Below header

ଦୁଇ ବାଇକ ଧକ୍କା, ଦୁଇ ମୃତ 

 ମୋହନା :  ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମକାପଦା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି l ମୃତକ ଛେଳିଗଡ଼ ଗ୍ରାମର କାନ୍ହୁ ସାମନ୍ତରା ଏବଂ ଲୁହାଙ୍ଗର ଗ୍ରାମର ରଙ୍ଗନାଥ ଦଳବେହେରା l କାନ୍ହୁ…

୫ ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୫ ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର। ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାରେ ଡ୍ରିଙ୍କ ଫ୍ରମ ଟ୍ୟାପର ଶୁଭାରମ୍ଭ କରାଯାଇଛି।…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜଳେଶ୍ବରପୁର ଗାଁର ଏକ ଚୂଆରୁ ସାପଟିକୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପଟି ଚୂଆ ଭିତରେ ପଶିଥିବା ଦେଖି ସାପକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ବର ବନବିଭାଗ ଘଟଣା ସ୍ଥଳରେ…

ମହାସପ୍ତମୀ ପାଇଁ ମା’ ବିରଜାଙ୍କ ପୀଠ ଚଳ ଚଞ୍ଚଳ

ଯାଜପୁର ଟାଉନ : ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ମହାସପ୍ତମୀ । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ମା' ବିରଜାଙ୍କ ପୀଠ । ମା'ଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଛି । ଭୋରୁ ଶାସନ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମା'ଙ୍କୁ ସ୍ନାନ କରିଥିଲେ । ଏହା ପରେ…

ଗଙ୍ଗାଧର ମେହେର ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲା, ସୁଇସାଇଡ୍ ନୋଟ୍ ଆଧାରରେ ପୋଲିସ ତଦନ୍ତ ଜାରି

ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ। ପୁଅ ଆତ୍ମହତ୍ୟା କରିପାରିବ ନାହିଁ ବୋଲି କହିଲେ ମୃତ ଘନଶ୍ୟାମଙ୍କ ବାପା। ପରୀକ୍ଷା ଦେଇସାରି ହଷ୍ଟେଲ ଫେରିବା ପରେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା।…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯାଜପୁର ଟାଉନ :  ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ଆଡ଼ହକ ପୋକ୍ସୋ କୋର୍ଟ। ୨୦୨୦  ମସିହା ମୁକୁନ୍ଦପୁର ଗ୍ରାମର ଜଚିନ୍ଦ୍ର ନାୟକ କୋରେଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ନଦୀ କୂଳରେ ଦୁଷ୍କର୍ମ କରିଥିଲେ ।…

ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ, ଉଠିପାରେ ଧର୍ମଘଟ

ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଛି। ଷ୍ଟିଅରିଂ କମିଟି ବୈଠକ ପରେ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର…

୪ ହଜାର ବୋତଲ କଫ ସିରଫ ଜବତ, ୬ ଅଭିଯୁକ୍ତ ଗିରଫ

ଵଲାଙ୍ଗିର :  ଵଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ଚଢ଼ାଉ କରି କଫ ସିରପ ଜବତ କରିଛି । ସୋନପୁରରୁ ସମ୍ବଲପୁରକୁ ଵଲାଙ୍ଗିର ଦେଇ ଯାଉଥିବା କଫ ସିରଫ ବୋଝେଇ ଗଡ଼ିଲି ମାଡ଼ି ବସିଛି ଵଲାଙ୍ଗିର ପୋଲିସ । ଗାଡିରେ ଥିବା ୪ ହଜାର ବୋତଲ କଫ ସିରଫ ଜବତ କରିବା ସହ ୬ ଅଭିଯୁକ୍ତ ଗିରଫ କରିଛି ପୋଲିସ  ।…

ବିଦ୍ୟୁତ ଆଘାତରେ ମା-ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର

ବ୍ରହ୍ମପୁର : ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗ୍ରାମରେ ଅଭାବନୀୟ ଘଟଣା l ବିଦ୍ୟୁତ ଆଘାତରେ ହୋଇଛି ମା-ପୁଅଙ୍କ ମୃତ୍ୟୁ l ସୂଚନା ଅନୁଯାଇ ଗ୍ରାମର ଲକ୍ଷ୍ମୀ ପାହାନଙ୍କ ଘର ନିର୍ମାଣ ଚାଲୁଥିବା ବେଳେ ସର୍ଭିସ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ପୁଅ ଜିତୁ ପାହାନ ଓ ମାଆ ନିବାସୀ ପାହାନ ଆସି…

ଗାଜା ହସ୍ପିଟାଲ ଟ୍ରାଜେଡିରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗାଜା ହସ୍ପିଟାଲ ଟ୍ରାଜେଡିରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସଙ୍କ ସହ କଥା ହୋଇ ଶୋକ ପ୍ରକାଶ କରିଛନ୍ତି ମୋଦି। ଗାଜାର ଅଲ ଆହଲି ହସ୍ପିଟାଲରେ ରକେଟ ମାଡ଼ରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାନ ଲୋକଙ୍କ ପାଇଁ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ? ଇସ୍ରାଏଲ-ଗାଜା ସହ ଏହାର କିଛି ସମ୍ପର୍କ ରହିଛି କି ? ଏମିତି କିଛି ପ୍ରସଙ୍ଗରେ ଆବେଗପୂର୍ଣ୍ଣ ପୋଷ୍ଟ କରିଛନ୍ତି । ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ। ସେ କହିଛନ୍ତି ମୋର…

ମୋବାଇଲରେ ଏବେ ରଖିପାରିବେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ

ଖୁବ ଶୀଘ୍ର ଆପଣ ନିଜ ମୋବାଇଲରେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ ରଖିପାରିବେ। ଏ ସମ୍ପର୍କରେ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି ହ୍ୱାଟ୍ସଆପ ପରିଚାଳନାକାରୀ ମେଟା କମ୍ପାନୀର ସିଇଓ ମାର୍କ ଜୁକରବର୍ଗ। ଏହି ବୈଶିଷ୍ଟ୍ୟ ଯୋଗୁଁ ଗୋଟିଏ ସମୟରେ ଦୁଇଟି ଯଥା- ବ୍ୟକ୍ତିଗତ ଓ ଅଫିସିଆଲ ହ୍ୱାଟ୍ସଆପ୍…