ବିଜୟ ପରେ ଭାରତୀୟ ହକି ଦଳକୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ହକି ମାନିଆ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ହରାଇ ୫-୦ ରେ ଗୋଲରେ ହରାଇଛି ଟିମ୍‌ ଇଣ୍ଡିଆ । ବିଜୟ ପରେ ଭାରତୀୟ ଦଳକୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

pmସେ ଲେଖିଛନ୍ତି, ଜବରଦସ୍ତ ଆରମ୍ଭ କରିଛି ଭାରତ । ଏହାସହ ଆଗାମୀ ମ୍ୟାଚ୍‌ରେ ଦଳ ଭଲ ପ୍ରଦର୍ଶନ କରୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

pmmସେହିପରି ବିଜୟୀ ଟିମ୍‌କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟରୁ ଭାରତ ଚଳିତ ହକି ବିଶ୍ୱକପ୍‌ ଅଭିଯାନ କରିଛି । ମେନ୍‌ ଇନ୍‌ ବ୍ଲୁକୁ ଆଗାମୀ ମ୍ୟାଚ୍‌ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.