Below header

ଅବକାରୀ ବିଭାଗର ଚଢ଼ାଉ, ୩୦୦ ଶହ ଲିଟର ଦେଶୀ ମଦ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ କରାଯାଇଛି। ଅନେକ ଦିନ ହେଲା ଆଠଗଡ଼ ଅବକାରୀ ବିଭାଗକୁ ଚକମା ଦେଇ ଆସୁଥିବା କୁଖ୍ୟାତ ମଦ ମାଫିଆ ପରମାନନ୍ଦ ସାହୁ ଓରଫ୍ ପରୀଆକୁ ଗିରଫ କରିବା ସହିତ ତାଙ୍କ ଘରୁ ୩୦୦ ଶହ ଲିଟର ରନ୍ଧା ଚୋରା ଦେଶୀ ମଦ ୧୮୯୦…

ଭତ୍ତା ଟଙ୍କା ଧରି ଦୌଡିଲେ ଯୁବକ, ଥାନାରେ ଏତଲା ପରେ ତଦନ୍ତ ଜାରି

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଶାଳଦେଇ ଗ୍ରାମପଞ୍ଚାୟତରେ ଚାଲିଥିଲା ଭତ୍ତା ବଣ୍ଟନ। ପଞ୍ଚାୟତ ଜିଆରଏସ ଅଶୋକ ସାହୁ ୨ ଲକ୍ଷ ୪ ହଜାର୬ ଶହ ଟଙ୍କା ଉଠାଇ ୯୭ ଜଣକୁ ଭତ୍ତା ବଣ୍ଟନ କରିସାରିଥିବା ବେଳେ ଅଚାନକ ଗାଁର ନୀଳମଣି ଦଳେଇ ନିଶାଶକ୍ତ ଭାବେ ପହଞ୍ଚି ବ୍ୟାଗରେ ଥିବା ୧ଲକ୍ଷ ୩…

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର ଏକ ଦମ୍ପତି ୨୦ତାରିଖରେ ଭୁବନ ଆସିଥିଲେ।…

ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ, ୬ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ

ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ ହୋଇଛି। ଇଡି ମହାଦେବ ଅନଲାଇନ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଏହି ବେଟିଂ ଆପ୍ ଦ୍ୱାରା ପ୍ରାୟ ୬ ହଜାର କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଇଡି ୪୧ କୋଟି…

ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର, ଦୁଇ ନକ୍ସଲଙ୍କ ମୃତ୍ୟୁ

ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର। ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଶନିବାର ସକାଳ ୮ଟା ବେଳେ କୋୟଲିବେଡା ଥାନା ଅନ୍ତର୍ଗତ ଜଙ୍ଗଲରେ ଡିଆରଜି ଜୱାନଙ୍କ ସର୍ଚ୍ଚ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଥିଲା।…

ଜୁଆ ଆଡ୍ଡା ଉପରେ ଚଢ଼ଉ, ୬ ଜୁଆଡି ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ଉ। ହିଞ୍ଜିଳି ଥାନା ଅଧୀନ ଆଙ୍କୋରଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇଁ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ନଗଦ ୧୩ ହଜାର ୪୦୦ ଟଙ୍କା,ମୋବାଇଲ ଫୋନ୍ ଓ ତାସ ଜବତ ହୋଇଥିବା…

ଏଣିକି ନନ୍ଦନକାନନରେ ପର୍ଯ୍ୟଟକ କାଟିପାରିବେ ହ୍ବାଟସ୍ଆପ୍ ଜରିଆରେ ଟିକେଟ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନ ଗଲେ ଟିକେଟ ପାଇଁ ଆଉ ଧାଡିରେ ଛିଡା ହେବାକୁ ପଡିବନି । ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ । ତାହା ପୁଣି ଗୋଟିଏ ମିନିଟରେ । ହ୍ବାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ କରିହେବ । କେବଳ ସ୍କାନ ନୁହେଁ…

ରମାଦେବୀରେ ରାଗିଂ ଅଭିଯୋଗ, କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ

ଭୁବନେଶ୍ୱର : ର‍୍ୟାଗିଂ ଯୋଗୁ ବହୁ ପିଲାଙ୍କ ଜୀବନ ବରବାଦ ହେଉଛି । ଏଥିପାଇଁ ସରକାରଙ୍କ ଆଭିମୁଖ୍ୟ ମଧ୍ୟ କଡ଼ା ଅଛି । ର‍୍ୟାଗିଂ କରୁଥିବା ପିଲାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯୋଗୁ ପିଲାଙ୍କ ସାହସ ବଢ଼ୁଛି । ଏଥିପାଇଁ କଡ଼ା ପ୍ରଶାସନିକ ଆଭିମୁଖ୍ୟ ରହିବା ଦରକାର ।…

୫୦ ବର୍ଷରୁ ଶୁଖିଲା ପଡିଥିବା କୂଅରେ ରାତାରାତି ଆସିଲା ପାଣି, ନବରାତ୍ରର ଚମତ୍କାର କହି ପୂଜା ପାଠ ଆରମ୍ଭ

କାନପୁର : ଯେବେ କିଛି ଅସମ୍ଭବ କଥା ସମ୍ଭବ ହୋଇଯାଏ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଥାନ୍ତି । ଏମିତି ଏକ ଚମତ୍କାର ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଏକ ୫୦ ବର୍ଷର ପୁରୁଣା କୂଅରେ ହଠାତ୍‌ ପାଣି ପୁରି ଉଠିଛି । ଲୋକେ ଏହାକୁ ଦେଖି କେବଳ ଯେ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି,…

ବୈତରଣୀରୋଡ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

ଯାଜପୁର ରୋଡ଼ : ପୂର୍ବତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳ ଷ୍ଟେସନରେ ସ୍ୱାମୀ-ସ୍ତ୍ରୀଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି ! ମୃତ ଦୁଇ ଜଣ ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିନ୍ହା (୭୩) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିନ୍ହା ବୋଲି ଜଣାଯାଇଛି।…

ଦୁଇ ଛୁଆଙ୍କ ସହ ଟ୍ରେନରୁ ଡେଇଁ ମହିଳା ମୃତ, ଦୁଇ ପିଲା ସୁରକ୍ଷିତ

ଟିଟିଲାଗଡ : ଦୁଇ ଛୁଆଙ୍କ ସହ ଟ୍ରେନରୁ ଡେଇଁ ମହିଳା ମୃତ। ଦୁଇ ପିଲା ସୁରକ୍ଷିତ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ରେଲ ଷ୍ଟେସନରେ ଅଘଟଣ। ଷ୍ଟେସନରେ ଟ୍ରେନରୁ ଡେଇଁ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ଦେଓଗାଁ ଥାନା ଜରାସିଂହା ଗାଁର ଝରଣା ମହାନନ୍ଦ କୌଣସି କାମ ପାଇଁ ନିଜ ଦୁଇ…

ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ, ଏବେ ଠାରୁ ସ୍ୱାଭାବିକ ହେବ ବସ ଚଳାଚଳ

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଧର୍ମଘଟ ସ୍ଥଗିତ ରଖିଲେ ସଂଘ । ଏବେ ଠାରୁ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପ୍ରେସ ମିଟ ଜରିଆରେ କହିଲା ସଂଘ । ଆସନ୍ତା ୨୬ ତାରିଖରେ…