ପୁରୁଷ ହକିରେ ପାକିସ୍ତାନକୁ ହରାଇଲା ଭାରତ, ୧୦-୨ ଗୋଲରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

ଏସିଆନ୍ ଗେମ୍ସ ପୁରୁଷ ହକିରେ ପାକିସ୍ତାନକୁ ହରାଇଲା ଭାରତ । ଗ୍ରୁପ ମ୍ୟାଚରେ ୧୦-୨ ଗୋଲରେ ବଡ଼ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ ।

ଏସିଆନ୍ ଗେମ୍ସ ପୁରୁଷ ହକିରେ ପାକିସ୍ତାନକୁ ହରାଇଲା ଭାରତ । ଗ୍ରୁପ ମ୍ୟାଚରେ ୧୦-୨ ଗୋଲରେ ବଡ଼ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ମ୍ୟାଚ ଆରମ୍ଭରୁ ପାକିସ୍ତାନ ଖେଳାଳିଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ ଭାରତୀୟ ହକି ଷ୍ଟାର। ପାକିସ୍ତାନ ବିପକ୍ଷରେ ଭାରତ କରିଛି ଗୋଲ୍ ବର୍ଷା । ୧୦-୨ ଗୋଲରେ ଜିତିଲା ଟିମ୍ ଇଣ୍ଡିଆ । ସୋମବାର ହେବ ଭାରତ- ବାଂଲାଦେଶ ଟକ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.