‘ନର୍କର ଦ୍ୱାର’, ଏହା ଭିତରକୁ ଯିଏ ଯାଇଛି ଆଉ ଫେରିନାହିଁ

ଦୁନିଆରେ ଏପରି କେତେକ ଜାଗା ରହିଛି, ଯାହା କୌଣସି ନା କୌଣସି କାରଣ ଯୋଗୁଁ ରହସ୍ୟମୟୀ ହୋଇ ରହିଛି। ଏପରି ଏକ ସ୍ଥାନ ତୁର୍କୀର ପ୍ରାଚୀନ ସହର ହେରାପୋଲିସରେ ରହିଛି। ଯେଉଁଠାରେ ଏକ ବହୁ ପୁରାତନ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରକୁ ‘ନର୍କର ଦ୍ୱାର’ ବୋଲି କୁହାଯାଇଛି। ଯାହା ମଧ୍ୟକୁ ଯିବା…

ଏପରି ଏକ ପାହାଡ, ଯେଉଁଠି ପଥର ମାରି ଜଣାଯାଏ ଗର୍ଭସ୍ଥ ଶିଶୁର ଲିଙ୍ଗ

ସାଧାରଣତଃ ଗର୍ଭରେ ଥିବା ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ। କିନ୍ତୁ ଏହାର ଯାଞ୍ଚ କେବଳ ସୋନୋଗ୍ରାଫି ଦ୍ୱାରା ଜଣାପଡିଥାଏ। ବିଜ୍ଞାନ ଯେତିକି ଆଗକୁ ଯାଉଛି, ଲୋକମାନେ ମଧ୍ୟ ସେତିକି ଅଗ୍ରଗତି କରୁଛନ୍ତି। କିନ୍ତୁ ଝାଡଖଣ୍ଡରେ ଏପରି ଏକ ଅଞ୍ଚଳ ରହିଛି, ଯେଉଁଠାରେ ପ୍ରାଚୀନ ପରମ୍ପରା ଅନୁସାରେ…

ବିରଳ ଦୁଇମୁଣ୍ଡିଆ ସାପ ଉଦ୍ଧାର

ଆମେରିକାର ନ୍ୟୁଜର୍ସି ସହରରେ ଦୁଇଜଣ ପର୍ଯ୍ୟାବରଣକାରୀ ଦୁର୍ଲଭ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରିଛନ୍ତି। ଏହି ଦୁଇଜଣ ବ୍ୟକ୍ତିଙ୍କ ନାମ ଡେଭ ରହିଥିବା ବେଳେ ଏହି ଦୁଇମୁଣ୍ଡିଆ ସାପର ନାମ ମଧ୍ୟ ଡେଭ ରଖାଯାଇଛି। ଏହି ସାପର ଦୁଇଟି ମୁଣ୍ଡ, ଚାରିଟି ଆଖି ଏବଂ ଦୁଇଟି ଜିଭ ରହିଥିବା ବେଳେ ଗୋଟିଏ…

ଘର ଖୋଳୁଥିବା ବେଳେ ପାଇଲେ ୨୫ ଲକ୍ଷ ଟଙ୍କାର ଗହଣା କିନ୍ତୁ ରଖିପାରିଲେ ନାହିଁ

ହାରଦୋଇରେ ଜଣେ ବ୍ୟକ୍ତି ନିଜ ଘର କରିବା ପାଇଁ ଖୋଳୁଥିବା ବେଳେ ୨୫ ଲକ୍ଷ ଟଙ୍କା ଗହଣା ପାଇଥିଲେ। କିନ୍ତୁ ତାଙ୍କ ପାଖରେ ଏହି ଗହଣାର କୌଣସି ସଠିକ କାଗଜପତ୍ର ନଥିବାରୁ ଏହାକୁ ରଖିପାରିନାହାନ୍ତି। ଏହାକୁ ପୋଲିସ ଜବତ କରିନେଇଛି। ଉକ୍ତ ଗହଣା ମଧ୍ୟରେ ୬୫୦ ଗ୍ରାମ ସୁନା ଏବଂ ୪.୩ କେଜି ରୂପା…

ଭୁବନେଶ୍ୱର ଏୟାରପୋର୍ଟରେ ସ୍ପାଇସ ଜେଟର ଜରୁରୀ ଅବତରଣ

ଭୁବନେଶ୍ୱର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ । ସ୍ପାଇସ୍ ଜେଟ୍ ୬୨୩ର ଜରୁରୀ ଅବତରଣ କରାଯାଇଛି । ଚେନ୍ନାଇରୁ କୋଲକତା ଯାଉଥିବା ବେଳେ ବିମାନର ଜରୁରୀ ଅବତରଣ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହେବାରୁ କରାଯାଇଛି। ଉକ୍ତ ବିମାନରେ ଅଶୋକ କୁମାର ଶର୍ମା ନାମକ ଯାତ୍ରୀଙ୍କର ନିଶ୍ୱାସ ପ୍ରଶ୍ୱାସ…

ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ମେହନ୍ଦୀ (ମଞ୍ଜୁଆତି) ପତ୍ର, ଏହାସହ ଦୂର କରେ ଶରୀରର ଅନେକ ସମସ୍ୟା

ମେହନ୍ଦୀ ପତ୍ର ବା ମଞ୍ଜୁଆତି ପତ୍ର ଆପଣଙ୍କ ବାଡିରେ ନିଶ୍ଚିତ ରହିଥିବ। ମେହନ୍ଦୀ ହାତରେ ଲଗାଇବା ଦ୍ୱାରା ହାତର ଆକର୍ଷଣ ବଢିଥାଏ। ଏହାକୁ ସବୁ ଯୁବତୀ ବିଭିନ୍ନ ପୂର୍ବପର୍ବାଣୀରେ ହାତରେ ଲଗାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ମେହନ୍ଦୀ ପତ୍ରର ଅନେକ ଶାରୀରିକ ଫାଇଦା ରହିଛି, ତାହା ବହୁତ କମ୍‌…

ଆସିଲା ନୂଆ ଫିଚର, ଏବେ ଗୁଗଲରୁ କରିପାରିବେ ହ୍ଵାଟସଆପ୍‌ ଭିଡିଓ ଏବଂ ଅଡିଓ କଲ

ହ୍ଵାଟସଆପ୍‌ ବ୍ୟବହାର କରୁଥିବା ୟୁର୍ଜରଙ୍କ ପାଇଁ ଖୁସି ଖବର। ଏବେ ଗୁଗଲ ଆସିଷ୍ଟାଣ୍ଟ ଜରିଆରେ କରିପାରିବେ ହ୍ଵାଟସଆପ୍‌ ଭିଡିଓ ଏବଂ ଅଡିଓ କଲ କରିପାରିବେ। ଗୁଗଲ ଆସିଷ୍ଟାଣ୍ଟ ଜରିଆରେ ଆପଣଙ୍କୁ ପୂର୍ବରୁ ହ୍ଵାଟସଆପ୍‌ ମେସଜ କରିବାର ସୁଯୋଗ ମିଳିଥିଲା କିନ୍ତୁ ଏବେ ଆପଣ ଭିଡିଓ କଲ ମଧ୍ୟ…

ପ୍ରଦୂଷଣ ପ୍ରମାଣପତ୍ର କ’ଣ ? କ’ଣ ରହିଛି ଏହାର ମହତ୍ତ୍ୱ ?

ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ୟକ । ରାଜ୍ୟରେ ଏହି ପ୍ରମାଣପତ୍ର ପାଇଁ ଏକ ମାସ ସମୟ ଦିଆଯାଇଛି । ଯେଉଁମାନଙ୍କ ପ୍ରଦୂଷଣ ପ୍ରମାଣପତ୍ର ନାହିଁ, ସେମାନେ ଏକ ମାସ ମଧ୍ୟରେ ପ୍ରମାଣପତ୍ର ବାହାର କରିବେ । ଏହା ଭିତରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଫାଇନ୍ ଦେବାକୁ…

ମାଇଗ୍ରେନରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ମୁଣ୍ଡବିନ୍ଧା ସବୁଠାରୁ ବଡ ସମସ୍ୟା ପାଲଟିଯାଇଛି। ଆମ୍ଭେମାନେ ନିଜ କ୍ୟାରିଅର ଏବଂ କାମକୁ ନେଇ ଏତେ ମାତ୍ରାରେ ବ୍ୟସ୍ତ ହୋଇପଡିଛେ ଯେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଇଛେ। ନିଜ ସ୍ୱାସ୍ଥ୍ୟକୁ ଖାମଖିଆଲ କରିଚାଲିଛେ। ଏହି ଅବହେଳାରେ ଆମ୍ଭେମାନେ…

ସାରା ବିଶ୍ୱରେ ମାତ୍ର ୪୩ ଜଣ, ଏମାନଙ୍କ ପାଖରେ ରହିଛି ଦୁର୍ଲଭ ବ୍ଲଡ୍‌ଗ୍ରୁପ୍‌, ଜାଣିଛନ୍ତି କି ଏହାର ବିଶେଷତ୍ୱ

ଆମେ ସାଧାରଣତଃ ବ୍ଲଡଗ୍ରୁପ ବିଷୟରେ ଜାଣିଛେ। ଏହା ଏ, ବି, ଏବି, କିମ୍ବା ଓ ରହିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏପରି କିଛି ଦୁର୍ଲଭ ବ୍ଲଡଗ୍ରୁପ ରହିଛି ଯାହା କେବଳ ସମଗ୍ର ବିଶ୍ୱରେ ୪୩ ଜଣ ଲୋକଙ୍କ ପାଖରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ‘ଓ ’ ନେଗେଟିଭ ବ୍ଲଡ କଥା କହୁଛୁ। କିନ୍ତୁ…

UPSC ଜାରି କଲା ଖାଲି ପଡିଥିବା ପଦବୀକୁ ନେଇ ପରୀକ୍ଷା ତାରିଖ

ୟୁନିୟନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଅନେକ ପଦବୀ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। ପରୀକ୍ଷା ୨୦ ଅକ୍ଟୋବର ୨୦୧୯ରେ ହେବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପ୍ୟୁଟର ଟେଷ୍ଟ ପଦବୀ ପାଇଁ ୭ଟି ପଦ ସାମିଲ ରହିଛି। ଏହି ପଦରେ ମିଲିଟ୍ରି ଇଂଜିନିୟର ସିର୍ଭିସରେ ଡିପ୍ଟି ଆର୍କିଟେକ,…

ହାରିଯାଇନି ଚନ୍ଦ୍ରଯାନ ୨, ଅର୍ବିଟର ଏବେ ବି ସକ୍ରିୟ

ନୂଆଦିଲ୍ଲୀ: ହାରିଯାଇନି ଚନ୍ଦ୍ରଯାନ ୨। ଚନ୍ଦ୍ରପୃଷ୍ଠରେ ଅବତରଣର ଶେଷ ମୁହୁର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧…