୫୭ ବର୍ଷ ପରେ ପୁଣି ହେବ କି ଲାଲ ବହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ? ମୋଦିଙ୍କ ନିକଟରେ ABKM ର ଦାବି

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କର ବିଦେଶରେ ମୃତ୍ୟୁ ହୋଇଥିବା ବେଳେ ଏହାର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଯାଇଛି । ଇତି ମଧ୍ୟରେ ଦୀର୍ଘ ୫୭ ବର୍ଷ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ । ଏବେ ପୁଣି ଥରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ…

ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ, ପାକିସ୍ତାନ ଆର୍ମୀ ମିଡିଆ ୱିଙ୍ଗ ପକ୍ଷରୁ ବିବୃତ୍ତି ଜାରି

ଲଙ୍କାରେ ହରି ନାମ । ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ । ଶୁକ୍ରବାର ୨ଟି ବିସ୍ଫୋରଣରେ ୬୦ ଜଣଙ୍କ ଜୀବନ ଯିବା ପରେ ଦେଶରୁ ଆତଙ୍କବାଦ ହଟାଇବାକୁ ଶପଥ ନେଇଛନ୍ତି ପାକିସ୍ତାନ ଆର୍ମୀ ମୁଖ୍ୟ ଜେନେରାଲ ସୟଦ ଅସିମ ମୁନିର। ଶୁକ୍ରବାର ପାକିସ୍ତାନରେ ଦୁଇଟି ବସ୍ଫୋରଣ ହୋଇଥିଲା।…

ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁ ସଫା, ଲସ୍କର-ଇ-ତୋଇବା ମୁଖ୍ୟ ହଫିଜ ସଇଦର ନିକଟତମ ଫାରୁକକୁ ହତ୍ୟା

ଇସଲାମବାଦ : ଭାରତରେ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଲସ୍କର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ହଫିଜ ସଇଦର ଡାହାଣହାତ ବା ଅତିନିକଟତର ମୁଫତି କାଇସର ଫାରୁକକୁ ପାକିସ୍ତାନ କରାଚିରେ ହତ୍ୟା କରାଯାଇଛି । କେହି ଜଣେ ଅଜଣା ବ୍ୟକ୍ତି ତାକୁ ଗୁଳିକରି ହତ୍ୟା କରିଥିବା…

ଖାଦ୍ୟ ଦେବାବେଳେ ଅଘଟଣ, ଚିଡିଆଖାନା କର୍ମଚାରୀଙ୍କ ଣ୍ଟି କଣା କରି ମାରିିଲା ସିଂହ

ଟୋକିଓ : ବେଳେ ବେଳେ ଦକ୍ଷ ଓ କୁଶଳୀ ବ୍ୟକ୍ତି ବି ଭୂଲବଶତଃ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏମିତି ଚିଡିଆଖାନାର ଜଣେ କୁଶଳୀ କର୍ମଚାରୀଙ୍କ ଜୀବନ ଯାଇଛି ସିଂହ ଆକ୍ରମଣରେ । ଚିଡିଆଖାନରେ ସବୁଦିନ ଭଳି ସେ ଖାଦ୍ୟ ଦେଉଥିବା ବେଲେ ସିିଂହ ଉକ୍ତ କର୍ମଚାରୀଙ୍କ ତଣ୍ଟି କଣା କରିଦେଇଥିଲା ।…

ତାମିଲନାଡୁରେ ଘାଟିକୁ ଖସିଲା ବସ, ୮ ମୃତ, ୩୫ ଆହତ

ଚେନ୍ନାଇ: ତାମିଲନାଡୁ ମାରପଲମ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ୮ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩୫ ଜଣ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୀଳଗିରି ଜିଲ୍ଲାର କୁନୁର ନିକଟରେ ଏକ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଏହି…

ଆମେରିକାର ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ

ଆମେରିକାର ଆଲାସ୍କାରେ ଭାରତ- ଓ ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ। ଚାଲିଛି ‘ଏକ୍ସସରସାଇଜ ଯୁଦ୍ଧ ଅଭ୍ୟାସ’ର ୧୯ତମ ସଂସ୍କରଣ। ଭାରତ ଓ ଆମେରିକା ସେନା ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି। ଭାରତୀୟ ସେନା ପକ୍ଷରୁ ମରାଠା ଲାଇଟ ଇନଫାଣ୍ଟ୍ରି ରେଜିମେଣ୍ଟର ୩୫୦ ଅଧିକାରୀ ଓ ଆମେରିକା ପକ୍ଷରୁ…

ପୁରୁଷ ହକିରେ ପାକିସ୍ତାନକୁ ହରାଇଲା ଭାରତ, ୧୦-୨ ଗୋଲରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

ଏସିଆନ୍ ଗେମ୍ସ ପୁରୁଷ ହକିରେ ପାକିସ୍ତାନକୁ ହରାଇଲା ଭାରତ । ଗ୍ରୁପ ମ୍ୟାଚରେ ୧୦-୨ ଗୋଲରେ ବଡ଼ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ମ୍ୟାଚ ଆରମ୍ଭରୁ ପାକିସ୍ତାନ ଖେଳାଳିଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ ଭାରତୀୟ ହକି ଷ୍ଟାର। ପାକିସ୍ତାନ ବିପକ୍ଷରେ ଭାରତ କରିଛି ଗୋଲ୍ ବର୍ଷା । ୧୦-୨…

ଲିପଷ୍ଟିକ ଓ ବବକଟ ମହିଳାଙ୍କ ପାଇଁ ଏବେ ପାର୍ଲାମେଣ୍ଟ ଆସିବା ଅଧିକ ସହଜ ହେବ, ମହିଳା ସଂରକ୍ଷଣ ବିଲ ନେଇ ଏପରି କହିଲେ…

ମହିଳା ସଂରକ୍ଷଣ ବିଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଏହି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି । ମିହଳା ସଂରକ୍ଷଣ ବିଲକୁ ବିରୋଧୀମାନେ ସମର୍ଥନ କରିଥିଲେ ମଧ୍ୟ ବିଲ ସମ୍ପର୍କରେ ବିଭିନ୍ନ ବିରୋଧାତ୍ମକ ମତ ଦେବାରେ ଲାଗିଛନ୍ତି । ନିକଟରେ ଆରଜେଡି…

ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ ଯୁବକ

ଦେବୀ ନଦୀକୁ ଡେଇଁଲେ ଯୁବକ । ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖର ଘାଟରେ ଡେଇଁଲେ ବଛାଳ ଗାଁର ସୁଜିତ ଲେଙ୍କା। ପାରିବାରିକ କଳହକୁ ନେଇ ସୁଜିତ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ନାଉଗାଁ…

ଆସନ୍ତା ୭ ତାରିଖ ଯାଏ ବୃଦ୍ଧି ହେଲା ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଡେଡଲାଇନ୍

ଫେରିଲାନି ୧୪ ଲକ୍ଷର ଦୁଇ ହଜାର ଟଙ୍କିଆ ନୋଟ୍ । ଏଯାଏ ୯୬ପ୍ରତିଶତ ନୋଟ୍ ଫେରିଛି । ବାକି ନୋଟ୍ ଫେରି ନଥିବାରୁ ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଡେଡଲାଇନ୍ । ଆସନ୍ତା ୭ ତାରିଖ ଯାଏ ବୃଦ୍ଧି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ସରୁଥିଲା ୨ହଜାର ଟଙ୍କିଆ ନୋଟର ବଦଳି ଅବଧି…

ଶିମିଳିପାଳରୁ ଜବତ ହେଲା ବାଘଛାଲ, ଶିକାରୀ ଗିରଫ

ଦେଶରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ଥରେ ଶିମିଳିପାଳରୁ ଜବତ ହୋଇଛି ବାଘଛାଲ । ଗତକାଲି ଶିମିଳିପାଳ ଅଭୟାରଣ୍ୟ ଚନ୍ଦନଚତୁରୀ ବିଟ୍ ନିକଟରୁ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ଶିକାରୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ…

ରାଜଧାନୀରେ ହିଟ ଆଣ୍ଡ ରନ୍, ଶ୍ରମିକ ମୃତ, ରାଜମହଲ ଛକ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର

ରାଜଧାନୀରେ ହିଟ ଆଣ୍ଡ ରନ୍ । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ ।…