Below header

ରାକ୍ଷୀ ବାନ୍ଧି ଯିବା ହେଲା କାଳ, ରାସ୍ତାରେ ଯାଉଥିବା ବେଳେ କଟିଲା ଯୁବକଙ୍କ ବେକ

ରାସ୍ତାରେ ଯାଉଥିବା ବେଳେ ସାବଧାନ ! ମୃତ୍ୟୁ କେବେ, କେତେବେଳେ, କେଉଁଠି ଅପେକ୍ଷା କରିଥାଏ, ତାହା ସମସ୍ତଙ୍କୁ ଅଜଣା। ଏପରି ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ସିଭିଲ ଇଂଜିନିୟର। ଦୁଇ ଭଉଣୀ ସହିତ ସ୍କୁଟିରେ ଯାଉଥିବା ସମୟରେ ବେକରେ ଗୁଡି ସୂତା ଲାଗିଯିବାରୁ ଉକ୍ତ ଯୁବକଙ୍କ…

ଟିଭି ଚ୍ୟାନେଲ ରିହାତି ଅଫରରେ ରୋକ ଲଗାଇ ପାରନ୍ତି ଟ୍ରାଇ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପ୍ରଭାବ ପକାଇବ

ବ୍ରଡ୍‌କାଷ୍ଟର ଏବଂ ବିତରକ ତରଫରୁ ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ମେଗା ଅଫର ଉପରେ ନଜର ରଖିଛି ଟ୍ରାଇ। ଦୂରସଂଚାର ନିୟାମକ ଅନୁଯାୟୀ, ଏହି ଅଫର ଯୋଗୁଁ ଗ୍ରାହକଙ୍କୁ ସଠିକ୍‌ ଚ୍ୟାନେଲ ଚୟନ କରିବା ଉପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳୁନାହିଁ। ଏହି ରିହାତିରେ ଲଗାମ…

ନିର୍ଦ୍ଦୟ ମଣିଷର ଜୁଲୁମ, ଆଉ କେତେ ସହିବ ଟିକିରୀ

ନା ତା’ର ଟିକିରୀ, ଛୋଟ ବେଳରୁ ମାଲିକ ପାଖରେ କାମ କରିଆସିଛି। ଏବେ ତାର ବୟସ ୭୦ ଛୁଇଁଲାଣି, ତଥାପି ମାଲିକ ତାକୁ କାମରେ ଲଗାଉଛି। ଟିକିରୀର ଦେହରେ କେବଳ ହାଡ ଛଡା ମାଂସ ମଧ୍ୟ ନାହିଁ। ପାଟି ଖୋଲିବାର କ୍ଷମତା ନାହିଁ ବୋଲି ଏହି ନିର୍ଦ୍ଦୟ ମଣିଷ ପ୍ରତିଦିନ କାମରେ ଲଗାଉଛି ଟିକିରୀକୁ।…

ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇଦିନିଆ ଭୁଟାନ୍‌ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ଉତ୍ତମ ସୁସମ୍ପର୍କ ସ୍ଥାପନ କରିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ମଧ୍ୟ ହେବ। ମୋଦି ସେଠାରେ ପହଞ୍ଚିବା ପରେ ଭୁଟାନ ନରେଶ ଜିଗମେ…

କ’ଣ ଆପଣ ସବୁବେଳେ କଥା ଭୁଲି ଯାଉଛନ୍ତି କି, ତେବେ ଆସନ୍ତୁ ଜାଣିବା କିପରି ବଢାଇବେ ସ୍ମରଣ ଶକ୍ତି

ଜୀବନରେ ସବୁକିଛି ପାଇଯିବା ଆଶାରେ ଅନେକ ଲୋକ ଦିନରାତି କାମ କରିବାକୁ ପଛାଉନାହାନ୍ତି। ଦରକାର ଠାରୁ ଅଧିକ କାମ କରିବା ଏବଂ ଚିନ୍ତାରେ ରହିବା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। କାମ ପ୍ରେସର ଏବଂ ଚିନ୍ତା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ମଣିଷ…

ଅଶୋକଙ୍କ ପ୍ରେମ ପାଇଁ କିଛି ବି କରିପାରିବେ, ଏହା ପ୍ରମାଣ କରି ଦେଖାଇଛନ୍ତି ବିଜୟଲକ୍ଷ୍ମୀ

ପ୍ରେମ ଶାସ୍ୱତ ଏବଂ ଚିରନ୍ତର। ପ୍ରେମ ଅନନ୍ୟ ଓ ଅନୁପମ। ସୁନ୍ଦର ତା’ର ପରିଭାଷା। ଯୁଗ ଯୁଗ ପାଇଁ ଦୁଇ ହୃଦୟର ମଜବୁତ ସମ୍ପର୍କ ହେଉଛନ୍ତି ପ୍ରେମ। ଏପରି ଏକ ନିଆରା ପ୍ରେମୀ ଯୁଗଳ ହେଉଛନ୍ତି ଅଶୋକ ଓ ବିଜୟଲକ୍ଷ୍ମୀ। ବନ୍ଧୁତାରୁ ପ୍ରେମ। ଆଉ ତା’ ପରେ ବିବାହ। ଜୀବନର ଅନେକ ଝଡଝଞ୍ଜା ପରେ ବି…

ନିଜର ମନ କଥା ଜଣାଇଲେ ଏହି ଟିଭି ଅଭିନେତ୍ରୀ, ଜାଣନ୍ତୁ କିଏ ସେ

ସାକ୍ରେଡ ଗେମ୍ସ ସିଜନ-୨ର ଷ୍ଟ୍ରିମିଂ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହୋଇଗଲାଣି। ଏହି ୱେବ ସିରିଜକୁ ଦେଖିବା ପାଇଁ କେବଳ ସାଧାରଣ ଲୋକ ନୁହଁ ବରଂ ଟିଭି ଅଭିନେତ୍ରୀମାନେ ମଧ୍ୟ ପାଗଳ ରହିଛନ୍ତି। ଖାସ୍‌ ଏଥିପାଇଁ ଟିଭି ଅଭିନେତ୍ରୀ ଭୂମିକା ଗୁରଙ୍ଗ ସାକ୍ରେଡ ଗେମ୍ସକୁ ନେଇ ମଧ୍ୟ ନିଜ ମନକଥା…

ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ ଘଟିଛି। ଆଜି ସକାଳ ଚାରିଟା ପନ୍ଦର ମିନିଟ୍‌ ସମୟରେ ବାଲିଗୁଡା ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ। ବାଲିଗୁଡା ନିର୍ବାଚନମଣ୍ଡଳୀରେ…

କିପରି ପ୍ରସ୍ତୁତ କରିବେ ଲାଉ ବର୍ଫି

ଲାଉରେ ଆମେ ଅନେକ ତରକାରୀ କରି ସମସ୍ତେ ନିଶ୍ଚିତ ଭାବେ ଖାଇଛେ କିନ୍ତୁ ଲାଉରେ ବର୍ଫି ପ୍ରସ୍ତୁତ କରିନଥିବେ । କିପରି ଲାଉରୁ ଆମେ ବର୍ଫି ପ୍ରସ୍ତୁତ କରିପାରିବା ଆସନ୍ତୁ ଜାଣିବା । ଆବ୍ୟଶକୀୟ ସାମଗ୍ରୀ : ଲାଉ: ୧ କି.ଗ୍ରା । ଘିଅ: ୧/୪ କପ୍‌ । ଚିନି: ୧.୫ କପ ( ୩୦୦ ଗ୍ରାମ) । ଖୁଆ:…

ଜାମିଆ ମିଲିଆ ଇସଲାମିଆରେ ଅନେକ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ଜାମିଆ ମିଲିଆ ଇସଲାମିଆ ସଂସ୍ଥା, ନୂଆଦିଲ୍ଲୀରେ ଅନେକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ଅପର ଡିଜିଜନ କିରାଣୀ, ଜୁନିଅର ଲ୍ୟାବ୍‌ ଆସିଷ୍ଟାଣ୍ଟ, କିରାଣୀ, ଟାଇପିଷ୍ଟ/ ଏଲଡିସି, ଉର୍ଦୁ ଟାଇପିଷ୍ଟ, ସିକ୍ୟୁରିଟ ଆସିଷ୍ଟାଣ୍ଟ, ମଲ୍ଟି ଟାକ୍ସିଂ ଷ୍ଟାଫ, ରେଜିଷ୍ଟ୍ରାର…

ମାଇକ୍ରୋସଫ୍ଟ ୱିଣ୍ଡୋଜ ୧୦ର ବ୍ୟବହାରକାରୀ ହୋଇପାରନ୍ତି ହ୍ୟାକିଂର ଶିକାର, କମ୍ପାନୀ ଦେଲା ଚେତାବନୀ

ଯଦି ଆପଣଙ୍କ ପାଖରେ କୌଣସି କମ୍ପ୍ୟୁଟର କିମ୍ବା ଲାପଟପ ରହିଛି ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା ରହିଛି। ମାଇକ୍ରୋସଫ୍ଟ ୱିଣ୍ଡୋଜ ୧୦ ବ୍ୟବହାର କରୁଥିବା ୮୦ କୋଟି ସିଷ୍ଟମ ହ୍ୟାକିଂ ହୋଇପାରେ ବୋଲି କମ୍ପାନୀ ଚେତାବନୀ ଜାରି କରିଛି। ମାଇକ୍ରୋସଫ୍ଟ ପକ୍ଷରୁ ୱିଣ୍ଡୋଜ ୧୦…

ଅନେକ ରୋଗରୁ ରକ୍ଷା କରିଥାଏ ସେଓ ଓ ପିଜୁଳି, ଜାଣନ୍ତି କି ?

ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ଦେଇ ହେଉନାହିଁ। କୌଣସି ରୋଗରୁ ଶରୀରକୁ ସୁରକ୍ଷିତ ରଖିବା ପାଇଁ ଆମେ ଅନେକ ପ୍ରକାର ଖାଦ୍ୟପଦାର୍ଥ ଖାଇଥାଉ। ବିଭିନ୍ନ ପ୍ରକାର ରୋଗରୁ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେବ। କ’ଣ ଆପଣ…