ସ୍ୱପ୍ନରେ ନିଆଁ ଓ ପାଣି ଦେଖୁଛନ୍ତି କି ? କ’ଣ ରହିଛି ଏହାର ସଂକେତ, ଆସନ୍ତୁ ଜାଣିବା

ମଣିଷ ଶୋଇବା ପରେ ମନରେ ଅନେକ ସ୍ୱପ୍ନ ଆସିଥାଏ। ତାହା ଯାହା ହେଉ ନା କାହିଁକି । ବିଭିନ୍ନ ପ୍ରକାର ସ୍ୱପ୍ନ ମଣିଷ ଦେଖେ। ଏହା ଆମର ଅତୀତ କିମ୍ବା ଭବିଷ୍ୟତ ସହିତ କିଛି ମାତ୍ରାରେ ଜଡିତ ଥାଏ। ଏହି ସ୍ୱପ୍ନ ପୁଣି ଭବିଷ୍ୟତରେ ହେବାକୁ ଥିବା ଘଟଣାବଳୀକୁ ନେଇ କିଛି ସଂକେତ ଦେଇଥାଏ କିମ୍ବା…

ଆମାଜନରେ ପୁଣି ଉପଲବ୍ଧ ଓପୋ କେ୩, ୭୦୫୦ ଟଙ୍କା ଅଫରର ଲାଭ ଉଠାନ୍ତୁ

ଓପୋ କେ ୩ ସେଲ୍‌ ପୁଣିଥରେ ଆମାଜନରେ ଉପଲବ୍ଧ ହୋଇଛି। ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗ୍ରାହକଙ୍କ ଡିମାଣ୍ଡକୁ ଦେଖି ପୁଣି ଥରେ ଏହି ସେଲ ରଖିଛି। ଦୁଇ ସପ୍ତାହ ପୂର୍ବରୁ ଲଞ୍ଚ ହୋଇଥିବା ଏହି ଫୋନରେ ଫୁଲ ଏଚଡି ସ୍କ୍ରିନ, ଅକ୍ଟୋ କୋର ସ୍ନାପଡ୍ରାଗନ ୭୧୦ ଏସ୍‌ଓସି, ୮ ଜିବି ରାମ ଏବଂ…

ଦିନରେ କାମୁଡୁଥିବା ମଶା ମଧ୍ୟ ଶରୀରକୁ ପହଞ୍ଚାନ୍ତି କ୍ଷତି, ରୁହନ୍ତୁ ସତର୍କ. . .

ମଶା ନାମ ଶୁଣିବାକ ମାତ୍ରେ ଡେଙ୍ଗୁ, ମାଲେରିଆ, ଚିକନଗୁନିଆ ଭଳି ରୋଗ ଆମ ମନରେ ଆସିଥାଏ। ଏବେ ବର୍ଷାଦିନରେ ଏମାନଙ୍କ ବିଷୟରେ ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ରାତିରେ ଶୋଇବା ବେଳେ ମଶାଙ୍କୁ ମାରିବା ପାଇଁ ମଶା କଏଲ, ଲିକ୍ବିଡ ଇତ୍ୟାଦିର ବ୍ୟବହାର କରିଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି କି,…

ଭାରତୀୟ ରେଲୱେ ୩ ଲକ୍ଷ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କାହାର ଯିବ ଚାକିରି . . .

ଏବେ କର୍ମସ୍ଥଳରେ ସଠିକ୍ ଭାବେ କର୍ତ୍ତବ୍ଯ କରୁନଥିବା କର୍ମଚାରୀଙ୍କୁ ତଡିବା ପାଇଁ ଯୋଜନା କରୁଛି ରେଳବାଇ। ଭାରତୀୟ ରେଳବାଇ ପକ୍ଷରୁ ସବୁ ଜୋନାଲ ଅଫିସକୁ ଉକ୍ତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରେଲବାଇ…

ପାରାଲିସିସ୍ ପୀଡିତଙ୍କୁ ଗୁଗଲ୍ ଦେବ ୧ ଲକ୍ଷ ସ୍ମାର୍ଟହୋମ ଡିଭାଇସ୍, ଜାଣନ୍ତୁ କିପରି କାମରେ ଆସିବ. . .

ଗୁଗଲ୍ ଆଣିଦେଉଛି ଖୁସି ଖବର। ଗୁଗଲ ପାରାଲିସସ୍ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧ ଲକ୍ଷ ସ୍ମାର୍ଟହୋମ ଡିଭାଇସ୍ ଦେବାକୁ ଘୋଷଣା କରିଛି। ଯେଉଁ ଲୋକମାନଙ୍କୁ ଉଠାବସା କରିବାରେ ଅସୁବିଧା ହେଉଛି , ସେମାନଙ୍କୁ ଗୁଗଲ୍ ହୋମ ମିନି ଡିଭାଇସ୍ ଦେବ ଏବଂ ସେମାନେ ସାମ୍ନା କରୁଥିବା ଅସୁବିଧାରୁ…

ଏବେ ଥାଳିରୁ ଗାଏବ ହେବ ଭାତ-ଡାଲି, ୭ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଦର

ଚଳିତବର୍ଷ ମୌସୁମୀ କମ୍ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ଏବେ ତ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ, ଏବେ ଗରିବଙ୍କ ଥାଳିରୁ ଡାଲି ଏବଂ ଭାତ ମଧ୍ୟ ଗାଏବ ହୋଇଯିବ। ମହଙ୍ଗା ଦର ୭ ପ୍ରତିଶତ ବଢିଯିବ ବୋଲି ଅନୁମାନ କରାଯାଉଛି। କମ୍ ବର୍ଷା ଯୋଗୁଁ ଚାଷ…

ବିରାଟ ଏବଂ ଧୋନୀ କେତେ ଶିକ୍ଷିତ, କ’ଣ ଆପଣ ଜାଣନ୍ତି କି?

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଖେଳ ଆପଣମାନେ ପଡିଆରେ ବେଶ୍ ଦେଖି ମନୋରଂଜନ କରିଛନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏମାନେ ପାଠପଢାରେ କେତେ ସଫଳ ଥିଲେ ଏବଂ କେଉଁ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ବିରାଟ କୋହଲି ୫ ନଭେମ୍ବର…

ଛାତ୍ରମାନଙ୍କୁ ଭାରତୀୟ ସେନାରେ ଅଧିକାରୀ ବନାଇବା ପାଇଁ ଆର୍ମି ସ୍କୁଲ ଖୋଲିବ ଆରଏସ୍ଏସ, ଜାଣନ୍ତୁ ପୂରା ଯୋଜନା. . .

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ୨୦୨୦ରେ ସେନା ସ୍କୁଲ ଖୋଲିବାକୁ ଯୋଜନା ଚଳାଇଛି। ଏଠାରେ ଭାରତୀୟ ସଶସ୍ତ୍ର ବଳରେ କାମ କରିବା ପାଇଁ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ସ୍କୁଲକୁ ଆରଏସଏସର ଶିକ୍ଷା ଶାଖା ବିଦ୍ୟା ଭାରତୀ ଚଲାଇବ। ରିପୋର୍ଟ ମୁତାବକ, ସ୍କୁଲର ନାମ ଆରଏସଏସର ପୂର୍ବ ସଂଘଚାଳକ…

ଅଗଷ୍ଟ ୧ରୁ ମିଳିବ ଏସବିଆଇର ମୁକ୍ତ ସେବା: ଗାଡି ଏବଂ ଘର କିଣିବା ହେବ ଶସ୍ତା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ଆରମ୍ଭରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ୍ ଏସବିଆଇ ତାର ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇବ। ଏସବିଆଇର ଏହି ସୁବିଧା ଯୋଗୁଁ ନୋଏଡାରେ ଘର କିଣିବା ଏବଂ ଇଲେଟ୍ରିକ କାର କିଣିବା ଶସ୍ତା ହୋଇଯିବ। କିପରି ପାଇବେ ଫାଇଦା? ଏସବିଆଇର ସେବାମୁକ୍ତ…

ଶହୀଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବୃଦ୍ଧା ମା, ୭ ମାସର ପୁଅ ଦେଲା ମୁଖାଗ୍ନି

ସବୁବେଳେ ମା’ ଚାହେଁ ମୃତ୍ୟୁ ପରେ ପୁଅ କାନ୍ଧରେ ଯାଉ। କିନ୍ତୁ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଏକ ଗାଁରେ। ଏଠାରେ ପୁଅର ମରଶରୀରକୁ କାନ୍ଧ ଦେଇଛନ୍ତି ଜଣେ ବୃଦ୍ଧା ମା’। ଜାମୁ  କଶ୍ମୀରର ଶ୍ରୀନଗର ପାଖରେ ମାଛିଲ ସେକ୍ଟରରେ ଜଗି ରହିଥିବା ପଞ୍ଜାବର ବଟାଲା ଗ୍ରାମର…

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ହୋଇଯାନ୍ତୁ ସାବଧାନ, ନଚେତ. . .

କୁହାଯାଏ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ହିତକର। ତେଣୁ କରି ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨ ଲିଟର ପାଣି ପିଇବା ଆବଶ୍ୟକ। କିନ୍ତୁ ଅଧିକ ମାତ୍ରାରେ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇପାରେ। ଡାକ୍ତରଙ୍କ କହିବାନୁଯାୟୀ, ସଠିକ୍ ସମୟରେ ପାଣି ପିଇବା ଦ୍ବାରା ଶରୀରର ଅନେକ ରୋଗରୁ ମୁକ୍ତି…

ଆଭେଞ୍ଜର ଏବଂ ବୁଲେଟକୁ ଟକ୍କର ଦେବାକୁ ଟିଭିଏସ୍‌ ଲଞ୍ଚ କରିବ କ୍ରୁଜେର ବାଇକ

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର। ବଜାରରେ ଆଭେଞ୍ଜର ଏବଂ ବୁଲେଟକୁ ଟକ୍କର ଦେବା ପାଇଁ ଖୁବଶୀଘ୍ର ଟିଭିଏସ୍‌ର କ୍ରୁଜେର ବାଇକ ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ଗତବର୍ଷ ଅଟୋ ଏକ୍ସପୋରେ ଏହି ବାଇକର ଲୋଗୋ ଲଞ୍ଚ କରିଥିଲା। କମ୍ପାନୀ ତାର ଚାଳକଙ୍କୁ ଆକର୍ଷିତ କରିବା ପାଇଁ ବାଇକର ନାମ ଜେପଲାଇନ…