Below header

ମାମୁନିକୁ କ୍ୟାନସର, ୮ ବର୍ଷ ବୟସରେ ଭୋଗୁଛି ଯମ ଯନ୍ତ୍ରଣା

ମୋ ଧନକୁ କିଏ ବଂଚାଇବ...କଇଁ କଇଁ ହୋଇ କାନ୍ଦି କହୁଛି ମା । ଅର୍ଥ ଅଭାବରୁ ଝିଅର ଚିକିତ୍ସା ହୋଇପାରୁନି । କଷ୍ଟ ଓ ଯନ୍ତ୍ରଣାରେ ପଡି ଛଟପଟ ହେଉଛି ମାମୁନି । ମାମୁନିକୁ ମାତ୍ର ୮ବର୍ଷ ବୟସ । କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ମାମୁନି । ଝିଅର ଏଭଳି ଅବସ୍ଥାକୁ ଦେଖି ବାପା ମାଙ୍କ ଆଖିରୁ…

କୋଷ୍ଟାଲ ଜାଗୁଆର ଜାହାଜରେ ଭୀଷଣ ନିଆଁ: ୨୮ ଉଦ୍ଧାର, ଜଣେ ନିଖୋଜ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସମୁଦ୍ରରେ ଏକ ଜାଗୁଆର ଜାହାଜରେ ନିଆଁ ଲାଗିଯାଇଛି। ଜାହାଜରେ ହଠାତ୍‌ ନିଆଁ ଲାଗିବା ଯୋଗୁଁ ଏଥିରେ ଥିବା ୨୯ ଜଣ ସଦସ୍ୟ ପାଣିକୁ ଡେଇଁ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ବଂଚାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି। ନିଖୋଜ…

ଦୁଇ ମିନିଟରେ ପ୍ରସ୍ତୁତ କରନ୍ତୁ ସୁଇଟି କର୍ନ ତରକାରୀ

ଆପଣମାନେ ମିଠା ମକା ତ ନିଶ୍ଚିତ ଖାଇଥିବେ। କିନ୍ତୁ ମିଠା ମକାକୁ ନେଇ ତରକାରୀ କେବେ ବି ପ୍ରସ୍ତୁତ କରିନଥିବେ। ପ୍ରତିଦିନ ଘରେ ବିଭିନ୍ନ ତରକାରୀ କରି ଆପଣ ବିରକ୍ତି ହୋଇଯିବେଣି। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କୁ ଏକ ଭିନ୍ନ ତରକାରୀ ବିଷୟରେ ଜଣାଇବୁ। ଯାହାର ନାମ ସୁଇଟି କର୍ନ…

ରାଜନୀତିରୁ ଆରମ୍ଭ କରି ବଲିଉଡ ଯାଏଁ, ଯେଉଁମାନଙ୍କ ଭଉଣୀ ବିଷୟରେ ଆପଣ କେବେ ବି ଜାଣିନଥିବେ

ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା । ଏହି ଦିନର ମହତ୍ୱ ସବୁ ଭଉଣୀ ପାଇଁ କିଛି ଅଲଗା ରହିଥାଏ। ସବୁ ଭାଇଙ୍କର ଶୁଭ କାମନା କରିବା ସହ ସବୁ ବିପଦରୁ ରକ୍ଷା କରିବା ପାଇଁ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିଥାଏ ଭଉଣୀ। ଏ ସମ୍ପର୍କ କେବଳ ନିଜ ରକ୍ତର ଭାଇ ନୁହେଁ ବରଂ ବିପଦଆପଦ ବେଳେ ସାହାଯ୍ୟ କରିଥିବା…

ଟିଭି ଅଭିନେତ୍ରୀ ଶ୍ଵେତା ତିଓ୍ଵାରୀଙ୍କ ସ୍ୱାମୀ ଅଭିନବ ଗିରଫ, ଝିଅକୁ ଅଶ୍ଳୀଳ ଫଟୋ ଏବଂ ମାରପିଟ କରୁଥିବା ଅଭିଯୋଗ

ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ଵେତା ତିଓ୍ଵାରୀଙ୍କ ସ୍ୱାମୀ ଅଭିନବ କୋହଲୀଙ୍କୁ ପୋଲିସ ଗିରଫ କରିଛି। ନିଜେ ଶ୍ଵେତା ହିଁ ସ୍ୱାମୀ ଅଭିନବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହି ଅଭିଯୋଗ ଅନୁଯାୟୀ ପୋଲିସ ଶ୍ଵେତାଙ୍କ ସ୍ୱାମୀ ଅଭିନବଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଟିଭି…

ପତ୍ନୀ ଠାରୁ ପ୍ରତିଶୋଧ : ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲେ ସ୍ୱାମୀ

ସାତ ଜନ୍ମକୁ ସାଥି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଦୀପ ଓ ମଣିକ୍ରାନ୍ତି। କିନ୍ତୁ ଏହି ବନ୍ଧନକୁ ସଠିକ ଭାବେ ନିଭାଇ ପାରିନଥିଲେ ଦୁହେଁ। ବିବାହ ପରେ ପ୍ରତିଦିନ କଳି ଝଗଡା କରି ଜୀବନ ଅତିବାହିତ କରୁଥିଲେ। ଶେଷରେ ବିରକ୍ତି ହୋଇ ଘରୋଇ ହିଂସାର ଅଭିଯୋଗ ଆଣି ଥାନାରେ ମାମଲା…

ଚୀନରେ ବାତ୍ୟା ‘ଲେକିମା’ ରଚିଲା ତାଣ୍ଡବ, ୨୮ ମୃତ

ସାମୁଦ୍ରିକ ଝଡ଼ ଲେକିମା ଚୀନରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସେହିପରି ଭୂସ୍ଖଳନ ଯୋଗୁ ୧୮ ଜଣ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଲେକିମା ସାଂଘାଇରେ…

ହାର୍ଦ୍ଦିକ ଏବଂ କୄନାଲଙ୍କ ମସ୍ତି ଭିଡିଓ ଭାଇରାଲ, ଦୁହେଁ ହୋଟେଲ ରୁମ୍‌ରେ ଗାଉଛନ୍ତି ଗୀତ

ଏବେ ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ଦୁଇଟି ଟିମ ମଧ୍ୟରେ ତିନୋଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ଦ୍ୱିତୀୟ ମ୍ୟାଚ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭାଇ କୄନାଲ ପାଣ୍ଡ୍ୟା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଗୀତ ଗାଉଥିବାର ନଜର…

ଏନସିପିକୁ ମୁହଁତୋଡ ଜବାବ ଦେଲେ ମନ୍ତ୍ରୀ ଗିରୀଶ ମହାଜନ, ପୂର୍ବରୁ ସେଲ୍‌ଫି ନେଇ ବିବାଦରେ ଫସିଥିଲେ

ମହାରାଷ୍ଟ୍ରର ଜଳ ସଂରକ୍ଷଣ ମନ୍ତ୍ରୀ ଗିରୀଶ ମହାଜନ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେଲଫି ନେଇ ବିବାଦରେ ଫସିଥିଲେ। ସେତେବେଳେ ସୋସିଆଲ ମିଡିଆରେ ତାଙ୍କର ଦୁଇଟି ଭିଡିଓ ଭାଇରାଲ ହୋଇଥିଲା। ଏଥିପାଇଁ ବିପକ୍ଷ ଦଳର ନେତାମାନଙ୍କୁ କହିବାର ସୁଯୋଗ ମଧ୍ୟ ମିଳିଯାଇଥିଲା। କିନ୍ତୁ ଏବେ ଏହି…

କେବଳ ଯୁବତୀ ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ ଇଛୁକ

ଯୁବତୀମାନେ ନିଜ ତ୍ୱଚାକୁ ନେଇ ବେଶ ସମ୍ବେଦନଶୀଳ ଥାଆନ୍ତି। ତେଣୁ କରି ସେମାନେ ସମୟ ସମୟରେ ପାର୍ଲର ଯାଇ ଫେସିଆଲ କରାଇଥାନ୍ତି। ତ୍ୱଚାକୁ ଫେସିଆଲ କରାଇବା ଦ୍ୱାରା ରୁକ୍ଷପଣ ଦୂର ହେବା ସହ ଉଜ୍ଜ୍ୱଳତା ବଢିଥାଏ। କିନ୍ତୁ ଆଜିକାଲି କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ…

କୌଣସି ଲିଖିତ ପରୀକ୍ଷା ନ ଦେଇ ପାଆନ୍ତୁ ଚାକିରି, ଆରସିଏଫ୍‌ଏଲ ଆଣିଦେଇଛି ସୁଯୋଗ

ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫଏଲ)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ଚୟନ ମଧ୍ୟ ବେଶ ସୁବିଧା ଉପାୟରେ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆପଣ ଏଥିରେ ଚାକିରି…

ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ପଡିଲା ମହଙ୍ଗା, ଶେଷରେ ଡାକ୍ତରଖାନା ଗଲେ ମହିଳା

ମହିଳାଙ୍କୁ ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ମହଙ୍ଗା ପଡିଲା। ଅକ୍ଟୋପସ କାମୁଡାରୁ ମହିଳାଙ୍କ ମୁହଁ, ଗାଲ, ଶରୀରର ବିଭିନ୍ନ ଅଂଶ ଫୁଲିଯିବା ସହିତ ପାରାଲିସିସ ହେବା ସହ ମହିଳା ଜଣକ ହସପିଟାଲରେ ଯନ୍ତ୍ରଣା ଭୋଗୁଛନ୍ତି। ଖବର ମୁତାବକ, ଓ୍ଵାଶିଂଟନର ସୁଶ୍ରୀ ବିସଗଲିୟା ମହିଳା ଟେକୋମା…