ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩ ।

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩ । ଗୃହରେ ପାରିତ ହେବା ପରେ ରାଜ୍ୟରେ ନୂଆ ଆଇନ ଲାଗୁ ହେବ।
ଏହାଦ୍ବାରା ଲାଭବାନ ହେବେ ଆପାର୍ଟମେଂଟ କ୍ରେତା। ଆପାର୍ଟମେଂଟ ସହ ସାଧାରଣ ଅଞ୍ଚଳର ଅଧିକାର ଏବେ ଆସୋସିଏସନ ହାତକୁ ଯିବ।

ଏହି ଅଞ୍ଚଳରେ ଆଉ ନିଜର ମନମାନି କରି ପାରିବେନି ବିଲଡର। ପ୍ରମୋଟର ଏବେ ଆପାର୍ଟମେଂଟ ଘର କ୍ରେତାଙ୍କୁ ରେଜିଷ୍ଟ୍ରେସନ ଦେବେ। ସାଧାରଣ ଅଞ୍ଚଳକୁ ଆପାର୍ଟମେଂଟ ଆସୋସିଏସନକୁ ଦେବେ ରେଜିଷ୍ଟ୍ରେସନ। କୌଣସି ପ୍ରକାର ଅସାଧୁ କାର୍ଯ୍ୟ କଲେ ପ୍ରମୋଟର ୫ ଲକ୍ଷ ଜରିମାନା ଗଣିବେ ।

Leave A Reply

Your email address will not be published.