ତୁଟି ପାରିଲା ନାହିଁ ଏକ ନମ୍ବର ହାଟ ବିବାଦ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ରହିବ ଦୋକାନ

ତୁଟି ପାରିଲା ନାହିଁ ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। କଥା ଅଟକିଲା ଆସନ୍ତା ମଙ୍ଗଳବାରକୁ। ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ।

ତୁଟି ପାରିଲା ନାହିଁ ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। କଥା ଅଟକିଲା ଆସନ୍ତା ମଙ୍ଗଳବାରକୁ। ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ। ତାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ତେବେ ସେ ପର୍ଯ୍ୟନ୍ତ ଏହି ହାଟର ବିଭିନ୍ନ ଦୋକାନ ବନ୍ଦ ରହିବ ଓ ତେବେ ଆଜିର ଘଟଣା କେବଳ ଆଲୋଚନା ଭିତରେ ସୀମିତ ରହିଛି ବୋଲି ଏକ ନମ୍ବର ହାଟ କମିଟି ସ୍ପଷ୍ଟ କରିଛି। ସେମାନଙ୍କ ଅସୁବିଧାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବା ସହ ଦୋକାନ ବନ୍ଦ ରହିବ ବୋଲି ଦୋକାନୀମାନେ ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.