ବରମୁଣ୍ଡା ଗାଁ ପୋଖରୀରେ ବୁଡି ଛାତ୍ର ମୃତ୍ୟୁ

ଭୁବନେଶ୍ୱର : ବରମୁଣ୍ଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଛାତ୍ର ଜଣକ ହେଲେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ । ଓଁମ ଅଷ୍ଟମ ଶ୍ରେଣୀରେ ପଢନ୍ତି । ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର…

ଘାଟିରେ ଓଲଟିଲା ମିନି ବସ୍, ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ମୋହନା ଲଦିଗୁଡା ଗାଁରୁ ଅଡବା ଆସୁଥିବା ବେଳେ କୁଡୁକିମାଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ମହିଳା ଏଏସଆଇଙ୍କ ମୃତ୍ୟୁ ନେଇ ବଢୁଛି ରହସ୍ୟ, ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

ଡ୍ୟୁଟି ସମୟରେ ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ରହସ୍ୟ । ଗତକାଲି ରାଉରକେଲା ଉଦିତନଗର ଥାନା ASI ଏ. ଏନ୍. ଲୁଗୁନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଖବର ଶୁଣି ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ ମହିଳା ଏଏସଆଇ। ସେଠାରେ…

ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ଲଘୁଚାପ, ଆହୁରି ୩ ଦିନ ଭିଜିବ ଓଡ଼ିଶା

ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ବବର୍ତ୍ତୀ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ୩ ଦିନ ଭିଜିବ ଓଡ଼ିଶା । ଆଜି ବି ଅଧିକାଂଶ ସ୍ଥାନରେ ପ୍ରବଳ ଓ କିଛି ସ୍ଥାନରେ ମୂଷଳଧାରାରେ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ…

ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ପଦରୁ ସୌମ୍ୟ ରଂଜନଙ୍କ ଇସ୍ତଫା, ତନୟା ପଟ୍ଟନାୟକ ହେଲେ…

କେନ୍ୟୁଜ(ବ୍ୟୁରୋ) : ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଦୈନିକ ଖବରକାଗଜ ‘ସମ୍ବାଦ’ ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ଆଜି ‘ସମ୍ବାଦ’ ର…

 କରଞ୍ଜିଆ ବନ ଖଣ୍ଡରେ ଥମୁନି ହାତୀ ଉପଦ୍ରବ, ହାତୀପଲରେ ଅଛନ୍ତି ୩୭ଟି ହାତୀ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । କିଛି ଦିନ ହେଲାଣି ହାତୀପଲ ବିଭିନ୍ନ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୭ ଟି ହାତୀ । ହାତୀପଲ ଯୋଗୁଁ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ହାତୀ ପାଇଁ…

ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର : ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁ ରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ କୁମ୍ଭୀର ଉଦ୍ଧାର କଲା ବନବିଭାଗ। ଉଦ୍ଧାର କୁମ୍ଭୀରକୁ ବାଉଁଶଗଡ ନଦୀରେ ଛଡାଯାଇଥିବା ନେଇ ବନବିଭାଗର ସୂଚନା ଦେଇଛି…

ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ

ଯାଜପୁର : ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ- ପାରାଦ୍ବୀପ ଜାତୀୟ ରାଜପଥର କଣ୍ଟିଗଡିଆ ଛକ ନିକଟରେ। ସୂଚନା ମୁତାବକ, ଗତକାଲି ରାତିରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକ ଜଣକ ବିହାର ଅଞ୍ଚଳର ଡ୍ରାଇଭର ଜିତେନ୍ଦ୍ର ରାୟ ବୋଲି…

କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର

କେନ୍ୟୁଜ୍(ବ୍ୟୁରୋ): ସୁନା କିଣିବାକୁ ମନ ବଳାଇଥିଲେ ଆଜି ହିଁ କିଣି ଅଣାନ୍ତୁ । ଗତକାଲି ଅପେକ୍ଷା ଆଜି କିଛି ମାତ୍ରାରେ କମିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୮୭ ୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୭,…

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ, ଆଜି କେତେ ରହିଛି ତେଲ ଦର

କେନ୍ୟୁଜ୍(ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତେଲ ଦରରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି…

ପୃଥବୀର ପ୍ରଭାବକ୍ଷେତ୍ରରୁ ବାହାରିଲା ଆଦିତ୍ୟ ଏଲ୍ -୧, ପ୍ରଥମ ଥର ଏହା କରିବାରେ ଇସ୍ରୋ ସଫଳ

ପୃଥବୀର ପ୍ରଭାବକ୍ଷେତ୍ରରୁ ବାହାରିଲା ଆଦିତ୍ୟ ଏଲ୍ -୧। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍ -୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି । ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ ଆଡକୁ ଅଗ୍ରସର ହେଉଛି ।…

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୩ ହଜାର ୫ ଶହ କୋଟି ଟଙ୍କାର ପ୍ରକଳ୍ପ କଲେ ଉଦଘାଟନ

ଆଜି ତେଲେଙ୍ଗାନାରେ ୧୩ ହଜାର ୫ ଶହ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡକ, ସଂଯୋଗୀକରଣ, ଶକ୍ତି, ରେଳବାଇ ଆଦି ପ୍ରକଳ୍ପ ସାମିଲ ରହିଛି। ଏହାସହିତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ୯ ଶହ…