ମହିଳା କ୍ରିକେଟର ମିତାଲିଙ୍କ ବାୟୋପିକ୍‌ରେ ନଜର ଆସିପାରନ୍ତି ତାପସୀ !

ଏବେ ବଲିଉଡରେ ସ୍ପୋର୍ଟସ ପର୍ସନକୁ ନେଇ ବାୟୋପିକ ପ୍ରସ୍ତୁତ କରିବାର ଟ୍ରେଣ୍ଡ ଚାଲିଛି। ବିଗତ କିଛି ବର୍ଷରେ ’ଭାଗ୍‌ ମିଲ୍‌ଖା ଭାଗ, ସୁରମା, ମେରୀ କମ୍‌, ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ଫିଲ୍ମ ପ୍ରସ୍ତୁତ ହୋଇସାରିଛି। ଏହି ଫିଲ୍ମକୁ ଦର୍ଶକେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ଏବେ ବଲିଉଡରେ…

ପ୍ରସ୍ତୁତିରେ ଚଟାପଟ୍‌, ଖାଇବାରେ ସ୍ୱାଦିଷ୍ଟ ପାମ୍ପଡ ଚଟଣୀ

ଆପଣ ସମସ୍ତେ ପାମ୍ପଡ ତ ନିଶ୍ଚିତ ଭାବେ ଖାଇଥିବେ। ଘରେ ହେଉ କିମ୍ବା ହୋଟେଲ, ରେସ୍ଟୁରାଣ୍ଟରେ ଏହାକୁ ଆମେ ବିଭିନ୍ନ ଷ୍ଟାଇଲରେ ଖାଇଥାଉ। କିନ୍ତୁ ପାମ୍ପଡରେ ଚଟଣୀ ପ୍ରସ୍ତୁତ ହେବା କଥା କେବେ ବି ଶୁଣିନଥିବେ ? ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ…

ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଖାଲି ପେଟରେ ପିଅନ୍ତୁ ଜିରା ପାଣି, ଚୁଟ୍‌କିରେ ଦୂର କରନ୍ତୁ ଅନେକ ରୋଗ

ଆମ ରୋଷେଇ ଘରେ ଜିରା ବହୁତ ସହଜରେ ମିଳିଯାଏ। ଏହାକୁ କେବଳ ଆମେ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି, କେବଳ ଖାଦ୍ୟରେ ନୁହେଁ ବରଂ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ଶରୀର ପାଇଁ ବହୁତ ଗୁଣକାରୀ ହୋଇଥିବା ବେଳେ ଏହାର ପାଣି ମଧ୍ୟ ଶରୀର ପାଇଁ ବେଶ ଉପକାରୀ। ଏହି ପାଣିକୁ ପିଇବା…

ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ‘ମେଲା’ କୋଷ୍ଟାର ଫୈଜଲ

ବଲିଉଡର ମିଷ୍ଟର ପରଫେକନିଷ୍ଟ ଆମିର ଖାନଙ୍କ ଭାଇ ତଥା ‘ମେଲା’ ଫିଲ୍ମର ଅଭିନେତା ଫୈଜଲ ଖାନ ଖୁବଶୀଘ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫୈଜଲ ଆକ୍ସନ ଥ୍ରୀଲର ଫିଲ୍ମ ‘ଫ୍ୟାକ୍ଟ୍ରି’ରୁ ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିବେ। ଏହାକୁ ନିଜେ ଫୈଜଲ ଘୋଷଣା କରିଛନ୍ତି।…

ଭୁବନେଶ୍ୱର: ବରମୁଣ୍ଡାରେ ହୁତ୍‌ହୁତ୍‌ ହୋଇ ଜଳିଲା ବସ୍‌, କାରଣ ଅସ୍ପଷ୍ଟ

ଭୁବନେଶ୍ୱର କେନ୍ୟୁଜ : ବସରେ ଲାଗିଲା ନିଆଁ । ଚକାଡୋଳା ନାମକ ଏକ ଘରୋଇ ବସରେ ଲାଗିିଛି ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ସମ୍ପର୍କରେ ବସ ମାଲିକ କିମ୍ବା…

ଶବଯାତ୍ରା ଦେଖିବାର ମହତ୍ତ୍ୱ କ’ଣ, ମିଳିଥାଏ ଯଜ୍ଞ କରିବା ଭଳି ପୂଣ୍ୟ

ଅନେକ ଥର ରାସ୍ତାରେ ଯାଉଥିବା ସମୟରେ ଆପଣମାନେ ଶବଯାତ୍ରା ନିଶ୍ଚିତ ଭାବେ ଦେଖିଥିବେ। ଆମର ବିଶ୍ୱାସ ରହିଛି ଯେ, କୌଣସି ଶବଯାତ୍ରାକୁ ଦେଖିବା ବେଳେ ପ୍ରଣାମ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ମୃତ୍ୟୁ ପରେ ମଣିଷ ଆତ୍ମା ଈଶ୍ୱର ସହିତ ଲୀନ ହୋଇଯାଏ। ଧାର୍ମିକ ମାନ୍ୟତା ଅନୁସାରେ,…

ରବିବାର ସୋରିଷରେ କରନ୍ତୁ ଏହି କାମ, ହୋଇଯିବ ସବୁ ସମସ୍ୟାର ଅନ୍ତ

ଜ୍ୟୋତିଷ ଶାସ୍ତ୍ରରେ ସୋରିଷର ମହତ୍ତ୍ୱ ବେଶ ରହିଛି। ଏହାର ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମସ୍ୟା ଦୂର ହୋଇଯାଏ। ଏହାସହିତ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ମୁକ୍ତି ମଧ୍ୟ ମିଳିବ। ଯଦି ରବିବାର ଦିନ ଖାସ ଉପାୟ ଦ୍ୱାରା ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ। -ଜ୍ୟୋତିଷ…

ସର୍ବଶ୍ରେଷ୍ଠ କଫି ‘ପନାମା’, ଯାହାର ଗୋଟେ କପ୍‌ର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ଆପଣମାନେ ଅନେକ ରେଷ୍ଟରାଣ୍ଟ କିମ୍ବା କାଫେରେ କଫି ପିଇଥିବେ ନିଶ୍ଚିତ। ଏହାଛଡା ବିଭିନ୍ନ ପ୍ରକାର କଫି ବିଷୟରେ ମଧ୍ୟ ଜାଣିଥିବେ। କିନ୍ତୁ ଏପରି ଏକ କାଫେ ରହିଛି, ଯେଉଁଠାରେ ଦୁନିଆର ସବୁଠାରୁ ମହଙ୍ଗା କଫି ଗ୍ରାହକଙ୍କୁ ମିଳିଥାଏ। ଏହି କାଫେର ନାମ ‘କ୍ଲଚ କଫି କାଫେ’। ଯେଉଁଠାରେ ଗୋଟେ କଫିର…

ଏହି ଗାଁରେ ଅନ୍ତିମ ଯାତ୍ରାରେ ମହିଳାମାନେ କରିଥାନ୍ତି ଅଶ୍ଳୀଳ ଡ୍ୟାନ୍ସ, କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ…

ଭଗବାନଙ୍କ ନିୟମ ଆଗରେ ଆମ୍ଭେମାନେ ସବୁବେଳେ ବନ୍ଧା। ପ୍ରତ୍ୟେକ ମଣିଷ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ। ଏହା ଜୀବନର ସତ୍ୟ। ସାଧାରଣତଃ ଯେକୌଣସି ପରିବାରଜନଙ୍କ ମୃତ୍ୟୁ ବେଳେ ପରିବାର ଲୋକେ, ବନ୍ଧୁ, ସମ୍ପର୍କୀୟ ଏବଂ ପେଡାଶୀ ଲୋକ ଦୁଃଖି ହେବା ସହିତ କାନ୍ଦିଥାନ୍ତି। କିନ୍ତୁ…

ଆପଣ ଆଜ୍‌ମା ରୋଗରେ ପୀଡିତ କି ? ପିଅନ୍ତୁ ଭେଣ୍ଡି ପାଣି, ମିଳିବ ଅନେକ ଫାଇଦା

ଛୋଟ ବେଳୁ ଆମ୍ଭେମାନେ ପଢିଛେ ଭେଣ୍ଡି ଗୋଟିଏ ଭଲ ପରିବା। ଏହା ପ୍ରକୃତରେ ଶରୀର ପାଇଁ ବେଶ୍‌ ଲାଭକାରୀ। ଭେଣ୍ଡିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ କରି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। କିନ୍ତୁ ଆୟୁବେର୍ଦ ବିଜ୍ଞାନରେ ଭେଣ୍ଡି ନୁହେଁ ଭେଣ୍ଡି ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ…

ମାଂସପେଶୀ ଜ୍ୱର କ’ଣ ଜାଣନ୍ତି କି? କିପରି କରିବେ ଏହାର ଉପଚାର

ଶରୀରରେ ହେଉଥିବା ମାଂସପେଶୀ ଜନିତ ଯନ୍ତ୍ରଣାକୁ ମାଂସପେଶୀ ଜ୍ୱର ବା ମସଲ ଫିଭର ବୋଲି କୁହାଯାଏ। ଏହାର ପ୍ରଭାବ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ପଡିଥାଏ। ଅଧିକ ଓ୍ଵାର୍କଆଉଟ କରିବା, ଚାଲିବା ଏବଂ ଅଧିକ ଓଜନ ଜିନିଷ ଉଠାଇବା ଦ୍ୱାରା ମାଂସପେଶୀରେ ଚାପ ପଡିଥାଏ। ଫଳରେ ଅଧିକ ଯନ୍ତ୍ରଣା…

ଡାଇବେଟିଜକୁ ନେଇ ଚିନ୍ତିତ କି ? ଖାଆନ୍ତୁ ବେସନ ରୁଟି, ମିଳିବ ଅନେକ ଫାଇଦା

ଆଜିକାଲି ଅଧିକାଂଶ ଲୋକ ମଧୁମେହ ବା ଡାଇବେଟିଜ ଏବଂ ବ୍ଲଡପ୍ରେସରକୁ ନେଇ ବେଶ ଚିନ୍ତିତ। ଏଥିରୁ ରକ୍ଷା ପାଇବା ପାଇଁ ବେସନରେ ପ୍ରସ୍ତୁତ ରୁଟି ଖାଇବା ଶରୀର ପାଇଁ ବେଶ ଫାଇଦା ଦେଇଥାଏ। ଏଥିରେ ଥିବା ପ୍ରୋଟିନ ମାଂସପେଶୀକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ଏହା ସହିତ ଗ୍ଲୁକୋଜ ସ୍ତର ମଧ୍ୟ…