ମହିଳାଙ୍କ ଶବକୁ ମିଳିଲାନି କାନ୍ଧ : ସାମାଜିକ ବାସନ୍ଦ ଯୋଗୁଁ ବୁହା ହେଲେ ସାଇକେଲରେ

ବୌଦ୍ଧ : ମୃତ୍ୟୁ ପରେ ବି ହଟିଲାନି ସାମାଜିକ କଟକଣା । ଶବକୁ ମିଳିଲାନି କାନ୍ଧ । ଶେଷରେ ସାଇକେଲରେ ବୁହାହେଲା ଶ୍ମଶାନକୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କୃଷ୍ଣପାଲି ଗାଁରେ । ଗତକାଲି ଝାଡାବାନ୍ତିରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣଙ୍କୁ…

ବରଗଡ଼: ୧୨ଘଣ୍ଟିଆ ଭଟଲି ବନ୍ଦ

ବରଗଡ଼ : ୧୨ଘଣ୍ଟିଆ ଭଟଲି ବନ୍ଦ। ରାଜ୍ୟ BJP ଯୁବମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫଦାରୀକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ତେବେ ଗାଡି ଚଳାଚଳ ସ୍ୱାଭାବିକ ରହିଛି। କର୍ମୀମାନେ ସକାଳୁ ସକାଳୁ…

ଆଜି ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ

ଆଜି ଆଷାଢ଼ ପୂର୍ଣ୍ଣିମା। ଗୁରୁପୂର୍ଣ୍ଣିମା। କେତୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ। ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ। ଏକ ଘଣ୍ଟା ୪୩ ମିନିଟ ଧରି ଏହା ସଂଘଟିତ ହେବ। ସାରାଦେଶରେ ଏହା ଦୃଶ୍ୟମାନ ହେବ। ରାତି ୧୧ଟା ୫୩ ମିନିଟ ୪୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ରାତି ୩ଟା ୪ମିନିଟ ୩…

ଗୋପ-କୋଣାର୍କରେ ଦୁଇ ବାଇକ୍ ମୁହାଁମୁହିଁ

ପୁରୀ: ଗୋପ-କୋଣାର୍କ ରାସ୍ତାର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩ ଜଣ। ମୃତକ ହେଲେ ଆଠଗଡ଼ ଥାନା ରାସୋଳ ଗାଁର ପ୍ରଦୀପ୍ତ ସାହୁ। ସାଙ୍ଗମାନଙ୍କ ସହ ପ୍ରଦୀପ କୋଣାର୍କ ଯାଉଥିଲେ। ରାସ୍ତାରେ ଏକ…

ସୈତାନ୍ ସ୍ୱାମୀ

ଭୁବନେଶ୍ବର: ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ। ଏଭଳି ଅଭାନୀୟ ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଗଉଡ ନୂଆଗାଁରେ। ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ବେଗୁନିଆ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ୪…

କେନ୍ଦୁଝର:ଏଚଆଇଭି ସଂକ୍ରମିତ ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: ହାଟଡିହି ବ୍ଲକ ଅନ୍ତର୍ଗତ ସଢ଼ା ଗ୍ରାମରେ ଜଣେ ୨୮ ବର୍ଷିୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ପଣ୍ଡିଚେରୀରେ କାମ କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ପରେ ସେ ଚିକିତ୍ସା ପାଇଁ ଯାଇଥିବା ବେଳ ତାଙ୍କୁ ଏଚଆଇଭି ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ସେ ଘରକୁ ଫେରି…

ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ୍ ଯାଇଥିଲେ। ବୌଦ୍ଧ୍ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍ ନଦୀ କୂଳରେ ଗ୍ରୀନ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି ନବୀନ। ପ୍ରଥମ ଦିନରେ ବୌଦ୍ଧ…

ଆଇଆରସିଟିସିର ଏହି ୬ ଅଜବ ନିୟମ : ଯାହା କରିବ ଆପଣଙ୍କୁ ଚକିତ

ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ…

ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ। ୧୫ ବର୍ଷ ପରେ ତେଲୁଗୁଦେଶ ପାର୍ଟି ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୨୫ ମତ ପଡିଥିଲା। ସମର୍ଥନରେ ପଡିଥିଲା ମାତ୍ର ୧୨୬ ଭୋଟ୍। ବିଳମ୍ବତି ରାତି ଯାଏଁ ଚାଲିଥିବା ୧୨ଘଣ୍ଟାର ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା। ୪୫୧ ଜଣ…

ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍

ନୁଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଅପରାହ୍ଣ ୫ଟାରେ ୟର୍କସାୟରରେ ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚ୍ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ହେବ। ଦୁଇ ଦଳ ପାଇଁ କର ବା ମର ସ୍ଥିତି। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍ ୧-୧ରେ ବରାବର ରହିଛି। ପ୍ରଥମ…

ମନ୍ଦିରର ଅଦ୍ଭୂତ ରହସ୍ଯ : ସାତ ଦିନ ପୂର୍ବରୁ କରିଦିଏ ଭବିଷ୍ଯତବାଣୀ

ଭାରତ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । ହେଲେ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି ଉତ୍ତରପ୍ରଦେଶରେ ଥିବା ଜଗନ୍ନାଥ ମନ୍ଦିର। କାନପୁର ଜନପଦରେ ଅବସ୍ଥିତ ପ୍ରଭୁ…

ନିର୍ଭୟା ଗଣଦୁଷ୍କର୍ମ ମାମଲା ଆଜି ଆସିବ ରିଭ୍ୟୁ ପିଟିସନର ରାୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅପରାହ୍ନରେ ୩ ଜଣଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର…