ଆସୁଛି ଭାରତର ୭୩ତମ ସ୍ୱାଧୀନତା ଦିବସ, ଜାଣନ୍ତୁ କିଛି ଅଜଣା କଥା

ପ୍ରାୟ ଦୁଇ ଶହ ବର୍ଷର ପରାଧୀନତା ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତକୁ ମିଳିଲା ସ୍ୱାଧୀନତା । ନୂତନ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇ ଭାରତ ନୂଆ ସମ୍ବିଧାନ ସହ ଆଗକୁ ବଢିଲା। ଇତିମଧ୍ୟରେ ସ୍ୱାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଭାରତ ଗଢିଛି ନୂଆ ଭାରତ । ନୂତନ ସଫଳତାରେ…

ପାପୁଲିରେ ଥିବା ଛଅଟି ଅଶୁଭ କଳାଜାଇ, ଜୀବନରେ କ’ଣ ପ୍ରଭାବ ପକାଇଥାଏ. . .

ହାତରେ ରେଖା ବ୍ୟତୀତ କଳାଜାଇ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ହାତରେ ଥିବା କିଛି ଏପରି ଜାଇ ଆପଣଙ୍କ ପାଇଁ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା, ହାତରେ ଅଲଗା ଅଲଗା ସ୍ଥାନରେ ଥିବା କଳାଜାଇର କ’ଣ ସଂକେତ ରହିଛି। ଶୁକ୍ର ପର୍ବତରେ କଳାଜାଇ ଶୁକ୍ର…

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେଉଛନ୍ତି ଆୟୁଷ୍ମାନ, ଜାଣନ୍ତୁ କିପରି

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେବା ପାଇଁ ଆୟୁଷ୍ମାନ ପ୍ରସ୍ତୁତ ହେଉଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କିପରି ନିଜ ଫିଲ୍ମର ସୁଟିଂ ଶୀଘ୍ର ସାରିବେ ସେଥିପାଇଁ ଦୁହେଁ ଆପ୍ରାଣ ଚେଷ୍ଟା କରିଥାନ୍ତି। କିନ୍ତୁ ଖାସ୍‌ ଏହି…

ବିନା ପାସଓ୍ଵାର୍ଡରେ କିପରି ସେୟାର କରିବେ ଓ୍ଵାଇ-ଫାଇ, ଜାଣନ୍ତୁ ଉପାୟ

ଆଜିକାଲି ଇଣ୍ଟରନେଟର ଆବଶ୍ୟକତା ସବୁସ୍ଥାନରେ ରହିଛି। ଇଣ୍ଟରନେଟର ଉପଯୋଗ ଆମ୍ଭେମାନେ ଟ୍ରାଭଲିଂ ଠାରୁ ଆରମ୍ଭ କରି ଅଫିସ କାମ ଯାଏଁ ସବୁସ୍ଥାନରେ ବ୍ୟବହାର କରିଥାଉ। ଆମ୍ଭେମାନେ ଇଣ୍ଟରନେଟର ଅଧିକ ବ୍ୟବହାର ନିଜ ମୋବାଇଲର ଡାଟା ସାହାଯ୍ୟରେ କରିଥାଉ। କିନ୍ତୁ ଅନେକ ଥର ଆମ୍ଭେ ଫାଷ୍ଟ…

ଫିଲିପାଇନ୍ସରେ ଝଡତୋଫାନ: ଡଙ୍ଗା ବୁଡି ୩୧ ମୃତ, ୬୨ ଉଦ୍ଧାର

ଫିଲିପାଇନ୍ସରେ ଭୟଙ୍କର ତୋଫାନ ହେବା ଫଳରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡି ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି। ସୂଚନା ମୁତାବକ, ଫିଲିପାଇନ୍ସରେ ସମୁଦ୍ର ମଧ୍ୟରେ ପ୍ରବଳ ଝଡତୋଫାନ ହୋବ ଫଳରେ ତିନୋଟି ଡଙ୍ଗା ବୁଡିଯାଇଥିଲା। ଉକ୍ତ ତିନୋଟି ଡଙ୍ଗା ମଧ୍ୟରୁ…

ଖୁବଶୀଘ୍ର ଆରମ୍ଭ ହେବ କ୍ୟାଟ୍‌ ପରୀକ୍ଷା ରେଜିଷ୍ଟ୍ରେସନ, ଜାଣନ୍ତୁ ପରୀକ୍ଷା ଦେବାର ତାରିଖ

କମନ ଆଡମିନଶନ ଟେଷ୍ଟ ପରୀକ୍ଷାକୁ ଅପେକ୍ଷା କରିଥିବା ଆବେଦନକାରୀ ପାଇଁ ଖୁସି ଖବର। ଯେଉଁମାନେ ଏହି ପରୀକ୍ଷା ଦେବା ପାଇଁ ଅପେକ୍ଷାରତ ଥିଲେ, ସେମାନେ ଏବେ ଅନଲାଇନ ରେଜିଷ୍ଟ୍ରେସନ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତା ଅଗଷ୍ଟ ୭ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ୧୮ ତାରିଖରେ ଶେଷ…

ରିଅଲ ମି ଏକ୍ସର ଅଫଲାଇନ ବିକ୍ରି ଆରମ୍ଭ, ଅଗଷ୍ଟ ୭ରେ ଆଗାମୀ ଅନଲାଇନ ସେଲ

ରିଅଲ ମି ଗ୍ରାହକଙ୍କ ପାଇଁ ଖୁସି ଖବର। ଯେଉଁମାନେ ଅନଲାଇନରେ ଫୋନ କିଣିବା ବିଷୟରେ ଜାଣିନାହାନ୍ତି ଏବେ ସେମାନେ ଅଫଲାଇନରେ ମଧ୍ୟ ଏହି ଫୋନ କିଣିପାରିବେ। ଭାରତରେ ରିଅଲ ମି ଏକ୍ସର ପ୍ରାରମ୍ଭିକ ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହାର ଏବେ ଅଫଲାଇନରେ ମିଳୁଥିବା ବେଳେ ଏହାର ଆଗାମୀ ଅନଲାଇନ ସେଲ…

ବସ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ, ଜଣେ ମୃତ

ବିହାରର ପୁର୍ନିଆ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ମୁଜ୍ଜାଫରନଗରରୁ ସିଲିଗୁଡୀ ଯାଉଥିବା ବସ ଡିଭାଇଡର ସହିତ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ମୁତାବକ, ଦିଲ୍ଲୀର ମୁଜ୍ଜାଫରନଗରରୁ…

ଫିଲ୍ମ ‘କ୍ବାଥା’ ଜରିଆରେ ବଲିଉଡ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ, ସାଙ୍ଗରେ ନଜର ଆସିବେ ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ବଲିଉଡରେ ଏଣ୍ଟ୍ରି କରିବାକୁ ନେଇ ଅନେକ ଦିନରୁ ଯୋଜନା କରିସାରିଲେଣି । ଇସାବେଲ ସଲମାନଙ୍କ ଭିଣୋଇ ଆୟୁଷଙ୍କ ସହିତ ଫିଲ୍ମ ’କ୍ବାଥା’ରେ ଖୁବଶୀଘ୍ର ନଜର ଆସିବ । କରନ ଲଲିତ ଭୁଟାନି ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତୀୟ ସେନାରେ ଥିବା…

ବଦଳିଯିବ ହ୍ବାଟସଆପ୍-ଇନଷ୍ଟାଗ୍ରାମର ନାମ, ଖୁବଶୀଘ୍ର ଫୋନରେ ଦେଖାଯିବ ନୂଆନାମ

ଫେସବୁକ Inc ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପରେ ନିଜ ନାମ ଆଡ୍ କରିଛି । ତେଣୁକରି ଖୁବଶୀଘ୍ର ହ୍ବାଟସ ଆପ୍ ଏବଂ ଇନଷ୍ଟାଗ୍ରାମର ନାମ ବଦଳିଯିବ । ସୋସିଆଲ ନେଟୱାର୍କ ସାଇଟ ଫେସବୁକ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ସେୟାରିଂ ଆପ ଗତ କିଛି ବର୍ଷ ପୂର୍ବେ କିଣିଥିଲା ।…

ମାଂସପେଶୀ ଯନ୍ତ୍ରଣା ହୋଇପାରେ କ୍ଷତିକାରକ, ଜାଣନ୍ତୁ ଲକ୍ଷଣ ଏବଂ ଉପଚାର

ମାଂସପେଶୀ ଟାଣି ହେବା ସାଧାରଣ ସମସ୍ୟା। ଅନେକ ଥର କିଛି ଜିନିଷ ଉଠାଇବା ବେଳେ, ଶିଡି ଚଢିବା ବେଳେ ଏବଂ ଜୋରରେ ଦୌଡିବା ବେଳେ ମଧ୍ୟ ମାଂସପେଶୀ ଟାଣି ହୋଇଯାଏ। ଏପରି ମାଂସପେଶୀ ଟାଣି ହେବା ଦ୍ବାରା ହାତ, ଗୋଡ, ପିଠି ଇତ୍ୟାଦିରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହାଛଡା ଆଣ୍ଠୁ, କାନ୍ଧ, କହୁଣୀ…

ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ଖାଲି, ଜାଣନ୍ତୁ କିପରି ହେବ ଚୟନ

ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବରା ସରକାରଙ୍କ ତରଫରୁ ଓଡିଶା ପବ୍ଲିକ ସର୍ଭିସ କମିଶନ ଅଧିନରେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ପାଇଁ ନିଯୁକ୍ତି ହେବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ opsconline.gov.in କୁ ଲଗ୍ଇନ କରି ଆବେଦନ କରିପାରିବୋ ଏହି ପଦବୀରେ ଆବେଦନ କରିବା ପାଇଁ…