‘ପୁଷ୍ପା ଦ ରୁଲ୍‌’ ପାଇଁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସୁଟିଂ…

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ’ ବକ୍ସ ଅଫିସରେ ଜବରସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ଅଲ୍ଲୁ  ଅର୍ଜୁନ ହୁଅନ୍ତୁ ଅବା ରଶ୍ମିକା ମନ୍ଦାନା ପ୍ରଶଂସା ସାଉଁଟିଥିଲେ। ଫିଲ୍ମ ସହିତ ଗୀତ ମଧ୍ୟ ସୁପରହିଟ୍‌ ହୋହଇଥିଲା। ଏହି ଫିଲ୍ମ ପରେ ପୁଷ୍ପାର ସିକ୍ୱେଲକୁ…

ଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ମଣିଷ ଯେତେବେଳେ ହାର ମାନିଯାଏ, ସେତେବେଳେ ଆପଣାଏ ଭିନ୍ନ ପନ୍ଥା। ଆଉ ନିଜ ଜୀବନକୁ କିଛି ନ ବୁଝି ବାଜି ଲଗାଇଦିଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଛାତ୍ର ଏପରି ଆତ୍ମହତ୍ୟା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ହୁଏତ ସ୍ତବ୍ଧ ହୋଇଯିବେ। ଛାତ୍ର ଜଣକ ଆତ୍ମହତ୍ୟା ପାଇଁ ବହୁତ…

ହକିର ଯାଦୁଗର ମେଜର ଧ୍ୟାନଚନ୍ଦ, ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ପାଳନ କରାଯାଏ ଜାତୀୟ ଖେଳ ଦିବସ

ପ୍ରତିବର୍ଷ ଦେଶରେ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଏ। ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଏ। ଆଜିର ଦିନରେ ରାଷ୍ଟ୍ରପତି ନିଜେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ…

ମାତ୍ର ୫ ୱିକେଟରେ ଭାରତର ଦମଦାର ବିଜୟ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନକୁ ଧୂଳି ଚଟାଇଲା

ମାତ୍ର ୫ ୱିକେଟରେ ପାକିସ୍ତାନକୁ ହରାଇଲା ଭାରତ। କୋହଲି ଏବଂ ପାଣ୍ଡ୍ୟାଙ୍କ ଦମଦାର ପ୍ରଦଶର୍ନ ରେ ଜିତିଲା ଟିମ୍ ଇଣ୍ଡିଆ। ବିଜୟର ସ୍ବାଦ ଚାଖିଲା ଭାରତ। ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ଧୂଳି ଚଟାଇଛି ଭାରତ । ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ…

ଆଖି ପିଛୁଳାକେ ଷ୍ଟେସନରୁ ମା’ କୋଳରୁ ପିଲାକୁ ଚୋରି କରି ନେଲା ଚୋର, ଭାଇରଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କୌଣସି ଭାଇରଲ ଭିଡିଓ ଯୋଗୁଁ କିଏ ଷ୍ଟାର ହୋଇଯାଏ ତ ଆଉ କେଉଁଠି ଚୋର ଧରାପଡେ। ଏବେ ଏମିତି ଏକ ଭାଇରଲ ଭିଡିଓ ଯୋଗୁଁ ରେଳ ଷ୍ଟେସନରୁ ପିଲା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି। ରେଳ ଷ୍ଟେସନରେ ମା’ ପାଖେ ଶୋଇଥିବା ଜଣେ ୭…

ଭିଜିଲାନ୍ସ ରେଡ ସମୟରେ ଟଙ୍କା ଗିଳିଦେଲେ ଇଂଜିନିୟର, ପରେ ହେଲେ ଗିରଫ

କେରଳ ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିବା ଜଣେ ଇଂଜିନିୟର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ସମୟରେ ଇଂଜିନିୟର ଜଣକ ଧରାପଡିବାରୁ ଟଙ୍କାକୁ ଗିଳିଦେଇଛନ୍ତି। ଘଟଣାଟି କୁନ୍ନୁରରେ ଘଟିଛି। ଏହା ପରେ ଗିରଫ ହୋଇଛନ୍ତି ଇଂଜିନିୟର। ସୂଚନା ମୁତାବକ,…

ଧରାଶାୟୀ ହେଲା ନୋଏଡା ଟ୍ଵିନ ଟାଓ୍ଵାର, ପାଣିରେ ପଡିଲା ୮୦୦ କୋଟି ଟଙ୍କା

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଟଳି ପଡିଲା ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର। ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ…

ଲମ୍ପି ଭାଇରସରେ ଚାଲିଗଲା ୪୦ ଲକ୍ଷ ଦାମ୍‌ ବଳଦର ଜୀବନ: ମାଲିକ ଗୁରୁଦ୍ୱାର କଲେ ଅନ୍ତିମ ସଂସ୍କାର, ଛପାଇଲେ କାର୍ଡ

ଲୁଧିଆନାର ସମରାଲ ଅଞ୍ଚଳରେ ୪୦ ଲକ୍ଷ ମୂଲ୍ୟର ୪ଟି ବଦଳଙ୍କର ମୃତ୍ୟୁ ହୋଇଛି। ଭାଇରସ ଲମ୍ପିଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ବଳଦକୁ ମାଲିକ ବଳଦ ଦୌଡ ପ୍ରତିଯୋଗିତା ପାଇଁ କିଣିଥିଲେ। ତେବେ ବଳଦଙ୍କ ମୃତ୍ୟୁ ପରେ ରବିନ୍ଦର ସିଂ ସେମାନଙ୍କର ଅନ୍ତିମ ସଂସ୍କାର ଗୁରୁଦ୍ୱାରରେ…

ନୋଏଡା ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ନେଇ ଜାରି ହେଲା ଆଡଭାଇଜରୀ, କିଛିଦିନ ପାଇଁ ଝରକା ବନ୍ଦ ରଖିବାକୁ ପରାମର୍ଶ

ନୋଏଡା ସେକ୍ଟର-୯୩ ଏ ସ୍ଥିତ ଟ୍ଵିନ ଟାଓ୍ଵାରକୁ ଆଜି ଦିନ ୨.୩୦ ମିନିଟରେ ଭଙ୍ଗାଯିବ। ଟାଓା୍ଵର ଭାଙ୍ଗିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟାଓ୍ଵାର ଭାଙ୍ଗିବା ପାଇଁ ୩,୭୦୦ କିଲୋ ବାରୁଦର ବ୍ୟବହାର କରାଯାଇଛି। ମାତ୍ର ୧୨ ସେକେଣ୍ଡରେ ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର ଧରାଶାୟୀ ହେବ।…

ବଜାରରୁ ଆସିଲା କମ୍‌ ଦାମରେ ଛୋଟ ସୋଲାର ଜେନେରେଟର: ବିଦ୍ୟୁତ କଟିଲେ ବି ହେବନି ସମସ୍ୟା, ଚାଲିବ ଟିଭି ଓ ଲାପଟପ୍‌

ଆପଣଙ୍କର ଆଉ ବାରମ୍ବାର ବିଜୁଳି କଟିଲେ ମଧ୍ୟ ହେବନି କିଛି ସମସ୍ୟା। ଅଧିକାଂଶ ସମୟରେ ବାରମ୍ବାର ବିଜୁଳି କଟିବା ଯୋଗୁଁ ଘରେ ଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଜିନିଷ ବନ୍ଦ ହୋଇଯାଏ। ଏଥିଯୋଗୁଁଅନେକ କାମ ଉପରେ ମଧ୍ୟ ପ୍ରଭାବ ପଡେ। ସ୍ମାର୍ଟଫୋନ ହେଉ ଅବା ଲାପଟପ୍‌ କିମ୍ବା ଗ୍ରାଇଣ୍ଡର। ଏମିତି…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, କୋଭିଡ ନେଗେଟିଭ ହେବା ପରେ ଆଜି ଟିମ୍‌ ସହିତ ଯୋଗ ଦେବେ ରାହୁଲ ଦ୍ରାବିଡ

ଏସିଆ କପ ୨୦୨୨ରେ ଆଜି ମୁହାଁମୁହିଁ ହେବେ ପାରମ୍ପିକ ପ୍ରତିଦ୍ୱନ୍ଦ୍ୱି ଭାରତ ଏବଂ ପାକିସ୍ତାନ। ତେବେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର ରହିଛି। ଟିମ୍‌ ଇଣ୍ଡିଆରେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଆଜି…

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି। ପାକିସ୍ତାନୀ ପତ୍ରିକା ଡନ…