ରପ୍ତାନୀ କରି ଚର୍ଚ୍ଚାରେ ଥିବା ପାକିସ୍ତାନ, ଏବେ ଭିକାରୀ ଓ ପକେଟମାର ଚାଲାଣ କରି ପୁଣି ଥରେ ଚର୍ଚ୍ଚାରେ। ପଶ୍ଚିମ ଏସୀୟ ଦେଶଗୁଡିକରେ ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା ବଢି ଚାଲିଛି। ସାଉଦୀ ଆରବ ଓ ଇରାକ ଜେଲରେ ଅଟକ ୯୦ ପ୍ରତିଶତ ଭିକାରୀ ପାକିସ୍ତାନର ନାଗରିକ…

ନୀତୀଶଙ୍କୁ ନେଇ ଚର୍ଚ୍ଚା ଜୋର, ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ ?

ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ? ଏ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବିହାର ରାଜନୀତି ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇ ପଡିଥିବା ବେଳେ ଜେଡିୟୁ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନୀତିଶ ବିଜେପି ଆଡକୁ ଢଳୁଥିବା ଖବର ବିଜେପି ହିଁ ପ୍ରସାର କରୁଛି। ଏପରି…

ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ : ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ

ୟୁକ୍ରେନ୍ ଯେତେ ଶକ୍ତିଶାଳୀ ହେବ ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ । ଆଜି କିଭ୍ ଗସ୍ତ ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲନିସ୍କଙ୍କୁ ଭେଟି ଏହା କହିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ । ୟୁକ୍ରେନ ନିଜର ପରିବାର, ନିଜର ଭବିଷ୍ୟତ, ନିଜର ସ୍ବାଧୀନତା ପାଇଁ ଲଢୁଛି…