Below header

ପ୍ରାୟ ଏକାଭଳି ଦେଖାଯାଉଥିଲେ ମଧ୍ୟ ଏହି ଦୁଇ ପଶୁଙ୍କର ରହିଛି ଭିନ୍ନ ସ୍ୱଭାବ, ଜାଣନ୍ତୁ କ’ଣ ରହିଛି ପାର୍ଥକ୍ୟ

ଗଧ ଏବଂ ଘୋଡା ଦୁଇଟି ଜୀବ ଦେଖିବାକୁ ପ୍ରାୟ ଏକାଭଳି । କିନ୍ତୁ ଏମାନଙ୍କ ସ୍ୱଭାବରେ ଥିବା ପାର୍ଥକ୍ୟ ବିଷୟରେ ହୁଏତ ଆପଣ ଜାଣିନଥିବେ। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଏକ ଗବେଷଣା କରିଥିଲେ। ଯେଉଁଥିରୁ ସେମାନେ ସ୍ୱଭାବରେ ପରସ୍ପର ଠାରୁ ବିପରୀତ ବୋଲି ଜାଣିବାକୁ…

ଦିଲ୍ଲୀରେ ଫିଲ୍ମ ଷ୍ଟାଇଲରେ ହେଲା ଅପହରଣ, ମାଲିକକୁ ଫ୍ରିଜରେ ରଖି ଅପହରଣ କଲା ଚାକର

ଦିଲ୍ଲୀର ଗ୍ରେଟର କୈଳାଶରେ ଏପରି ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଲିକର କଥାବାର୍ତ୍ତାକୁ ନେଇ ବିରକ୍ତି ହୋଇ ଚାକର ଫିଲ୍ମ ଅନ୍ଦାଜରେ ନିଜର ମାଲିକକୁ ଅପହରଣ କରିନେଇଛି। ଘଟଣା ମୁତାବକ, ୯୧ ବର୍ଷୀୟ ବୃଦ୍ଧ କୃଷ୍ଣ ଖୋସଲାଙ୍କୁ ନିଜ ଚାକର ଅପହରଣ କରିନେଇଛି।…

Gmail ଆଣୁଛି ନୂଆ ଫିଚର, ଆପଣ ଛୁଟିରେ ଗଲେ ଆପଣଙ୍କ ସଂପର୍କରେ ଥିବା ୟୁଜର୍ସଙ୍କୁ ମିଳିବ ନୋଟିଫିକେସନ

ଏବେ ଆପଣ ଛୁଟିରେ ରହିଲେ ଆପଣଙ୍କ ସଂପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗୁଗଲ ଦେବ ଛୁଟି ସୂଚନା । ଅର୍ଥାତ୍‌ ଆପଣ ଛୁଟିରେ ରହିଲେ ଆପଣଙ୍କୁ ମେଲ କରୁଥିବା ବ୍ୟକ୍ତି ଜାଣିପାରିବେ ଯେ, ଆପଣ ଛୁଟିରେ ଅଛନ୍ତି। ଯାହା ପୂର୍ବରୁ ଜଣାପଡୁନଥିଲା। ଗୁଗଲ ଗତ କିଛି ମାସ ହେଲାଣି ଜି ମେଲକୁ ନେଇ ଅନେକ…

ସିଣ୍ଡିକେଟ ବ୍ୟାଙ୍କରେ ମ୍ୟାନେଜର ହେବାକୁ ଚାହୁଁଥିଲେ, ଜଲଦି କରନ୍ତୁ ଆବେଦନ

ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ସ୍ପେଶାଲ ଅଫିସର ପାଇଁ ୬ଟି ପଦବୀ ଖାଲି ରହିଛି। ସିନିଅର ବ୍ୟାଙ୍କ ମ୍ୟାନେଜର ପଦବୀରେ ଭର୍ତ୍ତି କରାଯିବ। ଅନଲାଇନ ଆବେଦନ କରିବାରେ ଶେଷ ତାରିଖ ୫ ସେପ୍ଟେମ୍ବର ୨୦୧୯ ରହିଛି। ଏଥିରେ ୩ଟି ପଦବୀ ସିରିଅର ମ୍ୟାଜେର (ଡିଲର ଡୋମେଷ୍ଟିକ) ଏବଂ ୩ଟି ସିରିଅର ମ୍ୟାଜେନର (…

ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ବେବି ପାଉଡର୍‌

ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍‌ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ଶିଶୁଙ୍କ ସ୍କିନ୍‌ ଖୁବ୍‌ କୋମଳ ଥିବାରୁ ଅଲଗା ପାଉଡର୍‌ ବଦଳରେ ‘ବେବି ପାଉଡର୍‌’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି। ତେବେ ‘ବେବି ପାଉଡର୍‌’କୁ କେବଳ ଶିଶୁଙ୍କ ପାଇଁ ନୁହେଁ,…

ବଧୂ ଚାଲାଣ ର‍୍ୟାକେଟ୍‌ ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଚୀନ ନାଗରିକ ସମେତ ୧୦ ଗିରଫ

ନେପାଳର ଆଣ୍ଟି ହ୍ୟୁମନ ଟ୍ରାଫିକିଂ ବ୍ୟୁରୋ ଚଢାଉ କରି ୪ ଜଣ ଚୀନ ନାଗରିକଙ୍କ ସମେତ ଦଶ ଜଣଙ୍କୁ ବଧୂ ଚାଲାଣ ର‍୍ୟାକେଟ ଅଭିଯୋଗରେ ଗିରଫ କରିଛି। ଖବର ମୁତାବକ, ଚୀନ ନାଗରିକଙ୍କୁ କାଠମାଣ୍ଡୁର ତ୍ରିଭୁବନ ଆର୍ନ୍ତଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସେମାନଙ୍କ ନାମ ଜୈନ ଜିୟାନଜଡୋଙ୍ଗ,…

ଅଣ୍ଟା ଏବଂ ପିଠି ଯନ୍ତ୍ରଣା ଦୂର କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତିଦେବ ଗୁଆ

ଆଜିକାଲି ସମସ୍ତଙ୍କ ପାଇଁ ମୁଣ୍ଡବିଥ୍ୟାର କାରଣ ପାଲଟିଛି ଅଣ୍ଟା ଏବଂ ପିଠି ଯନ୍ତ୍ରଣା। ଦୀର୍ଘ ସମୟ ଧରି ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ କାମ କରିବା ଦ୍ୱାରା ପ୍ରାୟତଃ ସମସ୍ତେ ଏହି ସମସ୍ୟାରେ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଗୁଆର ଏହି ଉପାୟ ଏବଂ…

ଯୁବତୀଙ୍କ ଅଜବ ସଉକ: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, ଏବେ ମିଳୁଛି ଏହି ଯନ୍ତ୍ରଣା

ମଣିଷର ଅଜବ ସଉକ ତାକୁ କିଛି ବି କରିବାକୁ ବାଧ୍ୟ କରିପାରେ। କାହାର ପାଠପଢି ଚାକିରି କରିବାର ଇଚ୍ଛା ତ ଆଉ କାହାର ଅମ୍ବାନୀ, ଟାଟା ଭଳି ହେବାକୁ ଇଚ୍ଛା। କିନ୍ତୁ ଏହି ଯୁବତୀଙ୍କ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ସିଲଭିୟା ସେଜ ନାମକ ଜଣେ ଯୁବତୀ ଡାକ୍ତରୀ ଚାକିରି…

ମନ ମୁତାବକ ଚାକିରି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ, ଦୂର କରନ୍ତୁ ସମସ୍ୟା

ଟଙ୍କା ପଇସାକୁ ନେଇ ସବୁବେଳେ ଚିନ୍ତିତ ରହୁଛନ୍ତି କି ? ଆପଣଙ୍କର ଏହି ଚିନ୍ତାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ। ଏହି ଉପାୟ କରିବା ବେଳେ ଆପଣଙ୍କୁ କେହି ଦେଖିଲେ କିମ୍ବା ଡାକିଲେ ଏହାର ଲାଭ ମିଳିନଥାଏ। ଅପରାଜିତା ଫୁଲକୁ ନଦୀରେ ଭସାଇବା ଦ୍ୱାରା ଆପଣ ଆର୍ଥିକ ଅବସ୍ଥା ଦୂର ହେବା ସହ…

ଭିଭୋର ଏହି ନୂଆ ଦୁଇଟି ଫୋନରେ ଚାଲିଛି ବମ୍ପର ଅଫର

ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଭିଭୋ ଆଣିଦେଇଛି ସୁଯୋଗ। ଭାରତରେ ଭିଭୋ ଇଣ୍ଡିଆ ପକ୍ଷରୁ ତାର ଦୁଇଟି ସ୍ମାର୍ଟଫୋନର ମୂଲ୍ୟ ହ୍ରାସ କରାଯାଇଛି। ଭିଭୋ Y15 ଏବଂ Y17 ଦୁଇଟି ଯାକ ଫୋନର ମୂଲ୍ୟ ୧୦୦୦ ଟଙ୍କା ହ୍ରାସ ପାଇଛି। ଅର୍ଥାତ ଏହାର ନିର୍ଦ୍ଧାରିତ…

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ଚାକିରି କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧିନରେ ପାଖାପାଖି ୭୬୦ ନର୍ସ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ…

କଶ୍ମୀରରେ ସଙ୍କଟ ଆସିବା ମାତ୍ରେ ବଦଳିଯାଏ କ୍ଷୀର ଭବାନୀ ମନ୍ଦିରରେ ଥିବା କୁଣ୍ଡ ପାଣିର ରଙ୍ଗ, ବିଶ୍ୱାସ ନ ହେଲେ ମଧ୍ୟ…

ପାଣିର କୌଣସି ରଙ୍ଗ ନଥାଏ, ତାହା ଆମ୍ଭେମାନେ ସମସ୍ତେ ଜାଣିଛେ । କିନ୍ତୁ ଏଠାରେ ଥିବା ମାତା ମନ୍ଦିରର କୁଣ୍ଡ ପାଣି ସଙ୍କଟ ଆସିବା ମାତ୍ରେ ଏହାର ରଙ୍ଗରେ କିପରି ପରିବର୍ତ୍ତନ ହୁଏ। ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚିତ। କେବଳ ସେହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ…