ଦୁନିଆର ପାଞ୍ଚଟି ଅଦ୍ଭୁତ ଜୀବ, ଯାହାଙ୍କ ରକ୍ତର ରଙ୍ଗ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଆପଣମାନେ ସମସ୍ତେ ଜାଣିଛନ୍ତି ରକ୍ତର ରଙ୍ଗ ନାଲି। ଦୁନିଆରେ ଏପରି କେତେକ ଜୀବ ଜନ୍ତୁ ରହିଛନ୍ତି ଯାହାର ରକ୍ତର ରଙ୍ଗ ନାଲି। କିନ୍ତୁ ଆପଣ ଜାଣନ୍ତି କି, ଦୁନିଆର କେତେକ ଏପରି ଜୀବ ରହିଛନ୍ତି, ଯାହାର ରକ୍ତର ରଙ୍ଗ ନାଲି ନୁହେଁ ବରଂ ସବୁଜ, ହଳଦିଆ ଏବଂ ନୀଳ ରହିଛି। ଅକ୍ଟୋପସ :…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ, 30 ଯାତ୍ରୀ ଆହତ 

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ କାମାକ୍ଷୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ରାସ୍ତା କଡ଼କୁ ଓଲଟିଲା । ବସରେ ଥିବା 30ରୁ ଅଧିକ ଯାତ୍ରୀ ଆହତ…

ମଦ୍ୟପ ଡ୍ରାଇଭରର କାରନାମା, ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡିଦେଲା ଆମ୍ବୁଲାନ୍ସ

ବାଂଶପାଳ (କେ ନ୍ୟୁଜ) ; ବର୍ତ୍ତମାନ ଗାଁରୁ ସହର ସବୁଜାଗାରେ ଟ୍ରାଫିକ ଧରପଗଡ ଚାଲିଥିବା ବେଳେ ଜଣେ ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡି ଦେଲା ଆମ୍ବୁଲାନ୍ସ ଡ୍ରାଇଭର। ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ…

ସାଟେଲାଇଟରେ କ’ଣ ପାଇଁ ଲାଗିଥାଏ ସୁନାର ଆସ୍ତରଣ, ଆପଣ କେବେ ଭାବିଛନ୍ତି କି ?

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ପ୍ରଥମରୁ ଚନ୍ଦ୍ରାୟନ ୨କୁ ନେଇ ବେଶ୍‌ ଉତ୍ସାହିତ ରହିଥିଲା। ଚନ୍ଦ୍ରପୃଷ୍ଠରୁ ମାତ୍ର ଅଳ୍ପ ଦୂରରେ ଥିଲା ବିକ୍ରମ, ସେତେବେଳେ କଟିଗଲା ସମ୍ପର୍କ । ଯୋଜନା ମୁତାବକ ବିକ୍ରମ ଅବତରଣ କରୁଥିଲା । ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଦୂର ପର୍ଯ୍ୟନ୍ତ…

ଆତ୍ମହତ୍ୟା ଲାଇଭ, ପ୍ରଥମେ ପ୍ରେମିକାକୁ ଗୁଳି ଓ ପରେ ନିଜକୁ ଗୁଳି ମାରିଲେ ଯୁବକ

ପଞ୍ଜାବର ସଙ୍ଗରୁର ଗୁର୍ଜରା ଗ୍ରାମରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ୨୫ ବର୍ଷୀୟ ଜଣେ ଯୁବକ ନିଜ ଗ୍ରାମର ଜଣେ ଯୁବତୀଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଯୁବକ ଜଣକ ଭିଡିଓକୁ ସୋସିଆଲ ମିଡିଆରେ ଲାଇଭ କରି ପ୍ରଥମେ ଯୁବତୀଙ୍କୁ ଗୁଳି…

କ୍ୟାନସର ସମେତ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ ପତ୍ରକୋବି

କୋବି ଖାଇବାକୁ ଆମେମାନେ ବେଶ୍‌ ଭଲପାଉ । ତାହା ପତ୍ରକୋବି ହେଉ ଅବା ଫୁଲକୋବି। କୋବିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇଥାଉ। କିନ୍ତୁ ବେଳେ ଆଜିକାଲିର ଯୁବପିଢି ଏହାକୁ ଖାଇବାକୁ ନାପସନ୍ଦ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହା ଖାଇବା ଦ୍ୱାରା ଆମ ଶରୀରରୁ ଅନେକ ରୋଗ ଦୂର…

ପାକିସ୍ତାନର ପୂର୍ବତନ କ୍ରିକେଟର ଅବ୍ଦୁଲ କାଦିରଙ୍କ ନିଧନ

ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଜଣାଶୁଣା ସ୍ପିନର ଅବ୍ଦୁଲ କାଦିର(୬୭)ଙ୍କ ପରଲୋକ ହୋଇଛି। ସୂଚନା ମୁତାବକ, କାଦିରଙ୍କ ମୃତ୍ୟୁ କାର୍ଡିଆକ ଆଟାକ ଯୋଗୁଁ ହୋଇଥିବା ଜଣାପଡିଛି। କାଦିର ପାକିସ୍ତାନ ପାଇଁ ୬୭ଟି ମ୍ୟାଚ ଖେଳିଥିଲେ। ତାଙ୍କ ନାମରେ ୨୩୬ଟି ଟେଷ୍ଟ ଓ୍ଵିକେଟ ରହିଥିବା ବେଳେ ସେ…

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୪୭୭ଟି ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଯୋଗ୍ୟ ଏବଂ ଇଚ୍ଛକ ଥିବା ପ୍ରାର୍ଥୀ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଏବଂ ଏସ୍‌ଓ ପଦବୀ ନିଯୁକ୍ତି ସୁଯୋଗ ଦେଉଛି। ଏସବିଆଇ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନରେ…

ରାଜମା ଖାଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହିସବୁ କଥା

ରାଜମା ଖାଇବାକୁ ଆମେ ସମସ୍ତେ ଭଲପାଇଥାଉ। କିନ୍ତୁ ଏହା ଆମ ଶରୀର ପାଇଁ କେତେକ ସ୍ଥଳରେ ଉପକାରୀ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅପକାରୀ ମଧ୍ୟ ହୋଇଥାଏ। ରାଜମା ଖାଇବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡେ ତାହା ଜାଣିବା। ଇମ୍ୟୁନିଟ ବୃଦ୍ଧି କରେ : ରାଜମାରେ କେବଳ ପ୍ରୋଟିନ ନୁହେଁ…

ବକ୍ସ ଅଫିସରେ ରିଲିଜ ହେଲା ‘ଛିଛୋରେ’ ଏବଂ ‘ସାଟଲାଇଟ ଶଙ୍କର’

ବକ୍ସ ଅଫିସରେ ଆଜି ଦୁଇଟି ଫିଲ୍ମ ରିଲିଜ ହୋଇଛି। ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଏବଂ ଦ୍ୱିତୀୟ ସୁରଜ ପାଞ୍ଚୋଲୀଙ୍କ ‘ସାଟଲାଇଟ୍‌ ଶଙ୍କର’ ପରଦାରେ ରିଲିଜ ହୋଇଛି। ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛିଛୋର’ରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତୀତ ବରୁଣ ଶର୍ମା,…

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ନିଧନ ହୋଇଛି। ୯୫ ବର୍ଷୀୟ ରବର୍ଟ ସିଙ୍ଗାପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲାଣି ରୋଗରେ ପୀଡିତ ଥିଲେ। ମୁଗାବେ ୧୯୮୦ରୁ ୮୭ ପର୍ଯ୍ୟନ୍ତ ଜିମ୍ବାୱେର ପ୍ରଧାନମନ୍ତ୍ରୀ ଏବଂ ୧୯୮୭ରୁ ୨୦୧୭ ପର୍ଯ୍ୟନ୍ତ…

ଦୁନିଆର କିଛି ଅଦ୍ଭୁତ ମହିଳା, ଯେଉଁମାନଙ୍କ ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି ଅନେକ ଲୋକ ରହିଛନ୍ତି, ଯିଏ ନିଜର ଅଜୀବ ସଉକ ପାଇଁ ବିଶ୍ୱ ବିଖ୍ୟାତ। ଏମାନେ ନିଜର ଏକ ସଉକ ପାଇଁ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ନିଜ ନାମକୁ ସାମିଲ କରାଇପାରିଛନ୍ତି। ଆଜି ଆପଣଙ୍କୁ ଏପରି କେତେକ ମହିଳାମାନଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ନିଜର ସଉକ କାରଣ ଯୋଗୁଁ ଚର୍ଚ୍ଚାରେ…