ଦବୁଛି ଆମେରିକାର ନ୍ୟୁୟର୍କ ସହର, ନାସା ଅଧ୍ୟୟନରୁ ପଡିଲା ଜଣା

ନିଶ୍ଚିହ୍ନ ହୋଇଯିବ କି ନ୍ୟୁ ୟର୍କ ? ଦବୁଛି ଆମେରିକାର ନ୍ୟୁୟର୍କ ସହର । ନାସା ଅଧ୍ୟୟନରୁ ଏହା ଜଣାପଡ଼ିଛି। ରିମୋଟ ସେନସିଙ୍ଗ ଟେକନିକ ବ୍ୟବହାର କରି ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ନ୍ୟୁୟର୍କ ସହର ଦବିବାରେ ଲାଗିଛି। ନାସାର ଜେଟ ପ୍ରପଲସନ ଲାବୋରଟୋରୀ ଓ ରଟଗର୍ସ ୟୁନିଭର୍ସିଟି ମିଳିତ ଭାବେ…

ଚୀନ ବୈଜ୍ଞାନିକଙ୍କ ଦାବି, ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ନାହିଁ ଭାରତର ଚାନ୍ଦ୍ରାୟଣ-୩, ଚୀନକୁ ଅନ୍ୟ…

ନୂଆଦିଲ୍ଲୀ : ଚନ୍ଦ୍ରର ସାଉଥ ପୋଲ ବା ଦକ୍ଷିଣ ମେରୁକୁ ସଫଳତାର ସହ ଚାନ୍ଦ୍ରାୟଣ- ୩ ପଠାଇ ଏକ ଇତିହାସ ସୃଷ୍ଟି କରିଥିବା ବେଳେ ଏହାକୁ ଚୀନ ବୈଜ୍ଞାନିକମାନେ ଗ୍ରହଣ କରିନାହାଁନ୍ତି । ଫଳରେ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଭାରତର ଏହି ଦାବିକୁ ଅସ୍ୱୀକାର କରିଛନ୍ତି । ସେ ଯୁକ୍ତି କରିଛନ୍ତି…

୯୨ ବର୍ଷ ବୟସରେ ବୁଢ଼ି ମା’ ସ୍କୁଲ ଯାଉଛନ୍ତି ପାଠ ପଢ଼ି, ଇଚ୍ଛା ଶକ୍ତି ପାଇଁ ମିଳୁଛି ଢ଼େର ପ୍ରଶଂସା

କଥାରେ ଅଛି ପଢ଼ିବା ପାଇଁ କିଛି ବୟସ ନଥାଏ କିମ୍ବା ସମୟ । ଜୀବନର ଯେ କୌଣସି ସମୟରେ ବି ବିଦ୍ୟା ଅର୍ଜନ କରିହୁଏ । ହେଲେ ଏଥିପାଇଁ କେବଳ ମନୋବଲ ରହିବା ଦରକାର । ବୟସର ଅପରାହ୍ଣରେ ପହଞ୍ଚିଥିଲେ ମଧ୍ୟ ପାଠ ପଢ଼ିବାର ଇଚ୍ଛା ଶକ୍ତି ଏବେ ବି ତାଙ୍କ ମଧ୍ୟରେ ରହିଛି । ଉତ୍ତର ପ୍ରଦେଶ…

ସରିଆସିଲା ଡେଡଲାଇନ, ୩୦ତାରିଖ ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବନି

ସରିଆସିଲା ଡେଡଲାଇନ । ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା ଓ ବଦଳ ପାଇଁ ବାକି ରହିଛି ଆଉ ମାତ୍ର ୩ଟି କାର୍ଯ୍ୟଦିବସ। ସେପ୍ଟେମ୍ବର ୧ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୩ପ୍ରତିଶତ ଗୋଲାପୀ ନୋଟ । ତେଣୁ ଏହି ୩ଟି କାର୍ଯ୍ୟଦିବସ ଭିତରେ ବ୍ୟାଙ୍କ ସିଷ୍ଟମକୁ ଏହି ନୋଟ୍ ନ ଆସିଲେ, ୩୦ତାରିଖ…

କମିଶନରେଟ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ମଦମୁକ୍ତ ଭସାଣ ପାଇଁ ପ୍ରଚେଷ୍ଟା

ଚଳିତ ବର୍ଷ କଟକ ସହରରେ ମଦମୁକ୍ତ ଭସାଣ ପାଇଁ ପ୍ରଚେଷ୍ଟା । କମିଶନରେଟ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ମଦମୁକ୍ତ ଭସାଣ ନେଇ ପ୍ରସ୍ତାବ। ଏଥିରେ ବିଭିନ୍ନ ପୂଜା କମିଟି ସହ ମହାନଗର ଶାନ୍ତି କମିଟିର ସହମତି। ଦୁର୍ଗାପୂଜା ସହ ଭସାଣକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ଆଲୋଚନା ହୋଇଛି…

ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ, ଶିକ୍ଷକ ନାଁରେ ଥାନାରେ ଏତଲା

ଆଳି : ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ । କେନ୍ଦ୍ରାପଡା ଆଳି ଥାନା ଚନ୍ଦନନଗର ହାଇସ୍କୁଲ ଶିକ୍ଷକ ଗୋପବନ୍ଧୁ ବେହେରାଙ୍କ ନାଁରେ ଆସିଛି ଏଭିଳି ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ହାତରେ ଗଭୀର ଆଘାତ…

ଓଡିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩ ବିଧାନସଭାରେ ପାରିତ

ଭୁବନେଶ୍ୱର : ଫ୍ଳାଟ କିଣାବିକା ପାଇଁ ଫିଟୁଛି ବାଟ । ବିଧାନସଭାରେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩  ପାରିତ ହୋଇଛି। ଆଇନ ହେବା ପରେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ । ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ ହେବ । ସାଧାରଣ ବ୍ୟୟ ପାଇଁ…

ଓଲଟିଲା ମାଛ ବୋଝେଇ ଗାଡି, ବୋହିନେଲେ କେଜି କେଜି ମାଛ

ଓଲଟିଲା ମାଛ ବୋଝେଇ ଗାଡି । କେଜି କେଜି ମାଛ ବୋହିନେଲେ । ଯିଏ ଯେଉଁଥିରେ ପାରିଲା ନେଲା। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ପଞ୍ଚୁପାଲି-ଲଙ୍ଗଳେଶ୍ବର ମୁଖ୍ଯ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ଏକ ମାଛ ବୋଝେଇ ଗାଡି ଯମୁନାଳ ମୁହାଣରୁ ଜଳେଶ୍ବର ଅଭିମୁଖେ…

ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପୂର୍ବରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଭଦ୍ରକ : ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଲାର ସହିତ କିପରି ପାଳନ କରାଯିବ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଆଜି ଠାରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି । ଏହା…

ବିଧାନସଭାରେ ଅଚଳାବସ୍ଥା ଜାରି, ତୃତୀୟ ଦିନରେ ବି ଚାଲିପାରିଲାନି ଅଧିବେଶନ

ବିଧାନସଭାରେ ଅଚଳାବସ୍ଥା ଜାରି। ତୃତୀୟ ଦିନରେ ବି ଚାଲିପାରିଲାନି ମୌସୁମୀ ଅଧିବେଶନର ପ୍ରଶ୍ନକାଳ ଓ ଶୂନ୍ୟକାଳ। ପ୍ରଶ୍ନକାଳ ଆରମ୍ଭରେ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରବଳ ନାରାବାଜି କରିଥିଲେ । ବିଜେପି ସଭ୍ୟଙ୍କ ପ୍ରଶ୍ନ ବାତିଲ…

ଗାଈକୁ ଟାଣିନେଲା କୁମ୍ଭୀର, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଭଦ୍ରକ: ଗାଈକୁ ଟାଣିନେଲା କୁମ୍ଭୀର । ଭଦ୍ରକ ଧୁଷୁରୀ ଥାନା ଷାଠିବାଙ୍କୁ ଡା ଗାଁ ନିକଟ ବୈତରଣୀ ନଦୀକୂଳରୁ ଏକ କୁମ୍ଭର ଗାଈକୁ ଟାଣିନେଇଛି । ନଦୀକୂଳରେ କିଛି ଲୋକ ଗାଈ ଚରାଉଥିଲେ । ହଠାତ୍ କୁମ୍ଭୀର ଆସି ସୁରେଶ ପାତ୍ରଙ୍କ ଗାଈକୁ ଟାଣିନେଇଥିଲା। କୁମ୍ଭୀର ଗାଈକୁ ଟାଣିନେବା ପରେ ସ୍ଥାନୀୟ…

ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼

ଚିଲିକା :  ଚିଲିକା ସ୍ଥିତ ସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ଟ୍ରେନିଂ ର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ରେ ୨୬୧୬ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା…