Below header

କୈଳାଶ ମାନସରୋବର ଯାତ୍ରା ପାଇଁ ୩୦ ଶ୍ରଦ୍ଧାଳୁଙ୍କୁ ଚୀନ ଦେଲା ଭିସା, ପୂର୍ବରୁ ଲଗାଇଥିଲା ରୋକ୍‌

ଶେଷରେ ଚୀନ ୩୦ ଶ୍ରଦ୍ଧାଳୁ କୈଳାଶ ମାନସରୋବର ଯାତ୍ରା ପାଇଁ ଭିସା ପ୍ରଦାନ କରିଛି। ଚୀନରୁ ଭିସା ମିଳିବା ପରେ ଶ୍ରଦ୍ଧାଳୁମାନେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଚୀନ ଭିସା ଦେବାକୁ ନେଇ ପ୍ରତିବନ୍ଧକ ଲଗାଇଥିଲା। ସୂଚନା ମୁତାବକ, ଏହି ୩୦ ଜଣ ଶ୍ରଦ୍ଧାଳୁଙ୍କୁ…

ହାଲ୍‌ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେଉଁ ପଦବୀ ରହିଛି ଖାଲି

ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ)ରେ ନିଯୁକ୍ତି ସୁଯୋଗ। ଏହା ଦକ୍ଷିଣ ପୂର୍ବ ଏସିଆର ପ୍ରମୁଖ ଏରୋନଟିକାଲ ଇଣ୍ଡଷ୍ଟ୍ରୀ। ହାଲ ପକ୍ଷରୁ ଟେକ୍ନସିଆନ (ଫିଟର) ପୋଷ୍ଟ ପାଇଁ ପଦବୀ ଖାଲି ରହିଥିବା ନୋଟିଫିକେସ ଜାରି କରିଛି। ଇଛୁକ ପ୍ରାର୍ଥୀ ଅନଲାଇନ ଫର୍ମାଟ ଜରିଆରେ ୨୮ ଅଗଷ୍ଟ ୨୦୧୯…

ଡିପ୍ରେସନ ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ଏହି ସବୁ ଫଳର ଚୋପା ଦେଇଥାଏ ଫାଇଦା

ଫଳ କିମ୍ବା ପନିପରିବା ସବୁକିଛି ଆମ ସ୍ୱାସ୍ଥ୍ୟ ପାଇଁ ହିତକର। କିନ୍ତୁ ଫଳ ସହିତ ଏହାର ଚୋପା ମଧ୍ୟ ଆପଣଙ୍କ ପାଇଁ ହିତକର, ତାହା ବହୁତ କମ୍‌ ଲୋକ ଜାଣିଥିବେ। କେତେକ ଫଳ ଚୋପା ଦ୍ୱାରା ମଧ୍ୟ ଶରୀରକୁ ସୁସ୍ଥ ରଖାଯାଇପାରିବ। ଏକ ଅଧ୍ୟୟନରୁ ଜଣାପଡିଛି, କେବଳ ଫଳ ଏବଂ ପନିପରିବା ନୁହେଁ ବରଂ…

ଅଗଷ୍ଟ ୨୦ରେ ଭାରତରେ ଲଞ୍ଚ ହୋଇପାରେ Samsung galaxy note 10 ଏବଂ note 10 plus

ମୋବାଇଲ ଗ୍ରାହକଙ୍କ ପାଇଁ ସାମସଙ୍ଗ ଆଣି ଦେଉଛି ଖୁସି ଖବର। ସାମସଙ୍ଗ ପକ୍ଷରୁ ଦୁଇଟି galaxy note ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି। ୮ ଅଗଷ୍ଟରେ ସାମସଙ୍ଗର ଦୁଇଟି ନୂଆ ଫ୍ଲାଗସିପ ନ୍ୟୁୟର୍କରେ ଲଞ୍ଚ ହେବ। ଯେଉଁଥିରେ Samsung galaxy note 10 ଏବଂ galaxy note…

ମାର୍ବଲ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ଫିଲ୍ମ ‘ଅବତାର’କୁ ପଛରେ ପକାଇ ନଂ ୧ ସ୍ଥାନରେ ପହଞ୍ଚିଯାଇଛି। ମାର୍ବଲର ଫିଲ୍ମ ପାଇଁ ଦୁନିଆର ସମସ୍ତ ଦର୍ଶକ ପାଗଳ ପ୍ରାୟ। ୨୨ଟି ଫିଲ୍ମ ପରେ ଏଣ୍ଡଗେମ୍‌ ସହିତ ଆଭେଞ୍ଜର୍ସ ଶେଷ ହୋଇଥିଲା। ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ…

କ’ଣ ପାଇଁ ଅଜିତ ଡୋଭାଲଙ୍କୁ ଭାରତର ‘ଜେମ୍ସ ବଣ୍ଡ’ କୁହାଯାଏ, ଜାଣନ୍ତୁ କାରଣ

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ଅଜିତ ଡୋଭାଲଙ୍କୁ ପ୍ରାୟତଃ ସମେସ୍ତ ଜାଣିଥିବେ। ଏବେ ତାଙ୍କୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ଅଜିତଙ୍କ ଚରିତ୍ର ନିର୍ବାହ କରିବାକୁ ଅକ୍ଷୟ କୁମାରଙ୍କୁ ସିଲେକ୍ଟ କରାଯାଇଛି। କିନ୍ତୁ କ’ଣ ପାଇଁ ଅଜିତ ଡୋଭାଲଙ୍କୁ ଭାରତର…

ନେଟଫ୍ଲିକ୍ସରେ ଫ୍ରିଲାନ୍ସ ରାଇଟର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କ’ଣ ରହିବ ଯୋଗ୍ୟତା

ଯଦି ଆପଣ ଲେଖାଲେଖି କରିବାରେ ଆଗ୍ରହ ରଖିଛନ୍ତି ଏବଂ ଫ୍ରିଲାନ୍ସ ରାଇଟିଂ କରିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ନେଟଫ୍ଲିକ୍ସ ଆଣିଦେଇଛି ଖୁସି ଖବର। ଆପଣ ଦୁନିଆର ସବୁଠାରୁ ବଡ ଅନ୍‌ଡିମାଣ୍ଡ ସସର୍ଭିସ ‘ନେଟଫ୍ଲିକ୍ସ’ ସହିତ ଯୋଡି ହେବାକୁ ଯାଉଛନ୍ତି। ଆପଣ ନେଟଫ୍ଲିକ୍ସ ପାଇଁ…

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଆବର୍ଜନାରେ ବେହାଲ୍‌ ମୟାଲୀ-ଟିହରୀ ରାସ୍ତା

ପୁଣି ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଆରମ୍ଭ ହୋଇଛି। ଫଳରେ ରାସ୍ତା ଅଳିଆ ଆବର୍ଜନାରେ ବନ୍ଦ ହୋଇପଡିଛି। ବାଦଲ ଫଟା ବର୍ଷା ଯୋଗୁଁ କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇନାହାନ୍ତି। ସୂଚନା ମୁତାବକ, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳି…

ପିଙ୍ଗଲୀ ଭେଙ୍କୟା : ଯାହାଙ୍କ ପାଇଁ ଭାରତକୁ ମିଳିଥିଲା ତ୍ରିରଙ୍ଗା

ସମଗ୍ର ଭାରତ ବର୍ଷର ଗର୍ବ ଓ ଗୌରବ ଆମ ଜାତୀୟ ପତାକା। ଆମେ ସମସ୍ତେ ଏହାକୁ ନେଇ ଗର୍ବିତ । ଏହାକୁ ଦେଖିବା ମାତ୍ରେ ମନରେ ଦେଶପ୍ରେମ ଜାଗ୍ରତ ହୋଇଉଠେ। କିନ୍ତୁ ଏହାକୁ କିଏ, କେମିତି, କିପରି ଡିଜାଇନ କରିଥିଲେ ତାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ପିଙ୍ଗଲୀ ଭେଙ୍କୟା ନାମକ ବ୍ୟକ୍ତି…

ଏନଏଲସି ଇଣ୍ଡିଆରେ ଆଠଶହରୁ ଊର୍ଦ୍ଧ୍ୱ ପଦ ଖାଲି, ଆପଣ ମଧ୍ୟ କରିପାରିବେ ଆବେଦନ

ଶିକ୍ଷିତ ବେକାରଙ୍କ ପାଇଁ ଚାକିରି କରିବାର ସୁଯୋଗ ଆଣିଦେଇଛି ଏନଏଲସି ଇଣ୍ଡିଆ। ଏଠାରେ ଆଠଶହରୁ ଊର୍ଦ୍ଧ୍ୱ ଟ୍ରେନି ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ ବୋଲି କୁହାଯାଇଛି। ପଦବୀ ନାମ: ଟ୍ରେଡ ଆପରଣ୍ଟାଇସ ଟ୍ରେନି ପଦବୀ ସଂଖ୍ୟା: ୮୭୫ ଆବେଦନ କରିବା ତାରିଖ: ଆବେଦନ କରିବାର…

ନିୟନ୍ତ୍ରଣ ହରାଇ ଓଲଟିଲା ଟ୍ରାକ୍ଟର: ଦୁଇ ମୃତ, ୨୦ ଆହତ

ଉନ୍ନାଓର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛି। ସୂଚନା ମୁତାବକ, ଲକ୍ଷ୍ନୌର ଲୋଧେଶ୍ୱର ଶିବ ମନ୍ଦିରରୁ ଟ୍ରାକ୍ଟର ଯୋଗେ…

Redmi Note 7 ସିରିଜକୁ ଟକ୍କର ଦେବ Redmi 8 ସିିରିଜ

Redmi Note  ମୋବାଇଲ ସିିରିଜ ଭାରତରେ ବେଶ୍‌ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ Redmi Note 7  ସିରିଜର ୫୦ ଲକ୍ଷ ଫୋନ ବଜାରରେ ବିକ୍ରି ହୋଇସାରିଲାଣି। ଏଥିରେ Redmi Note 7, Redmi Note 7  pro,   Redmi Note 7s  ରହିଛି। କିନ୍ତୁ ଏବେ ଭାରତରେ Redmi Note 7 ବିକ୍ରି କୁ ବନ୍ଦ…