Below header

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଆବର୍ଜନାରେ ବେହାଲ୍‌ ମୟାଲୀ-ଟିହରୀ ରାସ୍ତା

ପୁଣି ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଆରମ୍ଭ ହୋଇଛି। ଫଳରେ ରାସ୍ତା ଅଳିଆ ଆବର୍ଜନାରେ ବନ୍ଦ ହୋଇପଡିଛି। ବାଦଲ ଫଟା ବର୍ଷା ଯୋଗୁଁ କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇନାହାନ୍ତି। ସୂଚନା ମୁତାବକ, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳି…

ପିଙ୍ଗଲୀ ଭେଙ୍କୟା : ଯାହାଙ୍କ ପାଇଁ ଭାରତକୁ ମିଳିଥିଲା ତ୍ରିରଙ୍ଗା

ସମଗ୍ର ଭାରତ ବର୍ଷର ଗର୍ବ ଓ ଗୌରବ ଆମ ଜାତୀୟ ପତାକା। ଆମେ ସମସ୍ତେ ଏହାକୁ ନେଇ ଗର୍ବିତ । ଏହାକୁ ଦେଖିବା ମାତ୍ରେ ମନରେ ଦେଶପ୍ରେମ ଜାଗ୍ରତ ହୋଇଉଠେ। କିନ୍ତୁ ଏହାକୁ କିଏ, କେମିତି, କିପରି ଡିଜାଇନ କରିଥିଲେ ତାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ପିଙ୍ଗଲୀ ଭେଙ୍କୟା ନାମକ ବ୍ୟକ୍ତି…

ଏନଏଲସି ଇଣ୍ଡିଆରେ ଆଠଶହରୁ ଊର୍ଦ୍ଧ୍ୱ ପଦ ଖାଲି, ଆପଣ ମଧ୍ୟ କରିପାରିବେ ଆବେଦନ

ଶିକ୍ଷିତ ବେକାରଙ୍କ ପାଇଁ ଚାକିରି କରିବାର ସୁଯୋଗ ଆଣିଦେଇଛି ଏନଏଲସି ଇଣ୍ଡିଆ। ଏଠାରେ ଆଠଶହରୁ ଊର୍ଦ୍ଧ୍ୱ ଟ୍ରେନି ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ ବୋଲି କୁହାଯାଇଛି। ପଦବୀ ନାମ: ଟ୍ରେଡ ଆପରଣ୍ଟାଇସ ଟ୍ରେନି ପଦବୀ ସଂଖ୍ୟା: ୮୭୫ ଆବେଦନ କରିବା ତାରିଖ: ଆବେଦନ କରିବାର…

ନିୟନ୍ତ୍ରଣ ହରାଇ ଓଲଟିଲା ଟ୍ରାକ୍ଟର: ଦୁଇ ମୃତ, ୨୦ ଆହତ

ଉନ୍ନାଓର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛି। ସୂଚନା ମୁତାବକ, ଲକ୍ଷ୍ନୌର ଲୋଧେଶ୍ୱର ଶିବ ମନ୍ଦିରରୁ ଟ୍ରାକ୍ଟର ଯୋଗେ…

Redmi Note 7 ସିରିଜକୁ ଟକ୍କର ଦେବ Redmi 8 ସିିରିଜ

Redmi Note  ମୋବାଇଲ ସିିରିଜ ଭାରତରେ ବେଶ୍‌ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ Redmi Note 7  ସିରିଜର ୫୦ ଲକ୍ଷ ଫୋନ ବଜାରରେ ବିକ୍ରି ହୋଇସାରିଲାଣି। ଏଥିରେ Redmi Note 7, Redmi Note 7  pro,   Redmi Note 7s  ରହିଛି। କିନ୍ତୁ ଏବେ ଭାରତରେ Redmi Note 7 ବିକ୍ରି କୁ ବନ୍ଦ…

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ

କୌଣସି ପ୍ରକାରର ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ନିଜର ସାଥୀଙ୍କୁ ଉଚିତ ସମ୍ମାନ ଏବଂ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ସମ୍ପର୍କ ବେଶ ନିବିଡ ହେବ। କିନ୍ତୁ ଅନେକ ରାଶିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର ସାଥୀ…

କାଶ୍ମୀରରେ ଏଭଳି ପରିସ୍ଥିତି ସତ୍ୱେ, ନିଜ ବାଟାଲିୟନ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଧୋନୀ

ଜାମ୍ମୁ କାଶ୍ମୀରରେ ଚାଲିଥିବା ଗମ୍ଭୀର ପରିସ୍ଥିତିରେ ମଧ୍ୟ ସେନା ସହିତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସେଠାରେ ଉପସ୍ଥିତ ରହିଛନ୍ତି। କ୍ରିକେଟରୁ ଦୁଇ ମାସ ସନ୍ନ୍ୟାସ ନେଇ କାଶ୍ମୀରରେ ସେନାବାହିନୀ ସହିତ ଡ୍ୟୁଟି କରୁଛନ୍ତି ଧୋନୀ। ଏଠାରେ ରହିଥିବା ବେଳେ…

ଆସୁଛି ଭାରତର ୭୩ତମ ସ୍ୱାଧୀନତା ଦିବସ, ଜାଣନ୍ତୁ କିଛି ଅଜଣା କଥା

ପ୍ରାୟ ଦୁଇ ଶହ ବର୍ଷର ପରାଧୀନତା ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତକୁ ମିଳିଲା ସ୍ୱାଧୀନତା । ନୂତନ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇ ଭାରତ ନୂଆ ସମ୍ବିଧାନ ସହ ଆଗକୁ ବଢିଲା। ଇତିମଧ୍ୟରେ ସ୍ୱାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଭାରତ ଗଢିଛି ନୂଆ ଭାରତ । ନୂତନ ସଫଳତାରେ…

ପାପୁଲିରେ ଥିବା ଛଅଟି ଅଶୁଭ କଳାଜାଇ, ଜୀବନରେ କ’ଣ ପ୍ରଭାବ ପକାଇଥାଏ. . .

ହାତରେ ରେଖା ବ୍ୟତୀତ କଳାଜାଇ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ହାତରେ ଥିବା କିଛି ଏପରି ଜାଇ ଆପଣଙ୍କ ପାଇଁ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା, ହାତରେ ଅଲଗା ଅଲଗା ସ୍ଥାନରେ ଥିବା କଳାଜାଇର କ’ଣ ସଂକେତ ରହିଛି। ଶୁକ୍ର ପର୍ବତରେ କଳାଜାଇ ଶୁକ୍ର…

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେଉଛନ୍ତି ଆୟୁଷ୍ମାନ, ଜାଣନ୍ତୁ କିପରି

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେବା ପାଇଁ ଆୟୁଷ୍ମାନ ପ୍ରସ୍ତୁତ ହେଉଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କିପରି ନିଜ ଫିଲ୍ମର ସୁଟିଂ ଶୀଘ୍ର ସାରିବେ ସେଥିପାଇଁ ଦୁହେଁ ଆପ୍ରାଣ ଚେଷ୍ଟା କରିଥାନ୍ତି। କିନ୍ତୁ ଖାସ୍‌ ଏହି…

ବିନା ପାସଓ୍ଵାର୍ଡରେ କିପରି ସେୟାର କରିବେ ଓ୍ଵାଇ-ଫାଇ, ଜାଣନ୍ତୁ ଉପାୟ

ଆଜିକାଲି ଇଣ୍ଟରନେଟର ଆବଶ୍ୟକତା ସବୁସ୍ଥାନରେ ରହିଛି। ଇଣ୍ଟରନେଟର ଉପଯୋଗ ଆମ୍ଭେମାନେ ଟ୍ରାଭଲିଂ ଠାରୁ ଆରମ୍ଭ କରି ଅଫିସ କାମ ଯାଏଁ ସବୁସ୍ଥାନରେ ବ୍ୟବହାର କରିଥାଉ। ଆମ୍ଭେମାନେ ଇଣ୍ଟରନେଟର ଅଧିକ ବ୍ୟବହାର ନିଜ ମୋବାଇଲର ଡାଟା ସାହାଯ୍ୟରେ କରିଥାଉ। କିନ୍ତୁ ଅନେକ ଥର ଆମ୍ଭେ ଫାଷ୍ଟ…

ଫିଲିପାଇନ୍ସରେ ଝଡତୋଫାନ: ଡଙ୍ଗା ବୁଡି ୩୧ ମୃତ, ୬୨ ଉଦ୍ଧାର

ଫିଲିପାଇନ୍ସରେ ଭୟଙ୍କର ତୋଫାନ ହେବା ଫଳରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡି ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି। ସୂଚନା ମୁତାବକ, ଫିଲିପାଇନ୍ସରେ ସମୁଦ୍ର ମଧ୍ୟରେ ପ୍ରବଳ ଝଡତୋଫାନ ହୋବ ଫଳରେ ତିନୋଟି ଡଙ୍ଗା ବୁଡିଯାଇଥିଲା। ଉକ୍ତ ତିନୋଟି ଡଙ୍ଗା ମଧ୍ୟରୁ…