ପ୍ରତିଦିନ ସକାଳୁ ପିଅନ୍ତୁ ଲୁଣ ପାଣି, କମିଯିବ ପେଟର ଚର୍ବି

ଚର୍ବି କମାଇବା ପାଇଁ  କେତେ କଣ ଉପାୟ ଆପଣମାନେ କାର୍ଯ୍ଯରେ ଲଗାଉଥିବେ । ହେଲେ କଣ ଆପଣ ଜାଣନ୍ତି ଏମିତି ଏକ ସହଜ ଉପାୟ ଯାହାକୁ ଉପଯୋଗ କରି ଆପଣ ନିଜର ପେଟରେ ଥିବା ଚର୍ବିକୁ କମାଇପାରିବେ। ସକାଳୁ ଏକ ଗିଲାସ ସାଧା ପାଣିରେ ସ୍ବାଦ ଅନୁସାରେ ଲୁଣ ମିଶାଇକି ପିଅନ୍ତୁ । ଦେଖିବେ କିପରି ଭାବେ…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ପହଁଚିଲେ ସାଉଥ୍ ଷ୍ଟାର

ତେଲେଙ୍ଗାନା(କେନ୍ୟୁଜ୍) : ତେଲେଙ୍ଗାନା ବିଧାନସଭା ୨୦୧୮ ନିର୍ବାଚନରେ ୧୧୯ ସିଟ୍ ପାଇଁ ଚାଲିଛି ଭୋଟିଂ । ପୁଲିଙ୍ଗ ବୁଥ୍ ରେ ଭୋଟ ଦେବାକୁ ସାଧାରଣ ଲୋକଙ୍କ ଭିଡ ଜମିଥିବାବେଳେ ସେମାନଙ୍କ ସହିତ ସାଉଥ୍ ଷ୍ଟାରମାନଙ୍କୁ ମଧ୍ଯ ଦେଖିବାକୁ ମିଳିଛି । ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ବୁଥ୍…

ଏଠାରେ ପ୍ରତି ଘରେ ନାମ ଫଳକରେ ଲାଗିଛି ମହିଳାମାନଙ୍କର ନାଁ, ହେଲେ କାହିଁକି?

ଉନା:ନାରୀ ସୁରକ୍ଷା କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ନାରୀଙ୍କୁ ସମ୍ମାନ ଦେବା ସହ ସମାଜରେ ପୁରୁଷଙ୍କ ତୁଳନାରେ ସେମାନଙ୍କୁ ବରାବର ଅଧିକାର ଦିଆଯିବା ପାଇଁ ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି । ମଣିଷ ଯଦି ନିଜ ମାନସିକତାରେ ପରିବର୍ତ୍ତନ ନଆଣିବ ତେବେ ଏସବୁ…

ଏହି ଆକାଉଣ୍ଟଧାରୀଙ୍କ ପାଇଁ ଏସବିଆଇର ଅଫର୍

ନୂଆଦିଲ୍ଲୀ (କେନ୍ୟୁଜ୍) : ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନିଜର ଗ୍ରାହକମାନଙ୍କୁ ସବୁ ମାସରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ ନିଶୁଳ୍କ ଭାବେ ଏଟିମ୍ ବ୍ଯବହାର କରିବାର ସୁଯୋଗ ଦେଇଥାଏ । ଏସବିଆଇ ଖାତାଧାରୀଙ୍କ ପାଇଁ ମଧ୍ଯ ସମାନ ଭାବେ ଟ୍ରାଞ୍ଜାକ୍ସନ୍ ଏବଂ ଏଟିଏମ୍ ଉପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ…

ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ(କେନ୍ୟୁଜ୍) : ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ସେହିପରି ଟିକେଟ ଦର୍ଶନ ସମ୍ପର୍କରେ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ଗୁଡିକର ମତ ନିଆଯାଇଛି । ତେବେ ଅନଲାଇନ ଟିକେଟ ବିକ୍ରି ସମ୍ପର୍କରେ ଆଲୋଚନା ଅସମାପ୍ତ…

ଜାଣନ୍ତୁ ଅଁଳା ଜୁସ୍ ର ଫାଇଦା, ଦିନେ ଜାଣିଲେ ସବୁଦିନ ପିଇବେ

ଅଁଳା ଏକ ଏମିତି ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ । ଅଁଳାରେ କ୍ଯାଲସିୟମ୍, ଭିଟାମିନ୍ ସି, ଆଇରନ୍, ଫସଫରସ୍, କ୍ଯାରୋଟିନ୍ ଏବଂ ଭିଟାମିନ୍ ବି କମ୍ପପ୍ଳେକ୍ସ ଭରପୂର ମାତ୍ରାରେ ରହିଥିବା ହେତୁ ଏହାକୁ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଁଳାକୁ ଖାଇବାର ଫାଇଦା…

ବିଜୟ ପରେ ଭାରତୀୟ ହକି ଦଳକୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ହକି ମାନିଆ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ହରାଇ ୫-୦ ରେ ଗୋଲରେ ହରାଇଛି ଟିମ୍‌ ଇଣ୍ଡିଆ । ବିଜୟ ପରେ ଭାରତୀୟ ଦଳକୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି, ଜବରଦସ୍ତ ଆରମ୍ଭ…

ବିଜେପି କାର୍ଯ୍ଯକ୍ରମରେ ନାଚୁ ନାଚୁ ଟଳିପଡିଲେ ୧୩ ବର୍ଷର ନାବାଳିକା, ଭିଡିଓ ହେଲା ଭାଇରାଲ୍

ମୁମ୍ବାଇ: ଏମିତିବି ଆସେ ମୃତ୍ୟୁ । ଖୁସିରେ ନାଚୁ ନାଚୁ ଟଳିପଡିଲେ ଜଣେ ୧୩ ବର୍ଷର ନାବାଳିକା । ଯାହା ରେକର୍ଡ ହୋଇଥିଲା କ୍ୟାମେରାରେ ଏବଂ ଘଟଣା ପରେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି ମୁମ୍ବାଇର କାଣ୍ଡିଭାଲି ଅଞ୍ଚଳରେ । ମୃତା ନାବାଳିକା…

ଭୁଲ୍ ରେ ବି ମୂଳା ସହିତ ଖାଆନ୍ତୁ ନାହିଁ ଏହି ୨ଟି ଜିନିଷ, ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଶୀତ ଦିନେ ପରିବା ଭିତରେ ମୂଳା ଖାସ୍ କରି ସମସ୍ତଙ୍କ ଘରେ ଥାଏ । କେହି ମୂଳାକୁ ସଲାଡ୍ ସହିତ ଖାଇବାକୁ ପସନ୍ଦ କରିଥାନ୍ତି ତ କେହି ଏହାର ପରଟା ଖାଇବାକୁ ପସନ୍ଦ କରିଥାନ୍ତି । ପୋଷକ ତତ୍ବରେ ଭରପୂର ଥିବା ମୂଳା ଆମ ପାଚନ ଶକ୍ତିକୁ ବଢାଇବାରେ ସାହାର‌୍ୟ୍ୟ କରିଥାଏ । ଏହା ଆମ ପେଟ ପାଇଁ ବରଦାନ…

ଜ୍ୟୋତିଷ ବିଚାରରେ ଶୁଭ-ଅଶୁଭ ସଙ୍କେତ, ଯାହାକୁ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ ଗର୍ଭବତୀ ମହିଳା

ସବୁ ମାତା ପିତାଙ୍କ ଇଚ୍ଛା ଥାଏ କି ସେମାନଙ୍କର ହେବାକୁ ଥିବା ସନ୍ତାନ ଜ୍ଞାନୀ, ଗୁଣୀ, ସଂସ୍କାରୀ, ବଳବାନ୍, ସୁସ୍ଥବାନ ଏବଂ ଦିର୍ଘାୟୁ ହେଉ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର‌୍ୟ୍ୟନ୍ତ ବହୁତ ସଂସ୍କାର ସମ୍ବନ୍ଧରେ କୁହାଯାଇଛି । ଯେଉଁଥିରେ ପ୍ରଥମ ସଂସ୍କାର…

ପ୍ରଥମାଷ୍ଟମୀ: ଓଡିଆ ପରମ୍ପରା ଓ ସଂସ୍କୃତିର ପର୍ବ, ପାଳନ କରନ୍ତି ଘରର ଜ୍ୟେଷ୍ଠ ପୁଅ ଓ ଝିଅ

ଓଡିଆ ପରମ୍ପରା ଏବଂ ସଂସ୍କୃତି ଅନୁସାରେ ୧୨ ମାସରେ ୧୩ଟି ପ୍ରମୁଖ ପର୍ବ ପାଳନ କରାଯାଇଥାଏ । ଏହି ସବୁ ପର୍ବ ମାନଙ୍କ ମଧ୍ୟରେ ପ୍ରଥମାଷ୍ଟମୀ ଅନ୍ୟତ୍ତମ । ଯେଉଁ ପର୍ବରେ ଘରର ଜ୍ୟେଷ୍ଠ ପୁଅ କିମ୍ବା ଝିଅମାନଙ୍କୁ ପୂଜା କରାଯାଇଥାଏ । ଏହି ପୁଅ ଏବଂ ଝିଅମାନଙ୍କୁ ପୋଢୁଆଁ ବୋଲି କୁହାଯାଏ । ଏହି…

ନେତାଙ୍କୁ ମହଙ୍ଗା ପଡିଲା କାଦୁଅ ଛିଟା, ନାକ ଘଷି ମାଗିଲେ କ୍ଷମା

ଡୁଙ୍ଗରପୁର: ନେତାଙ୍କୁ ମହଙ୍ଗା ପଡିଲା କାଦୁଅ ଛିଟା । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନରେ । ରାଜସ୍ଥାନର ଡୁଙ୍ଗରପୁରର ସାଗୱାଡାରେ କଂଗ୍ରେସ ନେତାଙ୍କ ସହିତ ପୂର୍ବ ଜିଲ୍ଲା ପ୍ରମୁଖ ଭଗବତୀଲାଲ ରଥ କଂଗ୍ରେସ ଅଧକ୍ଷ ସଚିନ୍ ପୟଲଟଙ୍କ ସଭାରେ ଯୋଗଦେବା ପାଇଁ ଯାଇଥିଲେ । ଗାଡିରେ ଯିବା ସମୟରେ…